Browsing Category

ରାଜ୍ୟ

ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ତରଫରୁ ସମସ୍ତ ଓଡିଶାବାସୀଙ୍କୁ ଧନ୍ୟବାଦ ଜ୍ଞାପନ

ଭୁବନେଶ୍ୱର: ସୁଦୀର୍ଘ ୫୦୦ ବର୍ଷର ସଂଘର୍ଷମୟ କାଳଖଣ୍ଡର ଅବସାନ ଘଟାଇ ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ଆଦେଶକ୍ରମେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଗଲା । ସବୁଆଡେ ଆନନ୍ଦର ଲହରୀ…

କଟକଣା ମଧ୍ୟରେ ହେବ ଲିଙ୍ଗରାଜଙ୍କ ଜାଗର ଯାତ୍ରା

ଭୁବନେଶ୍ୱର: ଚଳିତବର୍ଷ କୋଭିଡ୍ ଗାଇଡ ଲାଇନ୍ ମଧ୍ୟରେ ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ଜାଗର ଯାତ୍ରା କରିବାକୁ ସ୍ଥିର ହୋଇଛି । ମହାଶିବରାତ୍ରୀରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ କଟକଣା ରଖାଯାଇଛି…

ଫୁଲବାଣୀରେ ବରିଷ୍ଠ ନାଗରିକମାନଙ୍କୁ କୋଭିଡ୍ ପ୍ରତିଶେଧକ ଟୀକା ପ୍ରଦାନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ବରିଷ୍ଠ ନାଗରିକ ଏବଂ ୫୫ ବର୍ଷ ବୟସରୁ ଉର୍ଦ୍ଧ୍ବ ବିଭିନ୍ନ ରୋଗରେ ପୀଡିତ ଥିବା ବ୍ୟକ୍ତି ମାନଙ୍କୁ ଏହି ଟୀକା ଦାନ କରାଯାଇଛି । ଫୁଲବାଣୀର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଅନନ୍ତଚରଣ ମିଶ୍ର…

ସୁରୁଖୁରୁରେ ଚାଲିଛି ଟୀକାକରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:  ଆଜି ରାଜ୍ୟର ୧୫୩ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଚାଲିଛି । କୌଣସି ସ୍ଥାନରୁ ପାର୍ଶ୍ୱପ୍ରତିକ୍ରିୟାର ଖବର ଆସିନାହିଁ । ଗ୍ରାମାଚଂଳରୁ ନେଇ ରାଜଧାନୀ ଯାଏଁ ସବୁଠି ସୁରୁଖୁରୁରେ ଟୀକାକରଣ ଚାଲିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ…

ଭୁବନେଶ୍ୱର-ବାଙ୍ଗିରିପୋଷି ବିଶେଷ ଟ୍ରେନ ସେବା ବୃଦ୍ଧି

ଭୁବନେଶ୍ୱର:  ୦୨୮୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନ ସେବାକୁ ମାର୍ଚ୍ଚ ମାସ ପହିଲା ଠାରୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି ।ଏହା ଭୁବନେଶ୍ୱରରୁ ମାର୍ଚ୍ଚ ମାସ ପହିଲା ଠାରୁ ଏବଂ ବାଙ୍ଗିରିପୋଷିରୁ ମାର୍ଚ୍ଚ ମାସ ୨ ତାରିଖ ଠାରୁ…

ଗୋଟିଏ ଦିନରେ ୮୬ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୨୭୭

ଭୁବନେଶ୍ୱର:  ରାଜ୍ୟରେ ଗୋଟିଏ ଦିନରେ ୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୨୭୭ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୩୪୫୭୧ ରୋଗୀ ସୁସ୍ଥ ହୋଇ…

ଦୁର୍ବୃତଙ୍କ ଗୁଳିମାଡ଼ରେ ସୁନା ଦୋକାନୀଙ୍କ ମୃତ୍ୟୁ : ଅନ୍ୟ ଜଣେ ଗୁରୁତର : ଗୁରୁତରଙ୍କୁ ରାଉରକେଲା ସରକାରୀ ମେଡ଼ିକାଲରେ…

ରାଉରକେଲା: ଦୁର୍ବୃତଙ୍କ ଗୁଳିମାଡ଼ରେ ସୁନା ଦୋକାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ବଂଚାଇବାକୁ ଯାଇ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲା ସରକାରୀ ମେଡ଼ିକାଲରେ ଭର୍ତି କରାଯାଇଛି । ସୁନ୍ଦରଗଡ଼ ପୋଲିସ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ବଡ଼ଗାଁ ବଜାରରେ ଥିବା ଏକ ସୁନା…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପରିସମାପ୍ତି

କଟକ:  ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ପରିସମାପ୍ତି ଘଟାଇଛନ୍ତି ହାଇକୋର୍ଟ । ମାମଲାର ସମସ୍ତ  ଅଭିଯୁକ୍ତ ଗିରଫ ହୋଇସାରିଥିବା ନେଇ ରାଜ୍ୟ ସରକାର ଏବଂ ସିବିଆଇ ପକ୍ଷରୁ ସତ୍ୟପାଠ ଦାଖଲ ପରେ ମାମଲାର ପରିସମାପ୍ତି ଘଟିଛି । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ନିକଟରେ ଗିରଫ ହୋଇଥିବା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟୀକା ନେଲେ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ରେ କରୋନା ଟିକା ର ପ୍ରଥମ ଡୋଜ ନେଇଛନ୍ତି । ଭାରତକୁ କରୋନାକୁ ମୁକ୍ତ କରିବାରେ ସହଯୋଗ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଫଫ ଆମର ଡାକ୍ତର ଏବଂ…

ଆଜି ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ବେଲଗାମ ଦରଦାମ ବୃଦ୍ଧି ଓ ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ଆଜି  ନବୀନ ନିବାସ ଘେରାଉ କରିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ର…