ପଦ୍ମ ପୁରସ୍କାର ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

132

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କୁ ପ୍ରଶଂସା କରିଛନ୍ତି 

ଏକ ଟ୍ଵିଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ପଦ୍ମ ପୁରସ୍କାର ପାଇଁ ମନୋନୀତ ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ଆମେ ଗର୍ବିତ । ରାଷ୍ଟ୍ର ଏବଂ ମାନବ ଜାତି ପ୍ରତି ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ ଭାରତ ଖୁସି ବ୍ୟକ୍ତ କରୁଛି । ବିଭିନ୍ନ କ୍ଷେତ୍ରର ଏହି ବ୍ୟକ୍ତିବିଶେଷ ଅନ୍ୟମାନଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିଛନ୍ତି” 

Leave A Reply

Your email address will not be published.