Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ସହଜ
ପୁରୀ: ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଜଗନ୍ନାଥ ବଲ୍ଲଭ ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଗିଥିବା ବ୍ୟାରିକେଡ୍ ଆଜିଠୁ ହଟାଇ ଦିଆଯାଇଛି । ଫଳରେ ଶ୍ରଦ୍ଧାଳୁ ମାନେ ନିିର୍ବିଘ୍ନରେ ସାନିଟାଇଜ୍ ହେବା ସହ ଧାଡିରେ ଯାଇ ଶ୍ରୀ ଜୀଉମାନଙ୍କୁ ଦର୍ଶନ କରୁଛନ୍ତି…
ମିଲରଙ୍କ ମନମୁଖୀ କାରବାର ଧାନ ବିକ୍ରି କରିପାରୁନାହାଁନ୍ତି କାଶୀନଗର ଚାଷୀ, ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ବ୍ଲକର ଚାଷୀମାନେ ମିଲରମାନଙ୍କ ମନମୁଖୀ କାରବାର ଯୋଗୁଁ ଧାନ ବିକ୍ରି ନ କରିପାରି ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ କାଶୀନଗର ବିଡିଓ ସୀମାଞ୍ଚଳ ମହାନ୍ତିଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର…
ଗଜପତିରେ ପୁଣି ୫ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଗଲା
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ପୁଣି ଗତକାଲି ବେଆଇନ ଭାବେ ଚାଷ କରାଯାଇଥିବା ୫ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ…
ସେଞ୍ଚୁରି ମାରିବ ପେଟ୍ରୋଲ! କରୋନା ପରେ ମହଙ୍ଗା ଚିନ୍ତାରେ ଖାଉଟି
ଗଙ୍ଗାନଗର: ଦେଶରେ ପେଟ୍ରୋଲ ମୂଲ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଶନିବାର ତୈଳ କମ୍ପାନୀମାନେ ଚଳିତମାସର ଅଷ୍ଟମ ଦରବୃଦ୍ଧି ଘୋଷଣା କରିଥିବା ବେଳେ ପ୍ରତିଲିଟର ପେଟ୍ରୋଲ ମୂଲ୍ୟରେ ୨୫ ପଇସା ବୃଦ୍ଧି ହୋଇଛି । ସେହିପରି ଡିଜେଲ ଲିଟର ପିଛା ୨୬ ପଇସା ବଢିଛି । ଫଳରେ ରାଜସ୍ଥାନ ଗଙ୍ଗାନଗରରେ…
୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ଚଳିବନି ? ସରକାର ଦେଲେ ଏମିତି ସୂଚନା
ନୂଆଦିଲ୍ଳୀ : ଦେଶରେ ଚଳିବନି ୧୦୦, ୧୦ ଓ ୫ ଟଙ୍କିଆ ନୋଟ । ଏମିତି ଖବର ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି । ବିଭିନ୍ନ ଖବର କାଗଜରେ ଏନେଇ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ଏନେଇ ସୂଚନା ଦିଆଯାଇଛି ।…
ଦିନକ ପରେ ସାଧାରଣତନ୍ତ୍ର ଦିବସ, କୋଭିଡ୍ ଗାଇଡ୍ଲାଇନ୍ରେ ସମାରୋହ: ଦର୍ଶକଙ୍କୁ ମନା
ଭୁବନେଶ୍ୱର: ଦିନକ ପରେ ସାଧାରଣତନ୍ତ୍ର ଦିବସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜି ଗାନ୍ଧିମାର୍ଗରେ ଫୁଲଡ୍ରେସ୍ ରିହରସାଲ୍ ହୋଇଛି । ପୋଲିସ ଡିଜି ଅଭୟ ରିହରସାଲ୍ର ତଦାରଖ କରିଛନ୍ତି । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ଉତ୍ସବ ପାଳନ କରାଯିବ । ଆଜି ସକାଳ ୮.୩୦ରେ ଫୁଲଡ୍ରେସ୍…
ଟିକାକରଣରେ ଓଡ଼ିଶା ଅଗ୍ରଣୀ
ଭୁବନେଶ୍ୱର: ଦେଶରେ କୋଭିଡ୍ ଟିକାକରଣରେ ଓଡ଼ିଶା ଆଗୁଆ । ଏଯାବତ୍ ରାଜ୍ୟରେ ୧.୫ ଲକ୍ଷ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯାଇଛି । ପ୍ରତି ୧୦ ଲକ୍ଷ ଲୋକରେ ରାଜ୍ୟରେ କୋଭିଡ୍ ଟିକା ନେଇଛନ୍ତି ୩୪୫୨.୮୧ ଜଣ । ଟିକାକରଣ ଲାଗି ସୀମିତ ସମୟ ମଧ୍ୟରେ ସରକାର ନିର୍ଦ୍ଧାରିତ ବ୍ୟବସ୍ଥା କରିଥିଲେ ।…
ଦିଲ୍ଲୀରେ ଗଡ଼ିବ ଟ୍ରାକ୍ଟର-ଟ୍ୟାଙ୍କ
ଟ୍ରାକ୍ଟର ର୍ୟାଲିକୁ ଦିଲ୍ଲୀ ପୋଲିସର ଅନୁମତି
ବିଶୃଙ୍ଖଳା ସୃଷ୍ଟି କରିାରେ ପାକିସ୍ତାନ !
ମୁମ୍ବାଇ ଅଭିମୁଖେ ହଜାର ହଜାର ଚାଷୀ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ସମାନ୍ତରାଳ ଭାବେ ଚାଲିବ ଟ୍ରାକ୍ଟର ଓ ଟ୍ୟାଙ୍କ୍ । ରାଜପଥରେ ସେନା ପରେଡ୍ ପ୍ରଦର୍ଶନ କରିବା ବେଳେ ରିଂ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୩,୨୦୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୩,୨୦୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୩୧ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୬୭,୭୩୬ ପହଂଚିଛି ।ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
କରୋନାରେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ନିକଟତର ହେଲା
ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ୯ କୋଟି ୯୭ ଲକ୍ଷ ୩୫ ହଜାର ୨୮୭ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୧ ଲକ୍ଷ ୩୭ ହଜାର ୯୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୭ କୋଟି ୧୭ ଲକ୍ଷ ୧୮ ହଜାର ୫୮୮ ଜଣ ସୁସ୍ଥ ହୋଇଥିବା ବେଳେ ୭ କୋଟି ୧୭ ଲକ୍ଷ ୧୮ ହଜାର ୭୮୫ ଜଣ…