Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାଧାରଣତନ୍ତ୍ର ଦିବସ ଅବସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର: ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଓଡିଶାବାସୀ ଭାଇ ଓ ଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଓଡିଶାର ସର୍ବାଙ୍ଗୀନ ଉନ୍ନତି ଏବଂ ସବୁ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଆପଣମାଙ୍କର ସହଯୋଗ କାମନା କରୁଛି ।
ଆସନ୍ତୁ, ଏକ ସଶକ୍ତ , ସମୃଦ୍ଧ ଓ…
ଅବହେଳିତ ଅବସ୍ଥାରେ ଏମଭି ୭୯ ଅଞ୍ଚଳ, ଜଳ ଯୋଗାଣ ବ୍ୟବସ୍ଥା ଦିଗହରା : ମରାମତି ହେଉନି ରାସ୍ତା
ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ଏମ୍ ଭି ୭୯ ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦିଗହରା ହୋଇପଡିଥିବା ବେଳେ ରବିବାର ସାପ୍ତାହିକ ହାଟ ର ଅବସ୍ଥା ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡିଛି ।ମାଲକାନଗିରି -ମୋଟୁ ୩୨୬ ନଂ ଜାତୀୟ ରାଜପଥ କଡରେ ଥିବା ଏହି ଗ୍ରାମର ଡି…
ଶରଧାବାଲି ପ୍ରତି ବ୍ରହ୍ମପୁର ବିଏମସିର ଅଣଦେଖା, ଜନ ଅସନ୍ତୋଷ ବଢୁଛି
ବ୍ରହ୍ମପୁର: ବ୍ରହ୍ମପୁର ବିଏମସିର ଶରଧାବାଲିରେ ବସତି ପ୍ରାୟ ୨୪ ବର୍ଷ ତଳୁ ସ୍ଥାପିତ ହୋଇଥିଲେ ମଧ୍ୟ ଏହାକୁ ବି ଏମସି ପକ୍ଷରୁ ଅଣଦେଖା ଓ ଅବହେଳା ପ୍ରଦର୍ଶନର କରାଯାଇଥିବା ଅଭିଯୋଗ ହେଉଛି । ଏହି ଅଂଚଳରେ ରାସ୍ତା ଘାଟ ଅବସ୍ଥା ସମ୍ପ୍ରତି ଶୋଚନୀୟ ହୋଇପଡିଛି । ବିଏମସି କର୍ତୃପକ୍ଷଙ୍କ…
ଅର୍ଥ ସାଜିଛି ବାଧକ
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ପଞ୍ଚାୟତ ବନ୍ଦୀକାର ଗ୍ରାମର ଢ଼ିୟୁ ମିଣ୍ୟ।କାଙ୍କ ଝିଅ କେତନୀ ମିଣ୍ୟ।କା ବୟସ ୧୫ ବର୍ଷ ଅଜଣା ରୋଗରେ ପୀଡିତ ହୋଇଛନ୍ତି । କେତନୀ ମିଣ୍ୟ।କା ମିନାପାଇ ବାଳିକା ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି । କୋଭିଡ -୧୯…
ସିକିମରେ ଭାରତ-ଚୀନ ଯବାନ ମୁହାଁମୁହିଁ
ନୂଆଦିଲ୍ଲୀ: ଏପଟେ ବୈଠକ ସେପଟେ ପୁଣି ମୁହାଁମୁହିଁ । ସିକିମର ନାକୁଲାରେ ଭାରତ-ଚୀନ ଯବାନ ମୁହାଁମୁହିଁ ହୋଇଛନ୍ତି। ଚୀନ ଯବାନ ଅନୁପ୍ରବେଶ ବେଳେ ଉତ୍ତର ସିକିମର ନାକୁଲାରେ ଉତ୍ତେଜନା ପ୍ରକାଶ ପାଇଛି । ମୁହାଁମୁହିଁ ବେଳେ ଚୀନର ୨୦ ସୈନିକ ଆହତ ହୋଇଥିବା ବେଳେଳ, ଭାରତର ୪ ଜଣ ଯବାନ ଆହତ…
ଗାନ୍ଧୀ ଗ୍ରାମରେ ଗୋଷ୍ଠୀ ଗୃହ ଉଦଘାଟିତ
ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ଗୌଡ଼ିଆବୋରଦା ଗ୍ରାମ ପଞ୍ଚାୟତର ଗାନ୍ଧୀ ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇ ଥିବା ଗୋଷ୍ଠୀ ଗୃହ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଜାନୁଆରୀ ୨୫ ତାରିଖ ଦିନ ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ…
ରାଜ୍ୟରେ ଗୋଟିଏ ଦିନରେ ୧୩୦ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୪୩୦
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୪୩୦ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୩୧୧୪୪ ରୋଗୀ ସୁସ୍ଥ ହୋଇ…
୧୦ ଫେବ୍ରୁଆରି ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦେବା ଲକ୍ଷ୍ୟ : ପରିବାର କଲ୍ୟାଣ ନିର୍ଦେଶକ
ଭୁବନେଶ୍ୱର: ରାଜ୍ୟ ସରକାର ଆଗାମୀ ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦେବା ଲାଗି ଲକ୍ଷ୍ୟ ରଖିଛନ୍ତି । ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଏ ସମ୍ପର୍କରେ ସୂଚନା ଦେଇ ସେ…
ଚଳିତ ଯୁକ୍ତ ୨ ପ୍ରଶ୍ନପତ୍ରରେ ହାରାହାରି ୫୦ ପ୍ରତିଶତ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ
ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଢାଂଚା ବଦଳିବ । ଚଳିତ ବର୍ଷ ଯୁକ୍ତ ୨ ପ୍ରଶ୍ନପତ୍ରରେ ହାରାହାରି ୫୦ ପ୍ରତିଶତ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ନୂଆ ସିଲାବସ୍ ଅଧୀନରେ ଆସୁଥିବା ରେଗୁଲାର…