Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାଞ୍ଚଟି ଦେଶର ରାଷ୍ଟ୍ରଦୂତ ଭିଡିଓ କନଫରେନ୍ସ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ପରିଚୟପତ୍ର
ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଏଲ ସାଲଭାଡୋର, ପାନାମା, ଟ୍ୟୁନିସିଆ, ବ୍ରିଟେନ ଏବଂ ଆର୍ଜେଣ୍ଟିନାର ରାଷ୍ଟ୍ରଦୂତ / ଉଚ୍ଚାୟୁକ୍ତଙ୍କ ପରିଚୟପତ୍ର ଗ୍ରହଣ କରିଛନ୍ତି । ଯେଉଁମାନେ ପରିଚୟପତ୍ର ଉପସ୍ଥାପନ କରିଥିଲେ ସେମାନେ ହେଲେ :
୧. ମହାମହିମ ଶ୍ରୀ…
ଆଜି ରାଷ୍ଟ୍ରପତି ଭବନର ବାର୍ଷିକ “ଉଦ୍ୟାନୋତ୍ସବ”ର ଶୁଭାରମ୍ଭ କରିବେ ରାଷ୍ଟ୍ରପତି
-ଫେବୃଆରୀ ୧୩ ରୁ ଜନସାଧାରଣଙ୍କ ପାଇଁ ଖୋଲାଯିବ ମୋଗଲ ଉଦ୍ୟାନ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନର “ଉଦ୍ୟାନୋତ୍ସବ”ର ଶୁଭାରମ୍ଭ କରିବେ ।
ଫେବୃଆରୀ ୧୩, ୨୦୨୧ରୁ ମାର୍ଚ୍ଚ ୨୧, ୨୦୨୧ ମଧ୍ୟରେ ସକାଳ ୧୦.୦୦ ଘଟିକାରୁ ସନ୍ଧ୍ୟା ୦୫.୦୦ ଘଟିକା ପର୍ଯ୍ୟନ୍ତ…
ପାଠକ ବାପାପୁଅ ଦିନିକିଆ ପୋଲିସ ରିମାଣ୍ଡରେ
ଗଞ୍ଜାମ: ବରିଷ୍ଠ ଆଇଏଫଏସ ଅଧିକାରୀ ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଦିନିକିଆ ରିମାଣ୍ଡରେ ନେବ ଗୋଳନ୍ଥରା ପୋଲିସ । ଅଭୟ ଗୋଟିଏ ଓ ଆକାଶ ଦୁଇଟି ମାମଲାରେ ରିମାଣ୍ଡରେ ଯିବେ । ଆସନ୍ତାକାଲି ଦିନକ ପାଇଁ ପୋଲିସକୁ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି ବ୍ରହ୍ମପୁର ଏସଡିଜେଏମ୍…
ମୁଖ୍ୟ ଚିକିତ୍ସାଳୟରେ ନିଶାଶକ୍ତ ପାଞ୍ଚ ଯୁବକଙ୍କ ଉନ୍ମତ କାଣ୍ଡ
ମାଲକାନଗିରି: ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଗତକାଲି ବିଳମ୍ବିତ ରାତ୍ରରେ ନିଶାଶକ୍ତ ଅବସ୍ଥାରେ ପାଞ୍ଚ ଜଣ ଯୁବକ ଆସି ବିନା ପେସକ୍ରିପସନରେ ଔଷଧ ମାଗିଥିଲେ । ଦାୟୀତ୍ୱରେ ଥିବା କର୍ମଚାରୀ ବିନା ଚିଠାରେ ଔଷଧ ଦେଇପାରିବି ନାହିଁ ମନା କରିବାରୁ ଯୁବକ ମାନେ ମେଡିକାଲ ପରିସରରେ ଭଙ୍ଗାରୁଜା…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୯୨୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୨,୯୨୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୦୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୭୧,୨୯୪ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ଦେଶଦ୍ରୋହ ଅପରାଧରେ ଗିରଫ ଇଶ୍ୱରଙ୍କୁ ଆଜୀବନ ଜେଲ୍
ବାଲେଶ୍ୱର: ଆଇଏସଆଇ ଲିଙ୍କ୍ ତଥା ଦେଶଦ୍ରୋହ ଅପରାଧରେ ଗିରଫ ଇଶ୍ୱର ଚନ୍ଦ୍ର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏଥି ସହିତ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି । ଜୋରିମାନା ଅନାଦେୟ…
୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ
ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଗ୍ରୀନ କ୍ଳିନ ଅଭିଯାନ ରେ ପୁଣି ୬୦ ଏକର ଜମିରେ ୭ କୋଟି ରୁ ଉର୍ଦ୍ଧ ଟଙ୍କା ର ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ, କିଛି ଦିନ ତଳେ ବୈପାରିଗୁଡା ଥାନା ମାଝୀଗୁଡା ଅଞ୍ଚଳ ରେ ଗଂଜେଇ ଗଛ କୁ ମୂଳ ଉପାଡିବା ସହ ନଷ୍ଟ କରିଥିଲେ, ପୁଣି ଆଜି ସହକାରୀ…
ନୂତନ ଏସଓପି ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଆରମ୍ଭ: ମଧ୍ୟାହ୍ନ ଭୋଗ ବାହାରିବା ପରେ ଆନନ୍ଦ ବଜାରରେ…
ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଗତକାଲି ଜାରୀ ହୋଇଥିବା ନୂତନ ସ୍ପେଶାଲ ଅପରେଟିଙ୍ଗ ପ୍ରୋସିଜ୍ୟୁର (ଏସଓପି) ଅନୁଯାୟୀ ଆଜି ସକାଳ ୬ଟା ଠାରୁ ଶ୍ରୀଜୀଉମାନଙ୍କ ଦର୍ଶନ ଆରମ୍ଭ ହୋଇଛି । ଭକ୍ତ ମାନେ ଜୋତା ଷ୍ଟାଣ୍ଡ ଠାରୁ ଧାଡିରେ ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିରକୁ ସିଂହଦ୍ୱାର…
ହାତୀକୁ ଗୁଳି କରି ହତ୍ୟା, ଦାନ୍ତ ଲୁଟିନେଲେ
ଢ଼େଙ୍କାନାଳ: ହାତୀକୁ ଗୁଳି କରି ହତ୍ୟା କରିବା ସହ ଏହାର ଦାନ୍ତ କାଟି ନେଇଛନ୍ତି ଦୁର୍ବୃତ । ଗତ ୯ ତାରିଖରେ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ୍ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆ ଠାରେ ଏହି ଘଟଣା ଘଟିଛି । ଏପରିକି ପାଟ୍ରୋଲିଂ କରୁଥିବା ସ୍କ୍ୱାଡ୍ ଉପରକୁ ମଧ୍ୟ ସେମାନେ ଫାଙ୍କା ଗୁଳିଚାଳନା…
ଚିତ୍ରକୋଣ୍ଡା ଏସ ଏସ ଡି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନିଲମ୍ବିତ
ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଏସ୍ଏସ୍ଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ସେଠୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଜିଲା ପ୍ରଶାସନର ତଦନ୍ତ ରିପୋର୍ଟକୁ ଭିତ୍ତିକରି ଓଡ଼ିଶା ଏସ୍ସି ଏସ୍ଟି ଉନ୍ନୟନ ବିଭାଗ ଚିଠି ନମ୍ବର…