Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାମ ନିଧି ଅଭିଯାନ ରେ ୩୮,୧୪୭ ସଂଗ୍ରହ
କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଶିକାରପାଈ ଠାରେ ରାମ ନିଧି ସଂଗ୍ରହ ଅଭିଯାନ ୨୫ ତାରିଖରୁ ଆରମ୍ଭ ହୋଇଯାଇଛି । ଜିଲ୍ଲାର ଏଗାର ବ୍ଲକ ତିନୋଟି ନଗରରେ ରାମନିଧି ସଂଗ୍ରହ ଶୁଭାରମ୍ଭ ହୋଇଯାଇଛି । ସେହିଭଳି କଲ୍ୟାଣସିଙ୍ଘପୁର ବ୍ଲକ ଶିକରପାଈ ପଞ୍ଚାୟତ ରେ ସ୍ଥାନୀୟ ନିଧି…
ଦିଲ୍ଲୀ ହିଂସା : ଗଣତନ୍ତ୍ରରେ ଅରାଜକତାର କୌଣସି ସ୍ଥାନ ନାହିଁ – ଆରଏସଏସ
ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ହିଂସା ଓ ଉପଦ୍ରବ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଆରଏସଏସ କହିଛି । ଋାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର କାର୍ଯ୍ୟବାହ ସୁରେଶ (ଭୈୟାଜୀ) ଜୋଶୀ କହିଛନ୍ତି ଯେ ଗଣତନ୍ତ୍ର ଦିବସର ପବିତ୍ର ଦିନରେ ଦିଲ୍ଲୀରେ ଯେଉଁ ହିଂସା ଓ ଉପଦ୍ରବ ହେଲା ତାହା ଅତ୍ୟନ୍ତ …
ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁଙ୍କସହ ପ୍ରଧାନମନ୍ତ୍ରୀଙ୍କ ଆଳାପ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁମାନଙ୍କ ସହ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଳାପ ଆଳୋଚନା କରିଛନ୍ତି । ଏହି ଆଲୋଚନାରେ ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତିଯୁବିନ୍ ଇରାନୀ ମଧ୍ୟ ଅଂଶଗ୍ରହଣ କରିଥିଲେ ।…
ପୋଲସରା ରେ ଜାତୀୟ ମତଦାନ ଦିବସ ପାଳିତ
ପୋଲସରା: ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଜାନୁଆରୀ ୨୫ ତାରିଖ ଦିନ ଜାତୀୟ ମତଦାନ ଦିବସ ପାଳନ ହୋଇଯାଇଛି । କଲେଜର ଇଂରାଜୀ ବିଭାଗର ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ ମତଦାନର ମହତ୍ତ୍ଵ ସମ୍ପର୍କରେ ଉପସ୍ଥିତ ସମସ୍ତ ଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଅଧ୍ୟାପିକା…
ବିହନ ବିଶୋଧନ ପ୍ରଦର୍ଶନୀରେ କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ
ବୁଗୁଡା: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ୨୦୨୦-୨୧ ଯୋଜନା ପ୍ରକାରେ ବୁଗୁଡା ବ୍ଲକର ବେତାରସିଂ ଓ ଡେଙ୍ଗାବାଡି ଗ୍ରାମରେ ବିହନ ବିଶୋଧନ ପ୍ରଣାଳୀ ପ୍ରଦର୍ଶିତ ହୋଇଯାଇଛି । ବେତାରସିଂ ଠାରେ ଅନୁଷ୍ଠିତ ବିହନ ବିଶୋଧନ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ କୃଷି ବିଭାଗର…
ସାଧାରଣତନ୍ତ୍ର ଦିବସରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ପତାକା ଉତୋଳନ କଲେ ରାଜ୍ୟପାଳ
ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟପାଳ ଗଣେଶୀ ଲାଲ୍ ପତାକା ଉତୋଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।
ଚଳିତ ବର୍ଷ କୋଭିଡ କଟକଣା ଭିତରେ ଏହି ଆୟୋଜନ କରା ଯାଇଥିଲା ।…
ପଦ୍ମ ସମ୍ମାନ ପାଇଥିବା ବ୍ୟକ୍ତିତ୍ୱଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପଦ୍ମ ସମ୍ମାନ ପାଇଁ ନାମ ଘୋଷଣା କରାଯାଇଥିବା ସୁଦର୍ଶନ ସାହୁ, ଶାନ୍ତି ଦେବୀ , ପୂର୍ଣମାସୀ ଜାନୀ , ରଜତ କୁମାର କର, ଡ କୃଷ୍ଣ ମୋହନ ପାଠୀ ତଥା ନନ୍ଦ ପୃଷ୍ଟିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟନ ଟ୍ୱିଟ କରି ଏମାନଙ୍କୁ ଅଭିନନ୍ଦନ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୯,୧୦୨ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୯,୧୦୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୭୬,୮୩୮ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରତିଭାସମ୍ପନ୍ନ ଓଡିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ
-ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିଭାକୁ ସର୍ବୋଚ୍ଚ ସମ୍ମାନ ଦେଇଛନ୍ତି
-ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୨୬ ଜାନୁଆରୀ – ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର…
ପଦ୍ମ ପୁରସ୍କାର ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କୁ ପ୍ରଶଂସା କରିଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ପଦ୍ମ ପୁରସ୍କାର ପାଇଁ ମନୋନୀତ ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ଆମେ ଗର୍ବିତ । ରାଷ୍ଟ୍ର ଏବଂ ମାନବ ଜାତି ପ୍ରତି…