Browsing Category

ରାଜ୍ୟ

ଭାରତ-ମରିସସ ମଧ୍ୟରେ ଅର୍ଥନୈତିକ ସହଯୋଗ ଓ ସହଭାଗିତା ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ ଓ ମରିସସ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ବ୍ୟାପକ ଅର୍ଥନୈତିକ ସହଯୋଗ ଓ ସହଭାଗିତା ଚୁକ୍ତି (ସିଇସିପିଏ) ଅନୁମୋଦନ ଲାଭ କରିଛି । ସିଇସିପିଏର ମୁଖ୍ୟାଂଶ ଭାରତ ଓ ମରିସସ ମଧ୍ୟରେ…

ସାଲେପୁର ହାଇସ୍କୁଲ ଜମିମାପ କରାଯିବାକୁ ତହସିଲଦାରଙ୍କ ପ୍ରତିଶ୍ରୁତି

ସାଲେପୁର:  ସର୍ବପୁରାତନ ସାଲେପୁର ହାଇସ୍କୁଲର ଚତ୍ରୁପାର୍ଶ୍ୱରେ ରହିଥିବା ଜମିକୁ ଜବରଦଖଲ କାରୀମାନେ ଦିର୍ଘଦିନ ହେବ ମାଡିବସିଥିବା ନେଇ ସ୍ଥାନିୟ ଜନସାଧାରଣ,ବୁଦ୍ଧିଯିବି ପୁରାତନ ଛାତ୍ର ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଜମିକୁ ଜବରଦଖଲ ମୁକ୍ତ କରିବା ସହ ଉକ୍ତ ମୂଲ୍ୟବାନ…

କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫ରେ ସଂଶୋଧନକୁ କ୍ୟାବିନେଟ୍ ରେ ଅନୁମୋଦନ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରସ୍ତାବକ୍ରମେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ (ଜୁଭେନାଇଲ ଜଷ୍ଟିସ୍ ଆକ୍ଟ), ୨୦୧୫ରେ ସଂଶୋଧନକୁ ମଞ୍ଜୁରି ମିଳିଛି । ଏହାଫଳରେ…

ଆଜି ପ୍ରଧାନମନ୍ତ୍ରୀ ଆସାମରେ ‘ମହାବାହୁ-ବ୍ରହ୍ମପୁତ୍ର’ର ଶୁଭାରମ୍ଭ କରିବେ ଏବଂ ଦୁଇଟି ସେତୁର ଆଧାରଶିଳା ରଖିବେ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ଆଜି  ଆସାମରେ ‘ମହାବାହୁ-ବ୍ରହ୍ମପୁତ୍ର’ର ଶୁଭାରମ୍ଭ କରିବେ, ଧୁବରୀ ଫୁଲବାଡ଼ି ସେତୁର ଆଧାରଶିଳା ରଖିବେ ଏବଂ ମଜୁଲି ସେତୁର ନିର୍ମାଣ ନିମନ୍ତେ ଅପରାହ୍ନ ୧୨ଟାରେ ଭୂମିପୂଜା କରିବେ । ଏହି ଅବସରରେ କେନ୍ଦ୍ର…

ବିଶ୍ୱ ଅର୍ଥନୀତିର ପୁନଃଉଦ୍ଧାର ପାଇଁ ତୈଳ ଉତ୍ପାଦନକୁ ସ୍ୱାଭାବିକ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ନୂଆଦିଲ୍ଲୀ/ଭୁବନେଶ୍ୱର:  ସାଉଦିଆରବର ଉର୍ଜା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଆୟୋଜିତ ୧୧ତମ ଆଇଏଫ-ଆଇଏ-ଓପେକ ଭର୍ଚୁଆଲ ଆଲୋଚନାଚକ୍ରରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇ ବିଶ୍ୱ ଅର୍ଥନୀତିକୁ ସ୍ୱାଭାବିକ ସ୍ଥିତିକୁ ଆଣିବା ପାଇଁ ଉତ୍ପାଦନ ହ୍ରାସକୁ ସ୍ୱାଭାବିକ କରିବାକୁ…

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ, ୨୨ରେ ବଜେଟ୍

- ୨ ଟି ପର୍ଯ୍ୟାୟରେ ୩୧ ଦିନ ବସିବ ଗୃହ  ଭୁବନେଶ୍ୱର:  ଅଜି ଠାରୁ ୧୬ତମ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିବେ ଏବଂ ଫେବୃଆରୀ ୨୨ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୧-୨୨  ଆର୍ଥିକ…

ବିଧାନସଭାରେ ଉଠିବ ସୀମା ବିବାଦ, ମାହାଙ୍ଗା ଡବଲ ମର୍ଡର, ଦରଦାମ୍ ବୃଦ୍ଧି, ବାଇ ଲ’ ପ୍ରସଙ୍ଗ

-ବିରୋଧୀଙ୍କ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଶାସକ ଦଳ ଭୁବନେଶ୍ୱର: ଆଜି  ଠାରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠାଇବାକୁ ସଜବାଜ ହୋଇଛନ୍ତି ବିରୋଧୀ ।  ସୀମା ବିବାଦ, ଆଇନଶୃଙ୍ଖଳା, ମାହାଙ୍ଗା ଡବଲ ମର୍ଡର,…

ବଜେଟ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡା କଡି

ଭୁବନେଶ୍ୱର:  ଗୁରୁବାର ଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ  ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରା ଯାଇଛି । ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଯୋଗାଇବାକୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପୂର୍ବ ଥର ବିଧାନସଭା…

ଟ୍ରାଫିକ୍ ନିୟମ ନମାନିଲେ ଘରକୁ ଯିବ ଲଭ୍ ଲେଟର

- ସିସିଟିଭି ଦେଖି କଟାଯାଉଛି ୩୫୦ ଚାଲାଣ  ଭୁବନେଶ୍ୱର: ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନେ ଭାବୁଛନ୍ତି କି ପୋଲିସ ସେମାନଙ୍କୁ ଦେଖିପାରୁ ନାହିଁ । ମାତ୍ର ସେମାନଙ୍କୁ ପ୍ରତି ଟ୍ରାଫିକ ପୋଷ୍ଟରେ ଲାଗିଥିବା କ୍ୟାମେରା ଜଗିଛ । ଏହାକୁ ଆଧାର କରି ଆଇନ ଉଲ୍ଲଂଘନକାରୀଙ୍କ…

ପାଇଖାନା ଦୁର୍ନୀତି ଅଭିଯୋଗ ଆଣିଲେ ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା

ବୈପାରୀଗୁଡା: କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ସାରୁକୁଣ୍ଡ ଗ୍ରାମରେ ପାଇଖାନା ଦୁର୍ନୀତି ନେଇ ଅଭିଯୋଗ ଆଣିଛନ୍ତି ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଵଚ୍ଚ ଭାରତ ମିଶନ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ପ୍ରତି ଘରକୁ…