Browsing Category

ସ୍ପେସିଆଲ

ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ ଓଡ଼ିଆ ଜାତି ପାଇଁ ଗୌରବମୟ ସମୟ : ମୁଖ୍ୟମନ୍ତ୍ରୀ

ପୁରୀ,ଓଡ଼ିଆ ଜାତି ପାଇଁ ବର୍ତ୍ତମାନ ଏକ ଗୌରବମୟ ସମୟ। ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପୋରକ୍ତ ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ…

ପାରଳାରେ ଶ୍ରୀରାମଙ୍କ ମନ୍ଦିର ପୁନଃ ପ୍ରତିଷ୍ଠା

ପାରଳାଖେମୁଣ୍ଡି,ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କେଉଟ ସାହି ଠାରେ ରହିଥିବା ବହୁ ପୁରାତନ ଶ୍ରୀରାମ ମନ୍ଦିରକୁ ଉନ୍ନତିକରଣ କରାଯାଇ ଆଜି ପୁନଃ ପ୍ରତିଷ୍ଠା କରାଯାଇଛି। ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ବିଗ୍ରହ ପ୍ରତିଷ୍ଠାର ଶୁଭ ଅବସରରେ ଆଜି କେଉଟ ସାହିର ଶ୍ରୀରାମ ମନ୍ଦିରକୁ…

ସିଧା ପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର, ଦୀର୍ଘ ୫୦୦ ବର୍ଷର ପ୍ରତିକ୍ଷାର ଅନ୍ତ ହୋଇଛି। ଅଯୋଧ୍ୟାରେ ନବନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲା ବିରାଜମାନ କରିଛନ୍ତି। ନିର୍ଦ୍ଧାରିତ ସମୟରେ ମନ୍ତ୍ର ଉଚ୍ଚାରଣ ଓ ଶଙ୍ଖନାଦ ମଧ୍ୟରେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି। ଭଗବାନ…

ଭକ୍ତିପୂର୍ଣ୍ଣ ପରିବେଶରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ନୂଆଦିଲ୍ଲୀ,ଏକ ଭକ୍ତିପୂର୍ଣ୍ଣ ପରିବେଶରେ ସୋମବାର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ନିଜ ଜନ୍ମଭୂମିରେ ବିରାଜମାନ ହୋଇଛନ୍ତି ରାମଲାଲା। ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ରୀତିନୀତିରେ ମୁଖ୍ୟ କର୍ତ୍ତା ଭାବେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ…

ଏକ ଭାରତ ଶ୍ରେଷ୍ଠ ଭାରତ’ର କାହାଣୀ କହେ ଅଯୋଧ୍ୟା

ନୂଆଦିଲ୍ଲୀ, କାଶ୍ମୀରର ବରଫାବୃତ ଗିରିଶୃଙ୍ଗରୁ କନ୍ୟାକୁମାରୀର ସୂର୍ଯ୍ୟସ୍ନାତ ବେଳାଭୂମି ପର୍ଯ୍ୟନ୍ତ ସବୁଠି ରାମନାମ ପ୍ରତିଧ୍ୱନିତ ହେଉଛି । ସମଗ୍ର ଭାରତ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଆବରଣରେ ଆଚ୍ଛାଦିତ ହୋଇଛି। ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ଭାରତର ଭକ୍ତି ଓ…

ସମଲେଇ ପ୍ରକଳ୍ପ : ଆଜି ଅଙ୍କୁରରୋପଣ ୨୭ରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ଆଉ ମାତ୍ର ୫ ଦିନ। ଜୋରସୋରରେ ଚାଲିଛି କାମ। ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ମା’ ସମଲେଶ୍ୱରୀଙ୍କ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାମ। ଶ୍ରମିକ ଓ କାରିଗର ଶେଷ ସ୍ପର୍ଶ ଦେଉଛନ୍ତି। ଆସନ୍ତା ୨୭ ତାରିଖରେ ପ୍ରକଳ୍ପକୁ ଉଦ୍‌ଘାଟନ…

ରାମ ଭକ୍ତିରେ ଭିଜୁଛି ଅଯୋଧ୍ୟା ଆଜି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା

ନୂଆଦିଲ୍ଲୀ,ରାମମୟ ଶ୍ରୀରାମନଗରୀ ଅଯୋଧ୍ୟା। ରାମଧ୍ୱନିରେ ଗୁଞ୍ଜରିତ ହେଉଛି ଗଗନପବନ। ଚାରିଆଡେ଼ ଭାବଭକ୍ତି ଓ ଆନନ୍ଦର ସ୍ୱର୍ଗୀୟ ପରିବେଶ। ଅଯୋଧ୍ୟାକୁ ଦେଶ ବିଦେଶରୁ ଭକ୍ତଙ୍କ ସୁଅ ଛୁଟିଛି। କିଏ ଭଜନ କୀର୍ତ୍ତନ କରୁଛି ତ ଆଉ କିଏ ନୃତ୍ୟରେ ବିଭୋର ହୋଇଉଠିଛନ୍ତି। ବେଦପାଠ ଓ ମନ୍ତ୍ରଧ୍ୱନିରେ…

ପୁରୀକୁ ଗଡ଼ିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସଗୁଡିକ ଜିଲ୍ଲା ସଦର ମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା'ମାନଙ୍କ ପାଇଁ ଶ୍ରୀଜଗନ୍ନାଥ…

ପରିକ୍ରମା ମାର୍ଗ ପ୍ରଦକ୍ଷିଣ କଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୀ,ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧଳୁ ଆଜି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ କରିଛନ୍ତି। ଗତକାଲି ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାଲାଗି ଜଗନ୍ନାଥ ପ୍ରେମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ…

ସ୍ମାରକ ଡାକ ଟିକେଟ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ରାମ ମନ୍ଦିରକୁ ନେଇ ଏକ ସ୍ମାରକ ଡାକ ଟିକେଟ୍‌ ଜାରି କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଡାକ ଷ୍ଟାମ୍ପର ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି। ପିଏମ ମୋଦୀଙ୍କ ଦ୍ୱାରା ପ୍ରକାଶ କରିଥିବା ଏହି ଡାକ ଷ୍ଟାମ୍ପର  ଡିଜାଇନରେ…