Browsing Category

ସ୍ପେସିଆଲ

୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନବବଧୂ ଭଳି ସଜେଇ ହୋଇଛି ଅଯୋଧ୍ୟା

ନୂଆଦିଲ୍ଲୀ,ଅଗ୍ରୂଜ୍ୟଙ୍କ ଆରାଧାନା ସହ ରାମ ମନ୍ଦିର ଗର୍ଭଗୃହରେ ଆରମ୍ଭ  ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଆଜିର କାର୍ଯ୍ୟକ୍ରମ ଗଶେଷ ପୂଜନ, ବରୁଣ ପୂଜନ, ବ୍ରାହ୍ମଣବରଣ ଏବଂ ରାମଲାଲାଙ୍କ ବିଗ୍ରହର ଜଳାଧିବାସ ଓ ଗଙ୍ଗାଧିବାସ ହୋଇଛି। ଗତ ରାତିରେ ଗର୍ଭଗୃହରେ ସ୍ଥାପିତ…

ସାକାର ହେଲା ଶତାବ୍ଦୀର ସ୍ୱପ୍ନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ, ସାକାର ହେଲା ହେଲା ଶତାବ୍ଦୀର ସ୍ୱପ୍ନ। ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେଲା ସ୍ୱର୍ଣ୍ଣିମ ଅଧ୍ୟାୟ। ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି। ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ…

ପାଞ୍ଚ ବର୍ଷରେ ବଦଳିଲା ଶ୍ରୀକ୍ଷେତ୍ରର କାୟାକଳ୍ପ

ଭୁବନେଶ୍ୱର, ପାଞ୍ଚ ବର୍ଷରେ ବଦଳିଲା ଶ୍ରୀକ୍ଷେତ୍ରର ଚେହେରା । ଝଲସିଲା ଶ୍ରୀମନ୍ଦିରର ଚତୁଃପାଶ୍ୱର୍ । କେହି କେବେ ଭାବିନଥିଲେ ଏମିତି ବଦଳିବ ନୀଳାଚଳ ଧାମର କାୟାକଳ୍ପ । ୨୦୧୯ରେ ଫନି ବାତ୍ୟା ମାଡ଼ରେ ଝାରଖାର ହୋଇଯାଇଥିଲା ପୁରୀ । ଧ୍ୱସ୍ତବିଧ୍ୱସ୍ତ ପୁରୀ ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ…

ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭାବ-ଭକ୍ତିରେ ଉଛୁଳୁଛି ଶ୍ରୀକ୍ଷେତ୍ର

ପୁରୀ, ଝଲସୁଛି ଶ୍ରୀକ୍ଷେତ୍ର । ଭାବ ଭକ୍ତିରେ ଉଛୁଳୁଛି ଚଉଦିଗ । ଚାରିଆଡ଼େ ଆଧ୍ୟାତ୍ମିକତାର ମହକ । ଅବର୍ଣ୍ଣନୀୟ ଭକ୍ତିମୟ ପରିବେଶ ।ଆଜି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଆସନ୍ତାକାଲି ୧୭ ତାରିଖ ବୁଧବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ…

ଲୋକାର୍ପଣ ପୂର୍ବରୁ ୫-ଟି ଅଧ୍ୟକ୍ଷଙ୍କ ସମୀକ୍ଷା

ପୁରୀ,ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ନିଳାଦ୍ରୀ ଭକ୍ତ ନିବାସରେ ଏକ ଉଚ୍ଚସ୍ତରୀୟ ବୈଠକ ସମସ୍ତ କର୍ମକର୍ତ୍ତା ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ଲୋକସଂପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ…

ଶ୍ରୀଜଗନ୍ନାଥଙ୍କ ବିନା ପତ୍ରଟିଏ ବି ହଲେନି : ନବୀନ

ଭୁବନେଶ୍ୱର, ଆଉ ଦିନକ ପରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୧୭ ତାରିଖକୁ ସମସ୍ତଙ୍କ ଅପେକ୍ଷା । ଏହା ହେଉଛି ସାରା ଓଡ଼ିଶା ଜାତି ପାଇଁ ଉତ୍ସବର ଦିନ । ଏହି ଦିନକୁ ମହାପ୍ରଭୁଙ୍କୁସମର୍ପଣ କରି ଉତ୍ସବ ପାଳନ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ମନ୍ତ୍ର ଓ ବେଦପାଠରେ କମ୍ପିଲା ଶ୍ରୀକ୍ଷେତ୍ର

ପୁରୀ, ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିାଇଁ ଆରମ୍ଭ ହୋଇଥିବା ଯଜ୍ଞର ଆହୁତି ସାଙ୍ଗକୁ ବେଦଧ୍ୱନିରେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଜିଲ୍ଲାପାଳ ସାମର୍ଥ…

ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତିର ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ

ପୁରୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ଆଉ ଦୁଇଦିନ ବାକି ରହିଛି । ଲୋକାର୍ପଣ ପ୍ରସ୍ତୁତିର ଅନୁଧ୍ୟାନ ପାଇଁ ପୁରୀ ଯାଇଥିଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେବା ପରେ ପରିକ୍ରମା ପ୍ରକଳ୍ପ ସ୍ଥଳରେ ପହଞ୍ଚି ବିଭିନ୍ନ…

ଶ୍ରୀମନ୍ଦିରରେ ନବାଙ୍କ ନୀତି

ପୁରୀ, ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତିର ଅବ୍ୟବହିତ ପୂର୍ବରୁ ଆଜି ଶ୍ରୀମନ୍ଦିରରେ ନବାଙ୍କ ନୀତି ସମ୍ପନ୍ନ ହୋଇଛି । ଦ୍ଵିପ୍ରହର ଧୂପ ଶେଷ ହେବା ପରେ ମହାଜନ ସେବକମାନେ ରାମକୃଷ୍ଣଙ୍କୁ ଭିତର ସିଂହାସନକୁ ବିଜେ କରାଇଥିଲେ । ଆଜ୍ଞାମାଳ ପାଇବା ପରେ ରାମକୃଷ୍ଣ ଯୁଦ୍ଧ ମେଳନ ଯାତ୍ରା ପାଇଁ…

ଲୋକାର୍ପଣ ଅପେକ୍ଷାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାଲିଛି ବିଭିନ୍ନ ପୂଜାବିଧି : ଆଜିଠୁ ଯଜ୍ଞ

ପୁରୀ, ଉତ୍ସବମୁଖର ଶଙ୍ଖକ୍ଷେତ୍ର । ଲୋକାର୍ପଣ ଅପେକ୍ଷାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ନିର୍ଦ୍ଧାରିତ ସମୟରେ ସବୁକାମ ସରିଛି । ଏବେ ୧୭ ତାରିଖକୁ ଅପେକ୍ଷା । ଏହି ଦିନ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥି ।ଇଁ ଗତ ୧୨ ତାରିଖରୁ ସନ୍ଧ୍ୟାରୁ…