Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜଗାଦର୍ଶନ ପାଇଁ ନିୟମ କୋହଳ: ୨୧ରୁ ଦରକାର ହେବନି କୋଭିଡ ରିପୋର୍ଟ
-ଦୈନିକ ୩୦ ହଜାର ଶ୍ରଦ୍ଧାଳୁଙ୍କୁ ଅନୁମତି
-ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ
-ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା
-ଶ୍ରୀମନ୍ଦିରରେ ଅବଢ଼ା ଖାଇବା ମନା
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ କରାଯାଇଛି । ଏହି ନିୟମ…
୨୦୨୦ ବର୍ଷରେ ଦୈବୀଦୁର୍ଘଟଣାରେ ୧୯୪ ଜଣଙ୍କ ଜୀବନ ଯାଇଛି : ବର୍ଷ ବର୍ଷ ଧରି ସହାୟତା ରାଶି ପାଇବାରୁ ବଂଚିତ ମୃତକଙ୍କ…
ଗଞ୍ଜାମ: ୨୦୨୦ ବର୍ଷରେ ଗଞ୍ଜାମ ଜିଲ୍ଲାରେ ଦୈବୀଦୁର୍ଘଟଣାରେ ୧୯୪ ଜଣଙ୍କ ଜୀବନ ଯାଇଛି । ସେଥିମଧ୍ୟରୁ ଜଳାଶୟ ଓ ପୋଖରୀରେ ବୁଡ଼ି ସର୍ବାଧିକ ୧୦୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ସାପ କାମୁଡ଼ାରେ ୫୬, ବଜ୍ରପାତରେ ୧୭, ଅଗ୍ନିକାଣ୍ଡରେ ୮ ଓ ଅଶୁଂଘାତରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ତେବେ ଦୈବୀ…
ନିଖୋଜ ନାବାଳିକା ଡେଲାଙ୍ଗରୁ ଉଦ୍ଧାର
ପିପିଲି: ବଳଙ୍ଗା ଅଂଚଳରୁ ନିଖୋଜ ନାବାଳିକାକୁ ଡେଲାଙ୍ଗ ଅଂଚଳରୁ ପୁଲିସ ଉଦ୍ଧାର କରିଛି । ପିପିଲି ଅଂଚଳର ଜଣେ ୧୧ବର୍ଷିୟା ନାବାଳିକାକୁ ଦୁର୍ବୁର୍ତ ଅପହରଣ କରି ନେଇଥିଲେ । କଲିକତାରେ ବିକ୍ରୀ କରି ଦେଇଥାନ୍ତେ । ପୁଲିସର ତୁରନ୍ତ ପଦକ୍ଷପ ଯୋଗୁ ନାବାଳିକା ଜଣଙ୍କ ଉଦ୍ଧାର ହୋଇଛନ୍ତି । ଅପହରଣର…
କାହା ସ୍ୱାର୍ଥ ପାଇଁ ୫୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତର ବିରିଗୁଡ଼ା ଗ୍ରାମରେ ୧୫୦ରୁ ଉର୍ଦ୍ଧ ଘର ଲୋକେ ରହିଥିବା ବେଳେ ପରିବାର ସଂଖ୍ୟା 500 ରୁ ଉର୍ଦ୍ଧ୍ବ ବସବାସ କରୁଛନ୍ତି । ପାଣି ପାଇଁ ବହୁ ଅସୁବିଧା ସମ୍ମୁଖୀନ ହେଉଥିବାର ଗ୍ରାମବାସୀ ନାୟକ ସରପଞ୍ଚ କୁଷ୍ଠ…
ସ୍ୱାଭିମାନ ଅଞ୍ଚଳରୁ ଲ୍ୟାଣ୍ଡମାଇନ ଓ ମାଓ ସାମଗ୍ରୀ ଉଦ୍ଧାର
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମିଳିିଛି ବଡ଼ ଧରଣର ସଫଳତା । ଚିତ୍ରକୋଣ୍ଡା ବ୍ଲକ ଗୋରାସେତୁ ନିକଟସ୍ଥ ହାଣ୍ଡିଖାଲ ଜଙ୍ଗଲରୁ ୫ କେଜି ଓଜନର ଲ୍ୟାଣ୍ଡମାଇନ ଜବତ କରିଛନ୍ତି ବିଏସ୍ଏଫ୍ ଯବାନ ମାନେ । ଏଥିସହ ମାଓବାଦୀଙ୍କ ପୋଷାକ,…
ସମ୍ପତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ
- ୬୪ କୋଟି ଟଙ୍କାର ଅଧିକାରୀ , ରହିଛି ୭ ଟି ବ୍ୟାଙ୍କ ଆକାଉଂଟ
- ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ରହିଛି ଜମି ଓ କୋଠା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନିଜ ସମ୍ପତିର ତାଲିକା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର…
ଜୟପୁର ସଦର ଥାନାକୁ ବଡ ସଫଳତା
ଜୟପୁର: କୋରାପୁଟ ଜ଼ିଲ୍ଲାରେ ଦିନକୁ ଦିନ ଗଂଜେଇ ଚୋରା ଚାଲାଣ ବଢ଼ି ଚାଲିଛି । ଗଂଜେଇ ମାଫିଆ ଅଭିନବ ଉପାୟରେ ପଡୋଶୀ ରାଜ୍ୟକୁ ଗଂଜେଇ ଚାଲାଣ କରୁଥିବାର ଦେଖିବା ପାଇଁ ମିଳୁଛି । ଜୟପୁର ସଦର ପୁଲିସ ଦ୍ୱାରା ବିଭିନ୍ନ ଜାଗାରେ ଚଢ଼ାଉ ଜାରିରହିଛି । ଜୟପୁର ସଦର ପୁଲିସ ଦ୍ୱାରା ୧୦୨ କିଲୋଗ୍ରାମ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୮,୬୪୫ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧୮,୬୪୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୦୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୫୦,୨୮୪ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠିତ
ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏଥିପାଇଁ ଏକ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୧ ଜାନୁଆରୀ ୨୩ ରୁ ଆରମ୍ଭ ହେବାକୁ ଯାଉଥିବା ଏକ…
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୋଭିଡ-୧୯ର ସ୍ଥିତି ଓ ଟୀକାକରଣ ପ୍ରସ୍ତୁତି ସମୀକ୍ଷା
ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଆଦି ପର୍ବ ପରେ ଜାନୁଆରୀ ୧୬ ରୁ ଆରମ୍ଭ ହେବ ଟୀକାକରଣ
ଆକଳନ ଅନୁଯାୟୀ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମୀଙ୍କୁ ଟୀକାଦାନରେ ଦିଆଯିବ ପ୍ରାଥମିକତା
ଏହାପରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୫୦ ବର୍ଷରୁ କମ୍ ଏକାଧିକ ରୋଗରେ…