Browsing Category

ରାଜ୍ୟ

ବନ୍ଦ ଡାକରା ପାଇଁ ଦିନ ୧ଟା ଯାଏଁ ଘରୋଇ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି  ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ  କଂଗ୍ରେସର ବନ୍ଦ ଡାକରାକୁ ଦୃଷ୍ଟି ରଖି ରାଜ୍ୟବ୍ୟାପୀ ଅଜି ଦିନ ୧ଟା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରହିବ ।  ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ସଂଘ ପକ୍ଷରୁ କୁହା ଯାଇଛି ଯେ ସକାଳ…

ଅଫିଟି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୧୦ ବଖରା ଜଳିଗଲା

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅଫିଟି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ଜଳିପୋଡ଼ି ଛାରଖାର୍ ହୋଇଯାଇଛି । ତେବେ ନିଆଁ ଲାଗିବାର କାରଣ ଅଦ୍ୟାବଧି ସ୍ପଷ୍ଟ…

ଯୁବତୀଙ୍କୁ ବ୍ଲାକମେଲିଂ ଅଭିଯୋଗ : ଅଭିଯୁକ୍ତ ଆଇଟି ପ୍ରଫେସନାଲ ବାଙ୍ଗାଲୁରୁରୁ ଗିରଫ

ରାଉରକେଲା:  ରାଉରକେଲା ପ୍ଲାଂଟ ସାଇଡ୍ ଥାନା ଅଂଚଳର ଜଣେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଆଇଟି ପ୍ରଫେସନାଲଙ୍କୁ ବାଙ୍ଗାଲୁରୁରୁ ଗିରଫ କରିଛି ପୋଲିସ । ଏନେଇ ସମ୍ପୃକ୍ତ ଯୁବତୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା । ଯୁବକ ଜଣକ ଜଣେ ଆଇଟି…

ଶରଣକୂଳ ବଧୂହତ୍ୟା ଘଟଣାର ପର୍ଦ୍ଦାଫାଶ: ପତ୍ନୀକୁ ହତ୍ୟା କରିବା ପାଇଁ ସ୍ୱାମୀ ସୁପାରି ଦେଇଥିଲା – ଏସପି

ନୟାଗଡ଼:  ଗତ ୨୯ ରେ ଶରଣକୂଳ ବଧୂ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ପତ୍ନୀକୁ ହତ୍ୟା କରିବା ପାଇଁ ସ୍ୱାମୀ ସୁପାରି ଦେଇଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) । ୨ ଲକ୍ଷ ଟଙ୍କା ସୁପାରି ପାଇଁ ଚୁକ୍ତି ହୋଇଥିଲା ଏବଂ ଅଭିଯୁକ୍ତ ସ୍ୱାମୀ ଏନେଇ ୨୦ ହଜାର ଟଙ୍କା ଅଗ୍ରୀମ…

କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ : ୧୪ ଦିନରେ ୬ ହାତୀ ମଲେଣି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଥମିବାର ନାଁ ଧରୁନି । ଆଜି କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ଫଳରେ ଗତ ୧୪ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ହାତୀ ମୃତ୍ୟୁ ନେଇ କଳାହାଣ୍ଡି…

ଆସନ୍ତା କାଲି ଠାରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ସୋମବାର ଠାରୁ ବିଧାୟକ ମାନଙ୍କର କୋବିଡ ଟେଷ୍ଟ ହେବ । ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ କୋଭିଡ୍ ଟେଷ୍ଟ ହେବ । ବିଧାୟକମାନଙ୍କ ସହିତ ସେମାନଙ୍କର ସୁରକ୍ଷାକର୍ମୀ, ଡ୍ରାଇଭରମାନଙ୍କର ମଧ୍ୟ କୋଭିଡ୍ ପରୀକ୍ଷା କରାଯିବ…

ରିଙ୍କୁ ଶର୍ମା ହତ୍ୟା ମାମଲାରେ ହିନ୍ଦୁ ଜାଗରଣ ମଂଚର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ଠାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରୁଥିବା ରିଙ୍କୁ ଶର୍ମାଙ୍କୁ ଅତ୍ୟନ୍ତ ନୃଶଂସତାର ସହ ହତ୍ୟା କରା ଯିବା ମାମଲାରେ ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି । ହିନ୍ଦୁ ଜାଗରଣ ମଂଚର ଭୁବନେଶ୍ୱରର ସହ…

ରେଳ ଧାରଣାରେ ୫୦% ଅଘଟଣ ହ୍ରାସ କରିବାକୁ ପୂର୍ବତଟ ରେଳପଥର ଯୋଜନା

ଭୁବନେଶ୍ୱର: ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ରେଳ ଧାରଣାରେ ଅସ୍ୱାଭାବିକ ଘଟଣା ଯଥା ଅନୁପ୍ରବେଶ ଓ ଆପତି ଜନକ ମାନବ ଚଳାଚଳ ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ…

ଗଞ୍ଜାମ ଜିଲ୍ଲାର ୮ ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ଭୋଟର ଆନ୍ଧ୍ରରେ ଭୋଟଦେଲେ

ଗଞ୍ଜାମ:  ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ପଚାଂୟତ ନିର୍ବାଚନ ଇତିମଧ୍ୟରେ ଶେଷ ହୋଇଛି । ଆନ୍ଧ୍ର ସୀମାନ୍ତ ଓଡ଼ିଶାର ଗଞ୍ଜାମ ଜିଲ୍ଲାର  ୮ଟି ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ଭୋଟର ଆନ୍ଧ୍ରରେ ଭୋଟ ଦେଇଛନ୍ତି । ଏପରିକି ଓଡ଼ିଶାର ଲୋକ ମାନେ ଭୋଟ୍ ଦେଇଥିବା ଆନ୍ଧ୍ରପ୍ରଦେଶର ଜଣେ ସରପଚଂ ପ୍ରାର୍ଥୀ ମଧ୍ୟ…

ଶିଶୁକନ୍ୟା ପୀହୁ ନିଖୋଜ ଘଟଣା: ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଗଲା

-ସୂଚନା ଦେଲେ ୨୦ ହଜାର ଟଙ୍କାର ପୁରସ୍କାର ରାଶି -ଗାଁର ଦୁଇଟି ପୋଖରୀ ଶୁଖାଯାଉଛି ଯାଜପୁର: ୩ ବର୍ଷିୟା ଶିଶୁକନ୍ୟା ପୀହୁ ନିଖୋଜ ଘଟଣାରେ ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସହରର ବିଭିନ୍ନ ସ୍ଥାନରେ ଓ ଯାତ୍ରୀବାହୀ ଯାନରେ ପୋଲିସ ପକ୍ଷରୁ ପୋଷ୍ଟର ଲଗାଯାଇଛି ।…