ସାଧାରଣତନ୍ତ୍ର ଦିବସ ଅବସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

147

ଭୁବନେଶ୍ୱର: ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଓଡିଶାବାସୀ ଭାଇ ଓ ଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଓଡିଶାର ସର୍ବାଙ୍ଗୀନ ଉନ୍ନତି ଏବଂ ସବୁ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଆପଣମାଙ୍କର ସହଯୋଗ କାମନା କରୁଛି  ।

ଆସନ୍ତୁ, ଏକ ସଶକ୍ତ , ସମୃଦ୍ଧ ଓ ସ୍ୱାଭିମାନ ଓଡ଼ିଶା ଗଠନ ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ରହି କାମ କରିଚାଲିବା । ଦେଶର ସମୃଦ୍ଧିରେ ନିଜର ଯୋଗଦାନ ଦେଇ ଭାରତକୁ ଆହୁରି ଶକ୍ତିଶାଳୀ କରିବା ।

Leave A Reply

Your email address will not be published.