Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଛାତ ଗଳି ୪ ଜଣଙ୍କ ମୃତ୍ୟୁ, ୨ ଆହତ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ଖ୍ୟାଲା ବିଷ୍ଣୁ ଗାର୍ଡେନ ଅଞ୍ଚଳରେ ଏକ ଘର ଛାତ ହଠାତ ପଡିଗଲା। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି | ଭଙ୍ଗ ଛାତ ତଳେ ଚାପିହୋଇ ୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୪ଜଣଙ୍କ ଜୀବନ…
ଗୃହମନ୍ତ୍ରୀ ଅମିତ ଶାହା ଆଜିଠାରୁ ବଙ୍ଗଳା ଗସ୍ତ ଆରମ୍ଭ କରିଛନ୍ତି, ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଦେଇପାରନ୍ତି
କୋଲକାତା: ଆଜିଠାରୁ ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ବଙ୍ଗଳା ଗସ୍ତରେ ଅଛନ୍ତି। ସେ ଶୁକ୍ରବାର ବିଳମ୍ବିତ ରାତିରେ ବଙ୍ଗଳା ଗସ୍ତ କରିଥିଲେ। ଆଜି ସେ ବଙ୍ଗଳାର ମମତା ବାନାର୍ଜୀଙ୍କୁ ଏକ ବଡ ଝଟକା ଦେଇପାରନ୍ତି। ଅମିତ ଶାହାଙ୍କ ଉପସ୍ଥିତିରେ ବଳିଷ୍ଠ ନେତା ସୁଭେନ୍ଦୁ ଅଦିକାରୀଙ୍କ ସମେତ ୧୦…
ମାଇକ୍ରୋ ଫାଇନାନ୍ସ କମ୍ପାନିର ମହା ଘୋଟାଲା!
ଭଞ୍ଜନଗର: ଶହ ଶହ କୋଟି ଟଙ୍କାର ଠକେଇ କମ୍ପାନି ମାଇକ୍ରୋ ଫାଇନାନ୍ସ କମ୍ପାନିର ମାଲିକ ଦୁର୍ଗା ମିଶ୍ରଙ୍କ ଘରକୁ ଲମ୍ବିଚାଲିଛି ବିଭିନ୍ନ ରାଜ୍ୟର ପୋଲିସ ଲମ୍ବା ଲାଇନ । କେତେବେଳେ ସିବିଆଇ ଅଫିସର ତ କେତେବେଳ ମହାରାଷ୍ଟ୍ର ପୋଲିସ ଓ କେତେବେଳ ଝାରଖଣ୍ଡ ଓ ଛତିଶଗଡ଼ ପୋଲିସ ପହଂଚି ତଦନ୍ତ…
ଆଉ ମାତ୍ର ୪ ଦିନ ପରେ ଭକ୍ତ ସହ ଭଗବାନଙ୍କ ହେବ ମହାମିଳନ
ପୁରୀ: ଆଉ ମାତ୍ର 4ଦିନ ପରେ ଭକ୍ତ ସହ ଭଗବାନଙ୍କ ହେବ ମହାମିଳନ।୨୩ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ କେବଳ ପୁରୀ ସହରବାସୀ। ପୌରପାଳିକା ପକ୍ଷରୁ ୱାର୍ଡ ୱାରୀ ଟୋକନ୍ ବ୍ୟବସ୍ଥା ହେବ। ଶୃଙ୍ଖଳିତ ଭାବେ କୋଭିଡ୍ ୧୯ କଟକଣାକୁ ପାଳନ କରି ସହରବାସୀ କରିବେ ଦର୍ଶନ। ପ୍ରଶାସନ ପକ୍ଷରୁ…
ବେଆଇନ ସମ୍ପତ୍ତି ଠୁଳ ଅଧିକାରୀ ଓ କର୍ମଚାରୀ ମହଲରେ କୋକୁଆ ଭୟ
୪କୋଟି ସମ୍ପତ୍ତି ଠୁଳ ଶିକ୍ଷକଙ୍କୁ ଜବତ ପରେ ଗଜପତିରେ କାହାର ପାଳି?
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଗତକିଛି ମାସ ହେଲା ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ବାରମ୍ବାର ଚଢାଉ ଜାରି ରହିଛି । ଏଥିରେ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠୁଳ କରିଥିବା ସରକାରୀ ଅଧିକାରୀ ଓ କର୍ମଚାରୀ…
ଯୁବ ଶକ୍ତି ରାଷ୍ଟ୍ରର ସବୁଠୁ ବଡ ସମ୍ପତ୍ତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକାରିଣୀରେ ଦଳର ନେତା-କର୍ମୀ ସବୁ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଞ୍ଚଳିକ ଦଳ ଭାବେ ବିଜେଡି…
ଟ୍ରକ-ବୋଲେରୋ ମୁହଁମୁହଁ ଧକ୍କା, ସ୍ୱାମୀ, ସ୍ତ୍ରୀ ମୃତ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ବିଲେନଜୋର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି । କୋମନା ଥାନା ତରବୋଡ ଗାଁ ଗଜିନ୍ଦ୍ର ଦଣ୍ଡସେନାଙ୍କ ଝିଅକୁ ବଲାଙ୍ଗୀର ଜିଲ୍ଲା ବୋଙ୍ଗୋମୁଣ୍ଡାରେ…
ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଦକ୍ଷ ନେତୃତ୍ୱ: ଉତ୍ତରପ୍ରଦେଶ ପଛୁଆ ରାଜ୍ୟର ଦାଗ ଲିଭାଇଛି
ଲଖନଉ: ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ସର୍ବୋତ୍ତମ ରାଜ୍ୟ ହେବାକୁ ଯାଉଛି। ଉତ୍ତରପ୍ରଦେଶ ଏକ ପଛୁଆ ରାଜ୍ୟର କଳଙ୍କ ପୋଛିଦେଇଛି। କରୋନା ଭାଇରସ ସଂକ୍ରମଣର ପ୍ରସାର ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗରେ ରହି ରାଜ୍ୟବାସୀଙ୍କୁ ବିଶ୍ୱ ମହାମାରୀରୁ ରକ୍ଷା କରିବା ସହିତ…
ଟିଏମସି ପାଇଁ ଆଉ ଏକ ଝଟକା, ସୁଭେନ୍ଦୁ ଏବଂ ଜିତେନ୍ଦ୍ରଙ୍କ ପରେ ବିଧାୟକ ଶିଳଭଦ୍ର ମଧ୍ୟ ଦଳ ଛାଡ଼ିବେ
କୋଲକାତା: ବେଙ୍ଗଲରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଶାସନାଧୀନ ତୃଣମୂଳ କଂଗ୍ରେସ ପାଇଁ ମୁଣ୍ଡବିନ୍ଧା ଥମିବାର ନାଁ ନେଉନାହିଁ । ଦଳ ଗୋଟିଏ ପରେ ଗୋଟିଏ ଯନ୍ତ୍ରଣା ଭୋଗୁଛି ଏବଂ ଶକ୍ତିଶାଳୀ ନେତା ମମତା ବାନାର୍ଜୀଙ୍କ ସମର୍ଥନ ଛାଡିଛନ୍ତି। ସବୁଠାରୁ ବଡ ଝଟକା…
ଧର୍ମଶାଳାରୁ ଅପହୃତ ଯୁବତୀଙ୍କ କଟକରୁ ମିଳିଲା ପତା, ଅପହରଣକାରୀ ଅଟକ
ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରୁ ଅପହୃତ ଯୁବତୀଙ୍କ ମିଳିଲା ପତା । ଅପହୃତା ଯୁବତୀଙ୍କୁ କଟକରୁ ଉଦ୍ଧାର କରାଯାଇ ଧର୍ମଶାଳା ନିଆଯାଇଛି । ସେହିପରି ମୁଖ୍ୟ ଅଭିଯୁକ୍ତ ସେକ୍ ଅବଦୁଲ ସେହମତ ଖାଁକୁ ପୋଲିସ ଗିରଫ କରିଛି । ଆଜି ପୋଲିସ ପକ୍ଷରୁ ଯୁବତୀଙ୍କ ବୟାନ ରେକର୍ଡ଼ ଏବଂ…