ଜୟପୁର: କୋରାପୁଟ ଜ଼ିଲ୍ଲାରେ ଦିନକୁ ଦିନ ଗଂଜେଇ ଚୋରା ଚାଲାଣ ବଢ଼ି ଚାଲିଛି । ଗଂଜେଇ ମାଫିଆ ଅଭିନବ ଉପାୟରେ ପଡୋଶୀ ରାଜ୍ୟକୁ ଗଂଜେଇ ଚାଲାଣ କରୁଥିବାର ଦେଖିବା ପାଇଁ ମିଳୁଛି । ଜୟପୁର ସଦର ପୁଲିସ ଦ୍ୱାରା ବିଭିନ୍ନ ଜାଗାରେ ଚଢ଼ାଉ ଜାରିରହିଛି । ଜୟପୁର ସଦର ପୁଲିସ ଦ୍ୱାରା ୧୦୨ କିଲୋଗ୍ରାମ ଗଂଜେଇ ଜବତ କରାଯିବା ସହିତ ୧.୪୫ ଲକ୍ଷ ନଗଦ ଟଙ୍କା, ୭ ଟି ମୋବାଇଲେ, ଗୋଟେ ବୋଲର ଗାଡି ସହିତ ୯ ଜଣଙ୍କୁ ଆରେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.