Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୂ-ସ୍ଥାନିକ ତଥ୍ୟାବଳୀର ଉତ୍ପାଦନ ଓ ଅଧିଗ୍ରହଣ ସଂକ୍ରାନ୍ତ ନୀତି କୋହଳ ହେବା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭୂ-ସ୍ଥାନିକ ତଥ୍ୟାବଳୀ ବା ଜିଓସ୍ପେଶାଲ ଡାଟାର ଅଧିଗ୍ରହଣ ଓ ଉତ୍ପାଦନ ନୀତିକୁ କୋହଳ କରାଯିବା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏକ ବିରାଟ ପଦକ୍ଷେପ । ଏହି ସଂସ୍କାର ଫଳରେ ଦେଶର ଚାଷୀ, ଷ୍ଟାର୍ଟଅପ୍, ଘରୋଇ…
ଭୁବନେଶ୍ୱରରୁ ଲେଡି ଡନ୍ ଗିରଫ
ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଆଜାଦ ନଗରରୁ ଜଣେ ଲେଡି ଡନ୍ ଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ମହିଳା ଜଣକ ହେଲେ ଆସମା ବିବି । ସେ ଆଜାଦ ନଗରରେ କଙ୍ଗାରୁ କୋର୍ଟ ଚଳାଇଥିଲେ । ଛେଳି ଚୋରି ଅଭିଯୋଗରେ ୨ ବ୍ୟକ୍ତିଙ୍କୁ ମାରପିଟ୍ କରିଥିଲେ ଏବଂ ହାତ ବାନ୍ଧି ରାସ୍ତାରେ ଚଲାଇ…
୫ ଲୁଟେରା ଗିରଫ: ଅଫୁଟା ହାତବୋମା, ଭୂଜାଲି, ଲୁହାରଡ ଜବତ
ପୁରୀ: ପୁରୀ କୋଣାର୍କ ଜାତୀୟ ରାଜପଥରେ ପର୍ଯ୍ୟଟକମାନଙ୍କୁ ଭୟଭୀତ କରି ଗାଡି ଛଡାଇବା, ବଟି ମାଗିବା, ଚେନ୍ ଲୁଟ କରିବା ଆଦି ଘଟଣାରେ ତାଳବଣିଆ ଥାନା ପୁଲିସ ୨୧/୨୦୨୧ରେ ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ…
ଦ୍ୱିତୀୟ ଥର କୋଭିଡ୍ ଟୀକାଦାନ ଆରମ୍ଭ
ପୁରୀ: ପୁରୀ ଜ଼ିଲ୍ଲାରେ ଦ୍ୱିତୀୟ ଥର ପାଇଁ କୋଭିଡ୍ ଟୀକାକରଣ ଆରମ୍ଭ ହୋଇଛି । କୋଭିଡ୍ ଯୋଦ୍ଧା ମାନଙ୍କୁ ଏହି ଟୀକା ଦିଆଯାଉଛି । ସ୍ୱାସ୍ଥ୍ୟ କର୍ମଚାରୀ, ଡାକ୍ତର ମାନେ ଟୀକାଦାନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଟୀକା ନେବା ପରେ ପ୍ରତ୍ୟେକଙ୍କୁ ଏକ ଘଣ୍ଟା ଅବଜରଭେସନରେ ରଖାଯାଉଛି ।
ଟ୍ରକ୍ ଧକ୍କାରେ ବସ୍ ପଶିଲା ପୋଖରୀ ଭିତରେ
ଗଞ୍ଜାମ: ରବିବାର ରାତି ପ୍ରାୟ ୧୦ ଟା ସମୟରେ ଭଞ୍ଜନଗର ନିକଟ କୁଲାଡ଼ ଗ୍ରାମ ପେଟ୍ରୋଲ ପମ୍ପ ସାମ୍ନାରେ ବରାଳ ଦେବୀ ନାମକ ଘରୋଇ ବସ୍ ପଛ ପଟରୁ ଏକ ଟ୍ରକ୍ ଧକ୍କା ଦେବାରୁ ବସ୍ ଟି ନିକଟରେ ଥିବା ପୋଖରୀ ଭିତରକୁ ପଶିଯାଇଛି । ବ୍ରହ୍ମପୁରରୁ ଫେରିବା ପରେ ସେହି ସ୍ଥାନରେ ହେଲ୍ପର ବସ୍ ଟିକୁ…
ବାରିପଦାରେ ଓଡ଼ିଶା ବନ୍ଦକୁ ମିଳିଛି ଅଦ୍ଭୁତପୂର୍ବ ଜନ ସମର୍ଥନ : ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
ବାରିପଦା: ଆଜି ତୈଳ, ରନ୍ଧନ ଗ୍ୟାସ, ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ସାଙ୍ଗକୁ ଏହାକୁ ରୋକିବାରେ ସରକାର ବିଫଳ ହେବାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୬ ଘଂଟିଆ ବନ୍ଦ ଡ଼ାକରାକୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ସଫଳ ହୋଇଛି ।…
କୁଡ଼ୁଆ ମାଡରେ ସେବାୟତ ଆହତ
ପୁରୀ: ଶ୍ରୀମନ୍ଦିରର ଉତ୍ତର ଦ୍ବାରରେ କୁଡୁଆ ମାଡ ରକ୍ତ ଛିଟାପଡିଛି । ଦକ୍ଷିଣ ଦ୍ବାର ପରିବର୍ତ୍ତେ ଉତ୍ତର ଦ୍ବାର ପଟେ କୁଡୁଆ ନେଇଯାଉଥିବା ସେବକଙ୍କୁ ମନା କରିବାରେ ଯାତ୍ରୀ ସହାୟକ ସେବକ ଦାମୋଦର ଗୋଚ୍ଛିକାରଙ୍କ ମୁଣ୍ଡରେ କୁଡିଆ ଛେଚିଲେ ସେବକ ରାମକୃଷ୍ଣ ଖୁଣ୍ଟିଆ । ଆହତ ସେବକଙ୍କୁ…
ଆଜି ସଂନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ: ଆଜି ଅପରାହ୍ଣ ୫ଟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ନିଳାଦ୍ରି ଭକ୍ତ ନିବାସରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେବେ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ପ୍ରସ୍ତାବିତ ଉପନିୟମ ଉପରେ ନିନ୍ଦା ପ୍ରସ୍ତାବ…
ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି: ରାତି ୧୦ଟାରେ ଉଠିବ ମହାଦୀପ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀଜୀଉଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଟ୍ରଷ୍ଟବୋର୍ଡ ବୈଠକ ଶୁକ୍ରବାର ସନ୍ଧ୍ୟାରେ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡର ସଭାପତି ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ…
ପୁଲୱାମା ୪୦ ଶହୀଦଙ୍କ ନାମରେ ପ୍ରଜ୍ଜ୍ୱଳନ ହେଲା ଶହ ଶହ ଦୀପ
ବୁଗୁଡା- ଫେବୃୟାରୀ ୧୪ ତାରିଖରେ ପୁଲୱାମା ଘାଟିରେ ସହିଦ ହୋଇଥିଲେ ଆମ ଭାରତ ମାତାର ୪୦ ଜଣ ସି.ଆର.ପି.ଏଫ. ଯବାନ। ୨୦୧୯ ରେ ଘଟିଥିବା ଏହି ହମାଲାକୁ ପୁରିଲା ଦୁଇ ବର୍ଷ । ହେଲେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାରେ ଅବହେଳା କରିନାହାଁନ୍ତି ସୁରାଟରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ପରିବାର।…