Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆମ ମାନସିକ ଚେତନାରେ ଶ୍ରୀମନ୍ଦିରର ବାଇଶି ପାହାଚ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ଶ୍ରୀମନ୍ଦିରର ବାଇଶି ପାହାଚରେ ଭରି ରହିଛି ଅନେକ ଦିବ୍ୟମହତ୍ୱ ଯାହା ଆମ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଭାବ ନଟେଇରେ ତେଲ ଲୁଣର ଟଣାଟଣି ଅଭାବୀ ସଂସାରକୁ ନେଇ ଯେତେବେଳେ ଜଣେ ହା ହୁତାଶ ହୋଇପଡ଼େ ସେ ଖୋଜିଥାଏ ମହାପ୍ରଭୁଙ୍କ କରୁଣା ବାରିଟିକିଏ ଆଉ…
କର୍ଣ୍ଣ-ନାସା-ଗଳା ଅସ୍ତ୍ରୋପଚାର ଓ ଦ୍ରୁତ ଆରୋଗ୍ୟ ପାଇଁ କିମସରେ ଲାଗିଲା ଅତ୍ୟାଧୁନିକ ମେସିନ
ଭୁବନେଶ୍ୱର, : କର୍ଣ୍ଣ- ନାସା-ଗଳା ଓ କର୍କଟ ରୋଗର ଉନ୍ନତ ଅସ୍ତ୍ରୋପଚାର ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ)ରେ ଏକ ଅତ୍ୟାଧୁନିକ ସିଓଟୁ (ସିଓ୨) ମେସିନ୍ ଉଦ୍ଘାଟିତ ହୋଇଯାଇଛି । କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ମେସିନ୍କୁ…
ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ୨୦ଟି କୋଚ୍ ସହିତ ଚଳାଚଳ କରିବ
ଭୁବନେଶ୍ୱର, : ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ମଇ ମାସ ୧୬ ତାରିଖ ଠାରୁ ୨୨୮୯୫/୨୨୮୯୬ ପୁରୀ-ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯାଇ ୨୦ଟି କୋଚ୍…
ଦିଲ୍ଲୀ ଏମ୍ସରେ ନକ୍ସଲ ବିରୋଧୀ ଅପରେସନରେ ଆହତ ସୈନିକମାନଙ୍କୁ ଭେଟିଲେ ଅମିତ ଶାହ
ନୂଆଦିଲ୍ଲୀ,: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଟ୍ରମା ସେଂଟର ପରିଦର୍ଶନ କରିଛନ୍ତି । ସେ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତରେ ଥିବା କୁରାଗୁଟ୍ଟାଲୁ ହିଲ୍ସ (ଏମ୍ସ୍)ରେ ୨୧ ଦିନିଆ ନକ୍ସଲ ବିରୋଧୀ ଅଭିଯାନରେ ଆହତ…
ବଳବତ୍ତର ରହିବ ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ ନିଷ୍ପତ୍ତି: ଜୟଶଙ୍କର
ନୂଆଦିଲ୍ଲୀ, : ପହଲଗାମ ନରସଂହାର ପରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ଜଳ ଚୁକ୍ତି ଉପରେ ଭାରତ ସରକାର ରୋକ ଲଗାଇ ଦେଇଛନ୍ତି । ଏହା ଉପରେ ପୁଣି ବିଚାର କରିବାକୁ ପାକିସ୍ତାନ ଭାରତକୁ ଚିଠି ଲେଖିବାର ଦିନକ ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମୁହଁ ଖୋଲିଛନ୍ତି । ପାକିସ୍ତାନ ସୀମା ପାର…
ପାକିସ୍ଥାନ ହାତରେ ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ, ତାହା ଆଇଏଇଏ ନେଇଯିବା ଉଚିତ: ରାଜନାଥ ସିଂହ
ଶ୍ରୀନଗର, : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର କହିଛନ୍ତି ଯେ ‘ଅପରେସନ ସିନ୍ଦୂର’ ହେଉଛି ଗତ କିଛି ଦଶନ୍ଧି ଧରି ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀରରୁ ପଠାଯାଉଥିବା ଆତଙ୍କବାଦ ପ୍ରତି ଭାରତର ଏକ ଅଦ୍ଭୁତ ଏବଂ ଦୃଢ଼ ଜବାବ । ସେନାର ୧୫ କର୍ପସ ବାଦାମୀ ବାଗ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆନ୍ ଷ୍ଟିଲ ଆସୋସିଏଶନ
ଭୁବନେଶ୍ୱର,: ଇଣ୍ଡିଆନ୍ ଷ୍ଟିଲ ଆସୋସିଏଶନର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ଆଲୋଚନା…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପ୍ରସଙ୍ଗ
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଲାଇଲାଇ ପଂଚାୟତ ର କୁମୁଣ୍ଡା ମୌଜ଼ା ରେ ରାସ୍ତା, ବ୍ରୀଜ଼ ଓ ପିଇବା ପାଣିର ସମସ୍ୟା ନେଇ ' ଡୁମାଣୀ ଖବର ' କାଗଜରେ ବିସ୍ତୃତ ଭାବେ ଖବର ପ୍ରକାଶ ପାଇବା ପରେ ଜଣା ପଡିଥିଲା କି ଉକ୍ତ ରାସ୍ତା ଓ ବ୍ରୀଜ଼ କାମ ସକାଶେ 2023 - 24…
ସାହସୀ ସୈନିକଙ୍କ ସମ୍ମାନାର୍ଥେ ଦେଶର ବିଭିନ୍ନ ରେଳ ଷ୍ଟେସନ ଆଲୋକିତ
ଭୁବନେଶ୍ୱର,: ଅପରେସନ ସିନ୍ଦୂରରେ ଭାରତୀୟ ସେନାର ଅଦମ୍ୟ ସାହସ ଏବଂ ବୀରତ୍ୱକୁ ସମ୍ମାନ ଜଣାଇବା ପାଇଁ ସାରା ଦେଶର ରେଳ ଷ୍ଟେସନ ଓ ରେଳ ଭବନ ଗୁଡ଼ିକ ଆଲୋକିତ ହୋଇଥିଲା । ବୀର ସୈନିକମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ଭାରତୀୟ ରେଳବାଇ ଏହି ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଏହି…
ନିବେଶକଙ୍କ ପାଇଁ ଖୁସି ଖବର ; ଉପରମୁହାଁ ହେଉଛି ଭାରତୀୟ ସେୟାର୍ ବଜାର
ନୂଆଦିଲ୍ଲୀ, : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଭାରତୀୟ ଷ୍ଟକ୍ ବଜାରରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି । ଗତକିଛି ମାସ ହେବ ସେୟାର ବଜାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ୍ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବା ପରେ ଏହି ଟ୍ରେଣ୍ଡ୍ ବଦଳୁଥିବା ନଜର…