ପଦ୍ମ ସମ୍ମାନ ପାଇଥିବା ବ୍ୟକ୍ତିତ୍ୱଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

160
ଭୁବନେଶ୍ୱର:  ପଦ୍ମ ସମ୍ମାନ ପାଇଁ ନାମ ଘୋଷଣା କରାଯାଇଥିବା ସୁଦର୍ଶନ ସାହୁ, ଶାନ୍ତି ଦେବୀ , ପୂର୍ଣମାସୀ ଜାନୀ , ରଜତ କୁମାର କର, ଡ କୃଷ୍ଣ ମୋହନ ପାଠୀ ତଥା ନନ୍ଦ ପୃଷ୍ଟିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟନ ଟ୍ୱିଟ କରି ଏମାନଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଭବିଷ୍ୟତରେ ସଫଳତା କାମନା କରିଛନ୍ତି ।
Leave A Reply

Your email address will not be published.