Browsing Category

ରାଜ୍ୟ

ଶ୍ରୀଗୁଣ୍ଡିଚା ସମ୍ମାନରେ ସମ୍ମାନିତ କବି କରୁଣାକର

ମାଲକାନଗିରି:  ମାଲକାନଗିରି ଜିଲ୍ଲାରୁ ଶିକ୍ଷାଦାନ, ପରିବେଶ, ସାହିତ୍ୟ,ସେବା କ୍ଷେତ୍ରରେ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇ , ବୁଦ୍ଧିଜୀବି ମହଲରେ ପ୍ରଶଂସାର ପାତ୍ର ପାଲଟି ସଦା ସର୍ବଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା…

ବିବାହ ବନ୍ଧନରେ ବାନ୍ଧିହେଲେ ଆତ୍ମସମର୍ପଣ କରିଥିବା ୧୫ ଯୋଡି ମାଓବାଦୀ

ମାଲକାନଗିରି: ପ୍ରତିବର୍ଷ ଫେବୃଆରୀ ମାସ ୧୪ ତାରିଖକୁ ସାରା ବିଶ୍ୱ ପାଳୁଛି ଭାଲେଣ୍ଟାଇନ ଡେ । ଭଲ ପାଇବା ବା ପ୍ରେମର ଦିନକୁ ଭାଲେଣ୍ଟାଇନ ଦିନ ଭାବେ ବୁଝା ଯାଇଥାଏ ।  ଆଜିର ଦିନ ଦନ୍ତେୱାଡା ପୋଲିସ ପାଇଁ କିଛି ଅଲଗା ଥିଲା । ମାଓ ସଙ୍ଗଠନର ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ଆସିଥିବା…

ଏମ ଭି ୨୫ ଗ୍ରାମରେ ବନ ବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ବନଖଣ୍ଡ ଅଧିକାରୀ  ପ୍ରଦୀପ ଦେବୀଦାସ ମିରାଶେଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ବରେ ବନ କର୍ମଚାରୀମାନେ କୋରୁକୋଣ୍ଡା ସେକ୍ସନ ଅନ୍ତର୍ଗତ ତୁମୁଷା ପଲ୍ଲୀ ବିଟର ର ଏମଭି-୨୫ ଗ୍ରାମର ପ୍ରଶାନ୍ତ ମଣ୍ଡଳଙ୍କ…

ପିଚୁରେ ପଡି ଯାଇଥିବା ଗାଇ ସମ୍ପର୍କରେ ସୂଚନା ପାଇବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପହଂଚିଲେ

-ଗାଈର ଚିକିତ୍ସା ପାଇଁ ଦେଲେ ନିର୍ଦେଶ  ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ନୀଳଗିରି ଠାରେ ପିଚୁରେ ପଡି ଯାଇଥିବା ଗାଇ ସମ୍ପର୍କରେ ସୂଚନା ପାଇବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଘଟଣା ସ୍ଥଳରେ ପହଂଚି ଜିଲ୍ଲାପାଳ ସମେତ ପଶୁ ଚିକିତ୍ସା ଅଧିକାରୀଙ୍କୁ ଗାଈର ଚିକିତ୍ସା ପାଇଁ ନିର୍ଦେଶ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୧,୬୪୯ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୧୧,୬୪୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୯୦   ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୧,୦୯,୧୬,୫୮୯ ପହଂଚିଛି । ଆଜି   ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

ଯାତ୍ରୀବାହୀ ଟ୍ରେନ ପୂର୍ଣ୍ଣ ମାତ୍ରାରେ ଚଳାଚଳ କରିବା ନେଇ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ:  ଏପ୍ରିଲ ମାସରେ ନିର୍ଦ୍ଦିଷ୍ଟ ତାରିଖ ସହ ଦେଶରେ ଯାତ୍ରୀବାହୀ ଟ୍ରେନ୍ ପୂର୍ଣ ମାତ୍ରାରେ ଚଳାଚଳ କରିବାକୁ ନେଇ ଗଣମାଧ୍ୟମରେ ଅନେକ ଗୁଡ଼ିଏ ସମ୍ବାଦ ପ୍ରକାଶ ପାଇଛି । ଗତ କିଛି ଦିନ ମଧ୍ୟରେ ସରକାରଙ୍କ ପକ୍ଷରୁ ନିୟମିତ ଭାବେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇ ଚାଲିଛି । ପୁଣି…

ବିମାନ ଚଳାଚଳ ଆରମ୍ଭ ପରଠାରୁ ଯାତ୍ରା କଲେ ସର୍ବାଧିକ ଘରୋଇ ଯାତ୍ରୀ

ନୂଆଦିଲ୍ଲୀ: ଶୁକ୍ରବାର ଦିନ   ୨,୩୪୯ଟି ବିମାନରେ ମୋଟ ଘରୋଇ ଯାତ୍ରୀଙ୍କ ସଂଖ୍ୟା ୨,୯୭,୧୦୨କୁ ବୃଦ୍ଧି ପାଇଛି ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ (ସ୍ୱାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେ’ ୨୫, ୨୦୨୦ ପରଠାରୁ ଆରମ୍ଭ ହୋଇଥିବା ଘରୋଇ…

କରୋନାରେ ସମଗ୍ର ବିଶ୍ବରେ ୧୦ କୋଟି ୯୩ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୯୩ ଲକ୍ଷ ୮୦ ହଜାର ୨୩୯ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୨୪ ଲକ୍ଷ ୧୦ ହଜାର ୯୦୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା  ସଂକ୍ରମିତ  ୮ କୋଟି ୧୬ ଲକ୍ଷ ୧୨ ହଜାର ୩୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୩ ଲକ୍ଷ ୫୭ ହଜାର ୨୯୮ ଜଣ…

ସାଲେପୁର ରେ କଂଗ୍ରେସ ପକ୍ଷରୁ ବନ୍ଦ

ସାଲେପୁର: ଆଜି ସାଲେପୁର କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଛି ।ପେଟ୍ରୋଲ,ଡିଜେଲ ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ର ଅହେତୁକ ବୃଦ୍ଧି ଓ ମାହାଙ୍ଗା ଡବଲ ମର୍ଡରଘଟଣା ରେ ନିରପେକ୍ଷ ତଦନ୍ତ ଓ ଆଇନ ଶୃଙ୍ଖଳା ବିପଯ୍ୟସ୍ତ ପ୍ରତିବାଦ ରେ ସାଲେପୁର ରେ କଂଗ୍ରେସ ପକ୍ଷରୁ ମୁଖ୍ୟବଜାର ସମେତ…

କଂଗ୍ରେସର ଓଡ଼ିଶା ବନ୍ଦ

ଭୁବନେଶ୍ୱର:  ଆଜି ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ଦ୍ୱାରା  ଡାକରା ଦିଆ ଯାଇଥିବା ସାରା ରାଜ୍ୟରେ ବନ୍ଦ ଆରମ୍ଭ ହୋଇଛି ।  ଏହି ବନ୍ଦ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ରାଜ୍ୟରେ ହୁ ହୁ ବେକାରୀ ସଂଖ୍ୟା ବୃଦ୍ଧି,…