Browsing Category

ରାଜ୍ୟ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ କରୋନା

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ଼ା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ଖୋଦ୍ ନାଡ଼ା ସୂଚନା ଦେଇଛନ୍ତି । ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଥିଲା । ଯାହା ପରେ ସେ ନିଜର କୋଭିଡ୍ ଟେଷ୍ଟ କରାଇଥିଲେ, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଛି । ଏ ନେଇ ନାଡ଼ା ଟୁଇଟ୍…

୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ନେଇ ଛତିଶା ନିଯୋଗର ସୁପାରିଶକୁ ସବୁ ସ୍ତରରେ ସ୍ବାଗତ କରାଯାଇଛି। ଖୁବ ଶୀଘ୍ର ସରକାର କୋଭିଡ଼ କଟକଣା ମଧ୍ୟରେ ମନ୍ଦିର ଖୋଲିବା ନିଷ୍ପତ୍ତି ନେବାକୁ ମତପ୍ରକାଶ ପାଇଛି। ତେବେ ୬୫ ବର୍ଷରୁ ଉର୍ଦ୍ଧ ବୟସର ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ ଥିବା…

କୁନି ଝିଅ ସ୍ୱାତୀ ଅପହରଣକୁ ନେଇ ତନାଘନା

ନୟାଗଡ : ନୟାଗଡ଼ର କୁନି ଝିଅ ସ୍ୱାତୀ ଅପହରଣକୁ ନେଇ ତନାଘନା । ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ବଧିପାଟଣା ଗାଁରେ ଏବେ ମାଳ ମାଳ ପୋଲିସ ଗାଡି । ଘଟଣା ସ୍ଥଳରେ ନିଜେ ନୟାଗଡ଼ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରୀ ପରେ ସ୍ୱାତୀ ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି ।…

ଏ ବର୍ଷ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ : ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଏ ବର୍ଷ ହେବ ନାହିଁ । ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜିଲ୍ଲାପାଳଙ୍କ ସହିତ ଧନୁଯାତ୍ରା କମିଟିର ସଦସ୍ୟମାନେ ଆଲୋଚନା କରିବା…

ଘରୋଇ ସ୍କୁଲର ଅଭିଭାବକଙ୍କ, ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ସ୍କୁଲର ଅଭିଭାବକଙ୍କ ଧାରଣା। ଘଣ୍ଟ ହୁଳହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିବା ଅଭିଭାବକ । ଘରୋଇ ସ୍କୁଲରେ ଫି’ ବିବାଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ହସ୍ତକ୍ଷେପ କରିବା ପାଇଁ…

ଜୟପୁର-ଦିଲ୍ଲୀ ରାଜପଥ ଜାମ ହେବ, କୃଷକମାନେ ରାଜସ୍ଥାନ-ହରିୟାଣା ସୀମାରେ ଏକାଠି ହେଲେ

ନୂଆଦିଲ୍ଲୀ: କେନ୍ଦ୍ରର ନୂତନ କୃଷି ନିୟମ ବିରୋଧରେ କୃଷକଙ୍କ ବିରୋଧ ଜାରି ରହିଛି। ଗତ ୧୭ ଦିନ ଧରି ଦିଲ୍ଲୀ ସୀମାରେ କ୍ୟାମ୍ପ କରୁଥିବା କୃଷକମାନେ ସେମାନଙ୍କ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ବିଷୟରେ ଆଲୋଚନା କରିଛନ୍ତି। ଆଜି ଦିଲ୍ଲୀ-ଜୟପୁର ରାଜପଥ ବନ୍ଦ କରିବାକୁ ଚାଷୀମାନେ କହିଛନ୍ତି।…

ରିପବ୍ଲିକ୍ ଟିଭିର କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ ଖାନଚନ୍ଦାନୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି

ମୁମ୍ବାଇ: ଟିଆରପି ରେଟିଂ ସ୍କାମ ମାମଲାରେ ରିପବ୍ଲିକ ଟିଭି ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କରାଯାଇଛି। ରବିବାର ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଏପର୍ଯ୍ୟନ୍ତ ଏହି ମାମଲାରେ ୧୩ ଜଣଙ୍କୁ ଗିରଫ କରାଯାଇଛି। ଉଲ୍ଲେଖନୀୟ କଥା ହେଉଛି, ଗତ ମାସରେ ରେଟିଂ ଏଜେନ୍ସି ବ୍ରଡକାଷ୍ଟ…

୨୪ ଘଣ୍ଟା ମଧ୍ୟରେ ୩୦,୨୫୪ ନୂଆ ସଂକ୍ରମଣ ଏବଂ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୯୮.୫୭ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୨୫୪ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୮.୫୭ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୮,୫୭,୦୨୯…

ଗୃହମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେବାକୁ ପ୍ରସ୍ତୁତ ଥିବା ଆମ୍ ଆଦମୀ ପାର୍ଟିର ବିଧାୟକ ରାଘବ ଚଢ଼ା ଏବଂ ରିତୁ ରାଜ…

ନୂଆଦିଲ୍ଲୀ: ଏଲ.ଜି ଅନୀଲ ବୈଜଲ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘରେ ଷ୍ଟେଜ କରିବା ପୂର୍ବରୁ ପୋଲିସ ଆମ୍ ଆଦମୀ ପାର୍ଟିର ବିଧାୟକ ରାଘବ ଚଢ଼ା ଏବଂ ରିତୁ ରାଜଙ୍କୁ ସେମାନଙ୍କ ଘରୁ ଅଟକ ରଖିଛି। ରାଘବ ଚଢ଼ାଙ୍କ ଘର ବାହାରେ ପୋଲିସ ଥିବାବେଳେ ରିତୁ ରାଜକୁ ପୋଲିସ ଷ୍ଟେସନକୁ ନିଆଯାଇଛି।…

ପ୍ରଧାନମନ୍ତ୍ରୀ ମୋଦୀ ସହିଦମାନଙ୍କୁ ମନେ ପକାଇ କହିଛନ୍ତି – ଦେଶ ସର୍ବଦା କୃତଜ୍ଞ ରହିବ

ନୂଆଦିଲ୍ଲୀ: ୧୯ ବର୍ଷ ପୂର୍ବେ ଏହି ଦିନ ସଂସଦ ଉପରେ ଆକ୍ରମଣ କରି ଆତଙ୍କବାଦୀମାନେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲେ। ବନ୍ଧୁକଧାରୀମାନେ ସଂସଦ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରି ଆଖିବୁଜା ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଶହୀଦ ହୋଇଥିବା ବୀର ଶହୀଦ ଯବାନମାନଙ୍କୁ ସ୍ମରଣ କରି…