Browsing Category

ରାଜ୍ୟ

ଅପହୃତା ଛାତ୍ରୀ ଉଦ୍ଧାର: ଅଭିଯୁକ୍ତ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ମାମଲାରେ ଅଭିଯୁକ୍ତକୁ ଦିଗପହଣ୍ଡି ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଲବ ରେଡ୍ଡୀ । ମୋବାଇଲ୍ ଟ୍ରାକ୍ ଲବ ବିଶାଖାପାଟଣାରେ ଥିବା ଜଣାପଡିଥିଲା । ପୋଲିସର ଏକ ଟିମ୍ ସେଠାରେ ପହଂଚି ଲବ…

୬ ମାସରେ ଜୟପୁରରୁ ଉଡ଼ିବ ବିମାନ: ଜମି ଅଧିଗ୍ରହଣ ଖୁବ ଶୀଘ୍ର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ପରିବହନ ସଚିବ ମଧୁସୂଦନ ପାଢ଼ୀଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀ ମାନେ ଆଜି ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ୬ ମାସ ପରେ ଜୟପୁର ବିମାନ ବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବ ଓ ସେ ନେଇ ଜମି ଅଧିଗ୍ରହଣ…

ଭୁବନେଶ୍ୱର ସତ୍‌ସଙ୍ଗ କେନ୍ଦ୍ର ସ୍ୱସ୍ତିବନର ‘ଭର୍ଚୁଆଲ ସତସଙ୍ଗ’ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

-ବସ୍ତୁବାଦୀ ଦୁନିଆରେ ସତ୍‌ସଙ୍ଗ ମାନବ ଜୀବନ  -ପାଇଁ ଭ୍ୟାକସିନ୍ ସଦୃଶ ହୋଇଛି - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ସମଗ୍ର ମାନବ ଜାତିକୁ କରୋନା ମହାମାରୀ ରୂପକ ସମସ୍ୟାକୁ ସମାଧାନ କରିବା ପାଇଁ ଯେପରି ଭାବରେ ଭ୍ୟାକସିନ ଉପଯୋଗୀ ହୋଇଛି ସେହିପରି…

୫ଟି ଜିଲ୍ଲାର ସମସ୍ତ ପୌରାଚଂଳର କାର୍ଯ୍ୟସମୀକ୍ଷା

-ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଉପରେ ଗୁରୁତ୍ୱ -ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ପ୍ର୍ରତିଯୋଗିତା ଲାଗି ଯୋଗ୍ୟହେବାକୁ ପରାମର୍ଶ ଭୁବନେଶ୍ୱର:  ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରାଜ୍ୟର ପୌରାଚଂଳଗୁଡିକରେ ହେଉଥିବା ବିକାଶ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଲାଗି ତଦାରଖ ଓ ସମୀକ୍ଷା ଉପରେ…

ଏକାମ୍ର କ୍ଷେତ୍ରରୁ ଜାତୀୟ କୀର୍ତିରାଜି ପ୍ରାଧିକରଣ ଅଧିନିୟମ ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସର…

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ରଂଜିତ ପାତ୍ରଙ୍କ ନେତୃତ୍ୱରେ ଏକାମ୍ର କ୍ଷେତ୍ରରୁ ଜାତୀୟ କିର୍ତୀରାଜି ପ୍ରାଧିକରଣ ଅଧିନିୟମ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ ଭବନରୁ ଏକ ବିଶାଳ ରାଲି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୯,୩୦୯ ନୂଆ ମାମଲା

ନୂଆଦିଲ୍ଲୀ:  ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୯,୩୦୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୮୭   ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୧,୦୮,୮୦,୬୦୩ ପହଂଚିଛି । ଆଜି   ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

କରୋନାରେ ବିଶ୍ୱବ୍ୟାପୀ ୧୦.୮୨ କୋଟି ଆକ୍ରାନ୍ତ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କରୋନାରେ  ଆଜି ପର୍ଯ୍ୟନ୍ତ ୧୦ କୋଟି ୮୨ ଲକ୍ଷ ୭୩ ହଜାର ୯୯୪ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିପରି  ଏଥିରେ ଲକ୍ଷ ୭୭ ହଜାର ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ  ୮ କୋଟି ୪୫ ଲକ୍ଷ ୭ ହଜାର ୬୧୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ…

ବିଶ୍ୱ ପୋଷଣୀୟ ବିକାଶ ସମ୍ମିଳନୀକୁ ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ପୋଷଣୀୟ ବିକାଶ ସମ୍ମିଳନୀ ୨୦୨୧ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଚଳିତ ବର୍ଷ ଏହି ସମ୍ମିଳନୀର ଶୀର୍ଷକ ରଖାଯାଇଛି: ‘ ଆମର ସମସ୍ତଙ୍କ ସମାନ ଭବିଷ୍ୟତର ପୁନଃ ସଂଜ୍ଞାନିରୂପଣ: ସମସ୍ତଙ୍କ ପାଇଁ ନିରାପଦ ଓ…

ପଞ୍ଚାୟତ ହାତକୁ ଗଲା ଶୌଚାଳୟ

ସାଲେପୁର: ସାଲେପୁର ପୁରୁଣା ବସଷ୍ଟାଣ୍ଡ ୧୯୯୭ ମସିହାରୁ ସୁଲଭ ଏଣ୍ଟରନ୍ୟାସନଲ ପକ୍ଷରୁ ଶୌଚାଳୟ ପ୍ରତିଷ୍ଠା କରାଯାଇଥିଲା । ଲକ୍ଷାଧିକ ଟଙ୍କା ବିଦ୍ଯୁତବିଲ ବକେୟା ଥିବାରୁ ଦୀର୍ଘଦିନଧରି ତାହା ବନ୍ଦ ରହିଥିଲା।ଫଳରେ ସ୍ଥାନୀୟ ଲୋକେ ତଥା ବାହାରୁ ଯାତାୟତ କରୁଥିବା ଯାତ୍ରୀ ମାନେ ବହୁ ଅସୁବିଧା ର…

ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନ ଯୋଗେ କଥା ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଫୋନ ଯୋଗେ କଥା ହୋଇଛନ୍ତି । ଭାରତରେ ପ୍ରସ୍ତୁତ କୋଭିଡ-19 ଟୀକା ପାଇଁ କାନାଡାର ଆବଶ୍ୟକତା ବିଷୟରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଛନ୍ତି ।…