ଭୁବନେଶ୍ୱର:ଆଇଏଫଏସ ଅଧିକାରୀ ଶିଶିର କୁମାର ରଥ ହେଲେ ନୂଆ ପିସିସିଏଫ । ୧୯୮୭ ବ୍ୟାଚ୍ ର ଏହି ଆଇଏଫଏସ୍ ଅଧିକାରୀଙ୍କୁ ଓଡିଶାର ପ୍ରିନସିପାଲ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟସ୍ (ପିସିସିଏଫ୍) ଏବଂ ରାଜ୍ୟ ଫରେଷ୍ଟ ଫୋର୍ସର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଏସମ୍ପର୍କରେ ବୁଧବାର ଦିନ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
Sign in
Sign in
Recover your password.
A password will be e-mailed to you.