Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘରୁ ୨ ଲକ୍ଷ ଟଙ୍କା ଓ ତିନି ପିଲାଙ୍କୁ ନେଇ ବିବାହିତ ମହିଳା ଚମ୍ପଟ୍, ଥାନାରେ ଏତଲା
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କୋରୋଡ଼ା ପଚାଂୟତ ଚାଚଂଡ଼ାପଲ୍ଲୀ ଗ୍ରାମର ମୋହିନୀ ନାୟକ ନାମକ ଜଣେ ବିବାହିତ ମହିଳା ଘରୁ ୨ ଲକ୍ଷ ଟଙ୍କା ଓ ତିନି ପିଲାଙ୍କୁ ନେଇ ଫେରାର୍ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ମହିଳାଙ୍କ ସ୍ୱାମୀ ବାବୁଲା ନାୟକ…
କାର୍ ରୁ ୭ କୋଟି ୯୦ ଲକ୍ଷ ନକଲି ନୋଟ୍ ଜବତ : ୩ ଗିରଫ
ଜୟପୁର: ଏକ କାର୍ ଯୋଗେ ଛତିଶଗଡ଼ରୁ ଆନ୍ଧ୍ର ଚାଲାଣ ବେଳେ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ କୁ ଜବତ କରିଛି ପଟାଙ୍ଗୀ ପୋଲିସ । ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।
ଆଜି ଭୋର୍ ସମୟରେ ଏହି କାର୍ ଓଡ଼ିଶା-ଆନ୍ଧ୍ର ସୀମା ଅତିକ୍ରମ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ପଟାଙ୍ଗୀ…
ସ୍ଥାନୀୟ ବାସିନ୍ଦାଙ୍କୁ ୩ ଦ୍ୱାର ଛାଡ – ବିଧାୟକ
ପୁରୀ: ପୁରୀ ସହରବାସି ଓ ସ୍ଥାନୀୟ ବାସିନ୍ଦା ମାନଙ୍କୁ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାରରେ ଆଧାର କାର୍ଡ ଦେଖାଇ ପ୍ରବେଶ ଅନୁମତି ଦେବା ପାଇଁ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଆଜି ମଧ୍ୟାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏନେଇ ସେ ଶ୍ରୀମନ୍ଦିର…
ଓଲଟିଲା ଯାତ୍ରୀବାହି ବସ୍ : ୧୫ ଆହତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରୁଣୀ ଠାରେ ଆଜି ସକାଳେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହି ବସ୍ ଓଲଟି ପଡିବା ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତନ୍ମଧ୍ୟରୁ ୪ …
ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ : ରାୟଗଡ଼ା ବ୍ଲକ୍ ର କନିଷ୍ଠ ଯନ୍ତ୍ରୀଙ୍କ ବାସଭବନ ସମେତ ୬ ସ୍ଥାନରେ ଭିଜିଲାନ୍ସ ଚଢ଼ଉ
ଗଞ୍ଜାମ: ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ କେ. ନାଗେଶ୍ୱର ସେନାପତିଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଆଜି ସକାଳେ ଏକକାଳୀନ ଚଢ଼ଉ କରାଯାଇଛି । ସେଗୁଡିକ ହେଲା ପାରଳାଖେମୁଣ୍ଡି…
ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ଜୟଦୀପ ଭଟ୍ଟନାଗର
ନୂଆଦିଲ୍ଲୀ: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଆଜି ଶ୍ରୀ ଜୟଦୀପ ଭଟ୍ଟନାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଭଟ୍ଟନାଗର ୧୯୮୬ ବ୍ୟାଚର ଜଣେ ଭାରତୀୟ ସୂଚନା ସେବା ଅଧିକାରୀ । ସେ ପୂର୍ବରୁ ଦୂରଦର୍ଶନ ସମାଚାର ବିଭାଗରେ କାର୍ଯ୍ୟ କରିଛନ୍ତି ଏବଂ…
ମୁଖ୍ୟମନ୍ତ୍ରୀ କରିବେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, କଲ୍ୟାଣ ବିଭାଗର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ । ସଂଧ୍ୟା ପାଂଚଟାରେ ସେ ଏହି ପ୍ରକଳ୍ପ ଗୁଡିକର ଲୋକାର୍ପଣ କରିବେ ବୋଲି ସୂଚନା ଓ ଲୋକ ସମ୍ପର୍କ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୨୮୬ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୨,୨୮୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୯୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୨୪,୫୨୭ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ଭାରତ ଟିକା କମ୍ପାନୀ ଉପରେ ସାଇବର ଆକ୍ରମଣ ପାଇଁ ଚୀନ୍ ର ଉଦ୍ୟମ
ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଭାରତଠାରୁ ପଛେଇଯିବା ପରେ ଚୀନ ଏବେ ଭାରତର ଟିକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କ ଉପରେ ସାଇବର ଆକ୍ରମଣ କରିବାକୁ ଉଦ୍ୟମ କରୁଛି । କିଛି ସପ୍ତାହ ତଳେ ଚୀନ୍ ହ୍ୟାକରମାନେ ଭାରତର ଦୁଇ ଟିକା ପ୍ରସ୍ତୁତିକାରୀ କମ୍ପାନି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଓ…
ଟିକା ପାଇଁ ଅଫ୍ ଲାଇନ୍ ରେ ପଂଜୀକରଣ କରିପାରିବେ ବୟସ୍କ
ଭୁବନେଶ୍ୱର: କୋଭିଡ୍ ଟୀକାକରଣ ପାଇଁ ଅଫଲାଇନ୍ ରେ ପଂଜୀକରଣ କରିପାରିବେ ବୟସ୍କ । ଏନେଇ ସବୁ ଜିଲ୍ଲାପାଳ ଓ ସିଡିଏମଓ ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଏଥିସହ ବରିଷ୍ଠ ନାଗରିକ ଯେପରି ଅସୁବିଧା ନ ଭୋଗିବେ…