Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉତ୍ତରପ୍ରଦେଶ ବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଉତ୍ତରପ୍ରଦେଶ ସ୍ଥାପନା ଦିବସରେ ସମସ୍ତ ରାଜ୍ୟ ବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ବଳିଦାନ, ଦୃଢତା,…
ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଅଂଶ ଗ୍ରହଣ କରିବାକୁ ଥିବା ଆଦିବାସୀ ଅତିଥି, ସମର ଶିକ୍ଷାର୍ଥୀ, ଏନ୍ଏସ୍ଏସ୍…
ନୂଆଦିଲ୍ଲୀ: ଆଗାମୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିବାକୁ ଥିବା ଆଦିବାସୀ ଅତିଥି, ସମର ଶିକ୍ଷାର୍ଥୀ ବାହିନୀ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ ମେଢ କଳାକାରମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମତ ବିନିମୟ କରିଛନ୍ତି । ଏହି ଅବସରରେ…
ଲୋକପ୍ରିୟତାର ଶୀର୍ଷରେ ପୁଣି ନବୀନ
ଭୁବନେଶ୍ୱର: ଲୋକପ୍ରିୟତାର ଶୀର୍ଷରେ ପୁଣି ନବୀନ । ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ନେସନ୍ ସର୍ଭେରେ ସେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ନିଜ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ନବୀନଙ୍କୁ ମିଳିଛି…
ସାନିଟାଇଜ୍ ହେଲା ଶ୍ରୀମନ୍ଦିର: ଦର୍ଶନ ବନ୍ଦ
ପୁରୀ: ଶ୍ରୀମନ୍ଦିର ଭିତର ଓ ବାହାର ଆଜି ସାନିଟାଇଜ୍ କରାଯାଇଛି । ଏଥିଯୋଗୁଁ ସାଧାରଣ ଦର୍ଶନ ଆଜି ଦିନକ ପାଇଁ ବନ୍ଦ ରହିଛି । ତେବେ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ଯଥାବିଧି ଜାରୀ ରହିଛି । ଗତ ୨୧ ତାରିଖ ଠାରୁ ବିନା କୋଭିଡ଼୍ ରିପୋର୍ଟ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି…
ଚଳିତ ଗଣତନ୍ତ୍ର ଦିବସ ପ୍ୟାରେଡରେ ୧୪ଟି କଂଟିଜେଂଟ ଭାଗ ନେବେ
-ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିବା ଲାଗି ଅନୁରୋଧ କଲେ ପୁଲିସ୍ ମହାନିର୍ଦ୍ଦେଶକ
ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପରେଡରେ ୪ଟି ଗ୍ରୁପ ବ୍ୟାଣ୍ଡ ସହ ଅଗ୍ନିଶମ, ଓଡିଆରଏଫ୍, ଓଆଇଏସ୍, ଏସଏସବି, ଏସଓଜି, ଆରପିଏଫ୍, ସିଆରପିଏଫ୍, ଓଏସଏଫ୍, ଆଇଆରବି ଓ ଓଏସଏପି ଆଦି ୧୦ଟି…
ନିମ୍ନ ମାନର ଶୌଚାଳୟ ନିର୍ମାଣକୁ ଅଭିଯୋଗ
କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକରେ ସରକାରଙ୍କ ସ୍ଵଚ୍ଛ ଭାରତ ଅଭିଯାଆନରେ ଲୋକମାନେ ବାହାରେ ମଳ ତ୍ୟାଗ ନକରି ଶୌଚାଳୟ ନିର୍ମାଣ କରି ମଳ ତ୍ୟାଗ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିଲେ ମଧ୍ୟ କଲ୍ୟାଣ ସିଂହପୁର ବ୍ଳକ ଶିକରପାଇ ପଞ୍ଚାୟତର ବେତକଳାଙ୍ଗ…
ନିର୍ମାଣ ଶ୍ରମିକଙ୍କୁ ନକଲି ପରିଚୟ ପତ୍ର ଦେଇ ଠକେଇ ମାମଲା : ବିଭିନ୍ନ ଥାନାରେ ୬ ଅଟକ, ପୋଲିସର ତଦନ୍ତ ଜାରୀ
ଗଞ୍ଜାମ: ନିର୍ମାଣ ଶ୍ରମିକଙ୍କୁ ନକଲି ପରିଚୟ ପତ୍ର ଦେଇ ଠକେଇ ଘଟଣାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶ୍ରମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୁରୁଷୋତମପୁର, କବିସୂର୍ଯ୍ୟନଗର ଓ ଛତ୍ରପୁର ଥାନାରେ ମୋଟ୍ ତିନୋଟି ମାମଲା ରୁଜ୍ଜୁ ହୋଇଛି । ଏହି କ୍ରମରେ ଶ୍ରମ କାର୍ଯ୍ୟାଳୟ ଓ…
ଝିଆରୀର ତଂଟି କାଟି ହତ୍ୟା ଉଦ୍ୟମ, ଦାଦା ଥାନାରେ ଅଟକ
ଗଞ୍ଜାମ: ଝିଆରୀର ତଂଟି କାଟି ହତ୍ୟା ଉଦ୍ୟମ କରିଛି ଦାଦା । ଘଟଣାରେ ଗୁରୁତର ଝିଆରୀଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବୁଗୁଡ଼ା ଡ଼ାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବଣପଲ୍ଲୀ…
ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରାଯିବ: ଜଗନ୍ନାଥ ବଲ୍ଲଭ ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ…
ପୁରୀ: ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଜଗନ୍ନାଥ ବଲ୍ଲଭ ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଗିଥିବା ବ୍ୟାରିକେଡ୍ ଆସନ୍ତା କାଲିଠୁ ହଟିବ । ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) କନୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି । ବିଶେଷ କରି ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୪,୮୪୯ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୪,୮୪୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୫୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୫୪,୫୩୩ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…