Browsing Category

ସ୍ପେସିଆଲ

ଶ୍ରୀମନ୍ଦିର ପ୍ରବେଶକୁ ନେଇ ଚାଲିଥିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଲେ ବ୍ଲଗର୍ କାମିୟା ଜାନୀ

ୟୁଟ୍ୟୁବର କାମିଆ ଜାନିଙ୍କ ଜଗନ୍ନାଥ ମନ୍ଦିରରେ ପ୍ରବେଶକୁ ନେଇ ବିବାଦ ପ୍ରସଙ୍ଗ । ବିବାଦ ଜୋର ଧରିବା ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଲେ ୟୁଟ୍ୟୁବର କାମିଆ ଜାନି । ଖାଦ୍ୟ, ଯାତ୍ରା ଏବଂ ସାଂସ୍କୃତିକ ବିଷୟକୁ ନେଇ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରନ୍ତି କାମିଆ । କହିଲେ- ପୁରୀ ଯାଇ…

ବଚ୍ଚନ ପରିବାର ଛାଡ଼ି ମାଆଙ୍କ ସହ ରହିଲେ ଐଶ୍ୱର୍ଯ୍ୟା!

ମୁମ୍ବାଇ, ୧୬ା୧୨: ଅମିତାଭ ବଚ୍ଚନଙ୍କ ପରିବାରରେ ଏବେ ସବୁ କିଛି ଠିକ୍‌ ନାହିଁ। କୁହାଯାଉଛି ଯେ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ବିବାଦ ବିଯାଇଛି। ସେହିଭଳି ଶାଶୂ ଜୟା ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ସଂପର୍କ ବିଗିଡ଼ି ଯାଇଛି। ଏହି କାରଣରୁ ଉଭୟ…

ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ମୋହନ ଯାଦବ

ଭୋପାଳ: ମଧ୍ୟପ୍ରଦେଶରେ ଆଜିଠୁ ନୂଆ ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ଏହି ଶପଥ ଗ୍ରହଣ ଉତ୍ସବ ଭୋପାଳର ଲାଲ ପରେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

ପୁରୀରେ ପୋଲିସର ଏନକାଉଣ୍ଟର

ପୁରୀ : ପୁରୀରେ ପୋଲିସର ଏନକାଉଣ୍ଟର। ଅପରାଧି ସନ୍ତୁ ବାରିକକୁ ଏନକାଉଣ୍ଟର କରିଛି ପୋଲିସ। ସନ୍ତୁର ଗୋଡ଼ରେ ଗୁଳି ବାଜି ଥିବା ସୂଚନା ମିଳିଛି। ଗିରଳ ଜଙ୍ଗଲରେ ଲୁଚିଥିଲା ସନ୍ତୁ ବାରିକ। ବ୍ରହ୍ମଗିରି ସନ୍ତୁ ନାଁରେ ରହିଛି ଦୁଇଟି ମାମଲା । ଫେରାର ଥିଲା ସନ୍ତୁ ବାରିକ। ଖସିବାକୁ ଉଦ୍ୟମ ବେଳେ…

ଆଇଫୋନ ତିଆରି କରିବ ଟାଟା କମ୍ପାନୀ

ମୁମ୍ବାଇ: ଦେଶର ଦିଗ୍ଗଜ ଟେକ୍‌ କମ୍ପାନୀ ଟାଟା ଗ୍ରୁପ ଏବେ କିଛି ନୂଆ କରିବାକୁ ଯାଉଛନ୍ତି । ନିକଟରେ ଟାଟା ତାଙ୍କର ମେଗା ପ୍ଲାନ ଉଜାଗର କରିଛନ୍ତି, ଯେଉଁଥିରେ ସମସ୍ତଙ୍କୁ ଏବେ ସ୍ୱଦେଶୀ ଆଇଫୋନ ମିଳିପାରିବ । ଭାରତୀୟ କମ୍ପାନୀ ଟାଟା ଏବେ ଦେଶରେ ଆଇଫାନ ତିଆରି କରିବେ । କମ୍ପାନୀ ଭାରତରେ…

ଭାରତରେ ପ୍ରସ୍ତୁତ ହେବ ହାଲୁକା ଲଢୁଆ ବିମାନ ଇଞ୍ଜିନ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତ ନିଆଯାଇଛି । ଭାରତରେ ହାଲୁକା ଲଢୁଆ ବିମାନର ଇଞ୍ଜିନ ପ୍ରସ୍ତୁତ ହେବାକୁ ଯାଉଛି । ଏଲ୍‌ସିଏ ମାର୍କ ୨ (ତେଜସ ଏମକେ ୨) ଏବଂ ସ୍ୱଦେଶୀ ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ (ଏଏମ୍‌ସିଏ)ର ପ୍ରଥମ…

୨୫୯ ଗ୍ରାମ ପଞ୍ଚାୟତରେ ୧ ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ପାଖରେ ପହଞ୍ଚଛି

ନଆଦିଲ୍ଲୀ: ଏକ ଭବ୍ୟ ଶୁଭାରମ୍ଭ ସହିତ, ପ୍ରଥମ ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଶର ୨୫୯ ଗ୍ରାମ ପଞ୍ଚାୟତରର ଏକ ଲକ୍ଷରୁ ଅଧିକ ଲୋକଙ୍କ ପାଖରର ପହଞ୍ôଚଛି । ସାରା ଦେଶରେ ଜନଜାତି ଅଧ୍ୟଷିତ ଅଞ୍ଚଳରେ ଅନେକ ଭୟାନକୁ ୁ ଏକକାଳୀନ ଆରମ୍ଭ କରିବା ସହିତ ନଭେମ୍ବର ୧୫, ୨୦୨୩ରେ ଝାଡ଼ଖଣ୍ଡର…

୫ ଦିନ ଧରି ଟନେଲ ଭିତରେ ୪୦ ଜୀବନ ବିଦେଶୀ ସଂସ୍ଥାର ଲୋଡ଼ାଗଲା ସହାୟତା

ନୂଆଦିଲ୍ଲୀ,୧୬ା୧୧: ୫ଦିନ ଧରି ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫଶିଛନ୍ତି ୪୦ ଶ୍ରମିକ । ଏବେ ସୁଦ୍ଧା ଉଦ୍ଧାରକାରୀ ଦଳକୁ ସଫଳତା ମିଳିପାରିନି । ୧୦୦ ଘଣ୍ଟା ବିତିଲାଣି । ଉତ୍ତରକାଶୀ ସୁଡଙ୍ଗରେ ଏବେ ବି ଫସିଛନ୍ତି ୪୦ ଜଣ ଶ୍ରମିକ । ୫ ଦିନ ହେଲାଣି ହେଲେ ଏଯାଏଁ ଶ୍ରମିକଙ୍କୁ ଉଦ୍ଧାର…

ଯମ ଦ୍ୱିତୀୟାରେ ଭଉଣୀ ଘରେ ମିଠା ଖାଇଲେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର,୧୬ା୧୧ : ପବିତ୍ର କାର୍ତ୍ତିକ କୃଷ୍ଣପକ୍ଷ ଦ୍ୱିତୀୟା ତିଥି ଅବସରରେ ଆଜି ଏକାମ୍ର କ୍ଷେତ୍ରରେ ଯମ ଦ୍ୱିତୀୟା ପାଳିତ ହୋଇଯାଇଛି । ଏହି ଅବସରରେ ବିଧି ଓ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ତାଙ୍କ ଭଉଣୀ ମା' କାମାକ୍ଷା ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଥିଲେ ।…

ଦୂଷିତ ନଳକୂପ ପାଣି ପିଉଛନ୍ତି ଲୋକେ

ନାଉଗାଁ, : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଶ୍ୱର୍ରେ ରହିଛି ଏକ ନଳକୂପ । ଏହି ନଳକୂପର ଚତୁଃପାଶ୍ୱର୍ର ପ୍ଳାଷ୍ଟର ଛାଡି ଯାଇଥିବା ବେଳେ ନଳକୂପ ମୂଳରେ ପାଣି ଜମିବା ସହିତ ଅନାବନା ଗଛରେ ଭର୍ତି ହୋଇଛି । ଏହି ନଳକୂପର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଗ୍ରାମ୍ୟ…