Browsing Category

ରାଜ୍ୟ

ଘରେ ପଶି ଡ଼କାୟତି, ଖଣ୍ଡାରେ ଆକ୍ରମଣ : ନଗଦ ୯ ଲକ୍ଷ ୫୦ ହଜାର ଓ ୧୫ ଭରି ସୁନା ଅଳଙ୍କାର ଲୁଟିନେଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ କେ.ଗାଁ ଥାନା ଅନ୍ତର୍ଗତ ବୋର୍ଡ଼ା ଠାରେ ରହୁଥିବା ରାଜେଶ କୁମାର ଜୈନଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଡ଼କାୟତି ହୋଇଛି । ଡ଼କାୟତ ମାନେ ଘର ପଛ ପଟ ଦେଇ ଘର ଭିତରକୁ ପଶିଥିଲେ । ତାଙ୍କ ପୁଅ ଅନିଲ କୁମାର ଜୈନ, ପତ୍ନୀ ଓ ଅନିଲର ମାମୁଁ…

ଗଞ୍ଜାମ ଜିଲ୍ଲାରେ ନୂଆ ୫ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୮୩୬ କୁ ବୃଦ୍ଧି

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଆଜି ନୂଆ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତର ଆକ୍ରାନ୍ତଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି । ସେହିପରି ସାମାନ୍ୟ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଜିଲ୍ଲାରେ…

କଟକରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିଥିବାରୁ ୭୪ ଜଣଙ୍କ ଠାରୁ ଜୋରିମାନା

ଭୁବନେଶ୍ୱର: କମିଶନରେଟ ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ କଟକରେ ୭୪ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି । ସେହିପରି ସାମାଜିକ ଦୂରତ୍ୱ ନିୟମ ପାଳନ କରି ନ ଥିବା ଅଭିଯୋଗରେ ୨୯୨ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ମୋଟର ଯାନ ଆଇନ୍ ଓ ଓଡିଶା ସହରାଂଚଳ…

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ନେଇ ବୈଠକ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ୯୬ ଘଂଟା ପୂର୍ବର କୋଭିଡ଼୍ ନେଗେଟିଭ୍ ରିପୋର୍ଟ ଆଣିବା ଅପରିହାର୍ଯ୍ୟ ନେଇ ପ୍ରଶାସନିକ କଟକଣା ଓ ଦର୍ଶନ ବ୍ୟବସ୍ଥା ନେଇ ଭକ୍ତଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏ ସମ୍ପର୍କରେ ଆଲୋଚନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ଶ୍ରୀମନ୍ଦିର…

କାଶୀନଗରରେ ଅଗ୍ନିକାଣ୍ଡ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ମହକୁମା ୩ନଂ ୱାର୍ଡରେ ଗତକାଲି ଅପରାହ୍ନରେ କୌଣସି କାରଣରୁ ନିଆଁ ଲାଗି ୩ଟି ପରିବାରର ୯ ବଖରା ଘର ପୋଡି ଯାଇଥିବା ସୂଚନା ମିଳିଛି । ଏଥିରେ ୩ ପରିବାରର ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡି ଲକ୍ଷାଧିକ ଟଙ୍କା ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ…

ଆଜି ରବିବାର କିନ୍ତୁ ସ୍କୁଲରେ ଚାଲିଛି ପାଠପଢା

ଭୁବନେଶ୍ୱର: ରବିବାର ବାଜିଲା ସ୍କୁଲ ଘଣ୍ଟି । ଛୁଟି ଦିନରେ ମଧ୍ୟ ସ୍ୱାଭାବିକ ଚାଲିଲା ସ୍କୁଲ। କ୍ଳାସରୁମରେ ପାଠ ପଢିଲେ ଛାତ୍ରଛାତ୍ରୀ। ରାଜଧାନୀ ଭୁବନେଶ୍ବରରେ ସରକାରୀ ଏବଂ ଘରୋଇ ସ୍କୁଲରେ ପାଠପଢା ହୋଇଛି। ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ମଧ୍ୟରେ ପାଠପଢା ଚାଲିଛି। ସ୍କୁଲରେ ଠିକ ଭାବରେ…

ନିମାପଡ଼ାକୁ ସବ୍ଡ଼ିଭିଜନ୍ ଘୋଷଣା ଦାବି ଜୋର ଧରିଲା

ନିମାପଡ଼ା: ନିମାପଡ଼ା ଭଳି ଏକ ଜନଗହଳି ଅଂଚଳ ଏବଂ ଶାନ୍ତିପ୍ରିୟ ଅଞ୍ଚଳର ନେତାମାନେ ନିମାପଡ଼ାକୁ ସବ୍ଡ଼ିଭିଜନ୍ ଘୋଷଣା କରାଇବାରେ ବିଫଳ ହୋଇଛନ୍ତି । ନିମାପଡ଼ାକୁ ଉପଖଣ୍ଡ ଘୋଷଣା ପାଇଁ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ଉଦ୍ୟମ ଥିଲା କିନ୍ତୁ ସ୍ଥାନୀୟ ନେତୃବର୍ଗଙ୍କ ଯୋଗୁ…

କୋହଳ ହୋଇପାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଟକଣା

ପୁରୀ: କୋହଳ ହୋଇପାରେ ଶ୍ରୀଜଗନ୍ନାଥ ଦର୍ଶନ କଟକଣା । ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ·ଲିଛି ବି·ରବିମର୍ଶ । ଶ୍ରୀଜୀଉଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯିବ ନାଁ ପ୍ରତ୍ୟାହାର କରାଯିବ ସେଥିନେଇ ଆଲୋଚନା ଚାଲିଥିବା ଜଣେ ବରିଷ୍ଠ…

କାନଫୁଲ ପାଇଁ କାଟି ଦେଇଥିଲା କାନ: ତୁଳସୀ ଦେଈ ହତ୍ୟା ଅଭିଯୁକ୍ତର ଚାଞ୍ଚଲ୍ୟକର ବୟାନ

ଭୁବନେଶ୍ୱର: ୭ ମାସ ପରେ ସାମ୍ନାକୁ ଆସିଲା ସତ । ଲୁଟ୍ କରି ଲଭରକୁ ଦେଉଥିଲା ଗିଫ୍ଟ । ପୋଲିସ ପାରିଲାନି, ହେଲେ ସତ ଓଗାରିଲା ଅଭିଯୁକ୍ତ । କହୁ କହୁ ସାଥି ଅନ୍ତେବାସୀକୁ କହିଦେଲା ଗୁମର । ଜେଲର ·ରିକାନ୍ଥ ଭିତରେ ନିଜ କଳା କାରନାମାର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ତୁଳସୀ ଦେଈ ହତ୍ୟାକାଣ୍ଡର…

ସମୁଦ୍ରରେ ଖସିଲା ବିମାନ: ୬୫ ମୃତ ଆଶଙ୍କା

ଜାକାର୍ତ୍ତା: ଇଣ୍ଡୋନେସିଆରେ ଶନିବାର ନିଖୋଜ ହୋଇଯାଇଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାକାର୍ତ୍ତା ନିକଟବର୍ତ୍ତୀ ସମୁଦ୍ର ଭିତରେ ବିମାନଟି ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିମାନରେ ୫୯ଯାତ୍ରୀ ଓ ୬ କର୍ମ·ରୀ ରହିଥିଲେ । ଦୁର୍ଘଟଣା ଫଳରେ ସମସ୍ତ ୬୫ଜଣ ପ୍ରାଣ…