କରୋନାରେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ନିକଟତର ହେଲା

150

ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ୯ କୋଟି ୯୭ ଲକ୍ଷ ୩୫ ହଜାର ୨୮୭ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୧ ଲକ୍ଷ ୩୭ ହଜାର ୯୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୭ କୋଟି ୧୭ ଲକ୍ଷ ୧୮ ହଜାର ୫୮୮ ଜଣ ସୁସ୍ଥ ହୋଇଥିବା ବେଳେ ୭ କୋଟି ୧୭ ଲକ୍ଷ ୧୮ ହଜାର ୭୮୫ ଜଣ ଲୋକ ସକ୍ରିୟ ଅଛନ୍ତି ।

Leave A Reply

Your email address will not be published.