Sign in
Sign in
Recover your password.
A password will be e-mailed to you.
Browsing Category
ସ୍ପେସିଆଲ
ସ୍ମାର୍ଟଫୋନ, ଏସି-ଫ୍ରିଜର ମୂଲ୍ୟରେ ହ୍ରାସ
ନୂଆଦିଲ୍ଲୀ: ଖରା ଦିନରେ ସାଧାରଣତଃ ମହଙ୍ଗା ହେଉଥିବା ଫ୍ରିଜ ଏବଂ ଏସି ସହ ସ୍ମାର୍ଟଫୋନ ଏଥର ଶସ୍ତା ହୋଇଛି । ତିନି ବର୍ଷରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୁଡିକ ମୂଲ୍ୟ ୪ ହଜାର ଟଙ୍କା ଯାଏ ଶସ୍ତା ହୋଇଛି । ନିର୍ମାଣରେ କମ ଖର୍ଚ୍ଚ ଏବଂ ବଳକା ସାମଗ୍ରୀର ଶୀଘ୍ର ବିକ୍ରି ପାଇଁ…
ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଉପରେ ଲଞ୍ଚ ହେଲା ମାଇକ୍ରୋସାଇଟ୍, ଅତୁଟ ଭାବନାର ପ୍ରତିଫଳନ ‘ମାତୃତ୍ୱ’
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ୍ ୱେବସାଇଟରେ "ମା' ନାମକ ଏକ ମାଇକ୍ରୋ ସାଇଟର ଶୁଭାରମ୍ଭ କରାଯାଇଛି; ଯେଉଁଥିରେ ତାଙ୍କ ମା'ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଏବଂ ମାତୃତ୍ୱର ଅତୁଟ ଭାବନାକୁ ପ୍ରକାଶ କରାଯାଇଛି । ୨୦୨୨ଡିସେମ୍ବର ୩୦ ତାରିଖରେ…
ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲଞ୍ଜିଗଡ ବ୍ଲକ୍ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାଦଦେଶର ଘଞ୍ଚ ବନାନୀ ମଧ୍ୟରେ ଅବସ୍ଥିତ ବାରବୁଲୀ ଗ୍ରାମର ଆଦିମ ଜନଜାତି କୁଟିଆକନ୍ଧ ସାମ୍ପ୍ରଦାୟର ଚାଷୀ ଓ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଷ୍ଟ୍ରବେରୀ ଚାଷ କରି ସ୍ୱାବଲମ୍ବୀ ହେବା ସଙ୍ଗେ…
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା
ଉତ୍ସବ ମୁଖର ଗାଁଠୁ ସହର । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଦୋଳବେଦୀକୁ ବିଜେ କରିବେ ଶ୍ରୀଜିଉ । ଭକ୍ତଙ୍କ ସହ ଅବିର ଖେଳିବେ ମହାପ୍ରଭୁ ।
ସାଇକେଲ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୮ହଜାର ସହଭାଗୀଙ୍କୁ ମିଳିଲା ସାଇକେଲ । ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସଏସଜି ମହିଳାଙ୍କୁ ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଳସାଥୀ, ଆହାର କର୍ମୀ, ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ ଓ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ମିଶନ…
ଏଣିକି ୧୦ ଟଙ୍କା ଦେଇ ବୁଲନ୍ତୁ ମ୍ୟୁଜିଅମ, ଛାତ୍ରଛାତ୍ରୀ-କାରିଗର ଓ ବୁଣାକାରଙ୍କ ପାଇଁ ମାଗଣା
ଭୁବନେଶ୍ବର: ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଜନସାଧାରଣ, ବିଶେଷ କରି ଯୁବ ସମାଜ,…
ଓଡ଼ିଶା ହେବ ପୂର୍ବ ଭାରତର ଡିଜିଟାଲ ହବ
ଭୁବନେଶ୍ୱର : ଓଡ଼ିଶାକୁ ଡାଟା ସେଣ୍ଟର ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି । ଆଉ ଏହି ନୀତିକୁ ବଳ ଯୋଗାଇବା ପାଇଁ ଚଳିତ ବଜେଟରେ ସରକାର ସ୍ୱତନ୍ତ୍ର ବ୍ୟୟବରାଦ କରିଛନ୍ତି । ଡାଟାର ନିର୍ଭରଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀଠାରେ ସମୁଦ୍ର ଗର୍ଭରେ ଏକ…
ସାପ ଧରିବା କୌଶଳ ଶିଖିବାକୁ ସାତଦରିଆ ପାର, ୟୁଟ୍ୟୁବ ଦେଖି ଲଣ୍ଡନରୁ ଭଦ୍ରକ ଆସିଲେ ବିଦେଶୀ ଦମ୍ପତି
ଭଦ୍ରକ: ସାପ ଧରିବା ଶିଖିବାକୁ ସାତଦରିଆ ପାର । ସ୍ନେକ ରେସ୍କ୍ୟୁ ଟ୍ରେନିଂ ପାଇଁ ବିଟ୍ରେନରୁ ଭଦ୍ରକ ଯାତ୍ରା । ୟୁଟ୍ୟୁବରେ ଭଦ୍ରକର ଜଣେ ଯୁବକଙ୍କ ସାପଧରା କୌଶଳ ଦେଖି ଓଡ଼ିଶା ଆସି ଟ୍ରେନିଂ ନେଇଛନ୍ତି ଲଣ୍ଡନର ଦମ୍ପତି ପୁଲ୍ ଓ ସାରା । ଭଦ୍ରକ ଜିଲ୍ଲା ପୁରୁଣାବଜାର ଅଞ୍ଚଳରେ ମିର୍ଜା…
ଶନିବାର ଦିନ ଏପରି କାମ ନିଷେଧ, ଜାଣି ରଖନ୍ତୁ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିବାର ଦିନ ଭୁଲରେ ମଧ୍ୟ କିଛି ଜିନିଷ କରାଯିବା ଉଚିତ୍ ନୁହେଁ। ନଚେତ୍ ଶନି ଦେବ କ୍ରୋଧିତ ହୋଇପାରନ୍ତି। ଆସନ୍ତୁ ଜାଣିବା ଶନିବାର ଦିନ ଆପଣ କେଉଁ କାମ କରିବେ ଓ କେଉଁ କାମ କରିବେ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା…
ବାବୁରାମ ବଖାଣିବ ହନିଟ୍ରାପ କାହାଣୀ, ୫ ଦିନିଆ ରିମାଣ୍ଡରେ ନେବ ପୋଲିସ
ବାଲେଶ୍ବର: ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଆଜି ରିମାଣ୍ଡ ଶୁଣାଣି ହେବ । ଅଭିଯୁକ୍ତ ବାବୁରାମ ଦେକୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଛି । ଗତକାଲି ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ତଥ୍ୟ ଦେବା ଅଭିଯୋଗରେ ଟେକ୍ନିକାଲ ଅଧିକାରୀ…