Sign in
Sign in
Recover your password.
A password will be e-mailed to you.
Browsing Category
Aducation
ପ୍ରକାଶ ପାଇଲା ଓଜେଇଇ-୨୦୨୫ ପରୀକ୍ଷା ଫଳାଫଳ
ଭୁବନେଶ୍ୱର, ୧୦ା୬: ଓଜେଇଇ-୨୦୨୫ ଫରୀକ୍ଷା ଫଳ ପ୍ରକାଶ ପାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ପରୀକ୍ଷା ଫଳାଫଳ ପୁସ୍ତିକା ଉନ୍ମୋଚନ ବେଳେ ମନ୍ତ୍ରୀଙ୍କ ସମେତ ବିଭାଗର ଶାସନ…
ମହିଳାଙ୍କ ବିକାଶ ଠାରୁ କୈନ୍ଦ୍ରିକ ବିକାଶ ଦିଗରେ ଅଗ୍ରସର ହେଉଛି ଭାରତ
ନୂଆଦିଲ୍ଲୀ, ୮ା୬ : ଅନେକ ପିଢ଼ି ଧରି, ଭାରତୀୟ ମହିଳାମାନେ ନାନା ପ୍ରତିବନ୍ଧକକୁ ସାମ୍ନା କରି ଆସୁଥିଲେ । ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ଏବଂ ନିଷ୍ପତ୍ତି ନେବାରେ ସୀମିତ ସୁଯୋଗ ମିଳୁଥିଲା । ବିଶେଷ କରି ଗ୍ରାମୀଣ ଏବଂ ଅବହେଳିତ ସମ୍ପ୍ରଦାୟରେ ଏହାର ଅଧିକ ପ୍ରଭାବ…
କେସିଙ୍ଗା ସରକାରୀ ବାଳିକା ବିଦ୍ୟାଳୟ ରେ ବିଶ୍ଵ ପରିବେଶ ଦିଵସ ପାଲିତ୍
ଆଜି ସାରା ବିଶ୍ୱ ରେ ଗୋଟିଏ ହିଁ ଚର୍ଚା ପରିବେଶ କେମିତି ଭଲ ରହିବ ସେହି ପରିପେକ୍ଷିରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବିଶ୍ୱ ପରିବେଶ ଦିବସ ବିଦ୍ୟାଳୟର ଇକୋ କ୍ଲବ ଭାରପ୍ରାପ୍ତ ଶିକ୍ଷକ ଶ୍ରୀ ସୁନୀଲ୍ କୁମାର ପାତ୍ରଙ୍କ ନେତୃତ୍ବରେ ପାଳିତ ହୋଇଯାଇଛି।…
କଲେଜର ମୁଖ୍ଯ ଫାଟକ ଆଗରେ ଧାରଣା କଥା ନ ମାନିଲେ ତାଙ୍କୁ ଫେଲ୍ କରାଇବା ଏବଂ ଅଧ୍ୟକ୍ଷ ଙ୍କୁ ଦାବି ଜଣାଇଲେ ଛାତ୍ରଛାତ୍ରୀ
ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ଅଙ୍କୁଶପୁର କୁକୁଡ଼ାଖଣ୍ଡି ଅନ୍ତର୍ଗତ K.A.T.S Ayurvedic ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ରେ ବ୍ୟାପକ ଅନିୟମିତତା ଓ ଛାତ୍ର ଛାତ୍ରୀ ଙ୍କୁ ମାନସିକ ନିର୍ଯ୍ୟାତନା ଯୋଗୁଁ କଲେଜ ଅଧ୍ୟକ୍ଷ ଏବଂ ଦୁଇଜଣ ଅଧ୍ୟାପକ ଅଧ୍ୟାପିକା ବିରୁଦ୍ଧ ରେ ଛାତ୍ରଛାତ୍ରୀ ଙ୍କୁ ନେଇ…
ଯୁବପିଢିଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସରକାରଙ୍କ ସଂକଳ୍ପ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୩ା୬ : ଅମୃତ ପିଢି ଅର୍ଥାତ ଦେଶର ଯୁବବର୍ଗଙ୍କ ସ୍ୱପ୍ନକୁ ସାକାର କରିବା ସହିତ ସେମାନଙ୍କ ପାଇଁ ଅପାର ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କ ମାର୍ଗରେ ଆସୁଥିବା ସବୁ ବାଧା ଦୂର କରିବା ସରକାରଙ୍କ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ଏହାକୁ ସାକାର କରିବା…
ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ
ଭୁବନେଶ୍ୱର,: କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ବରଂ ଭବିଷ୍ୟତରେ ଦାୟିତ୍ୱବାନ ନାଗରିକ ଭାବେ ମାଟ୍ରିକ ଟପ୍ପରମାନେ ଉତ୍କର୍ଷ ହାସଲ କରିବାକୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ସୋମବାର ଦିନ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ୨୦୨୫…
ଗାନ୍ଧୀ ମହାବିଦ୍ୟାଳୟର ବିପୁଳ ସଫଳତା
ଜଟଣୀ, ୨୩/୫(ଡିକେ ନ୍ୟୁଜ):- ଭୁବନେଶ୍ୱର -ପୀତପଲ୍ଲୀ ରାଜପଥସ୍ଥିତ "ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ" ୨୦୧୪ ମସିହାରେ ଆରମ୍ଭ ହୋଇ, ଓଡିଶାରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠା ଲାଭ କରିସାରିଛି। ଏହାର ନିଜସ୍ୱ କ୍ୟାମ୍ପସରେ ଉତ୍ତମ ଭିତ୍ତିଭୂମି ସହିତ ଗୁଣାତ୍ମକ ଶିକ୍ଷା ପାଇଁ…
ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତପ୍ରତିଶତ ସଫଳତା
ଛତ୍ରପୁର,: ବୁଧବାର ପ୍ରକାଶିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଛତ୍ରପୁର ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳର ଶତପ୍ରତିଶତ ସଫଳତା ମିଳିଛି । ୧୨୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୬ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀନ୍ନ ହୋଇଛନ୍ତି, ୧୦୨ ଜଣ ପ୍ରଥମ ଶ୍ରେଣୀ ସହିତ…
+୨ ବିଜ୍ଞାନ / ବାଣିଜ୍ୟ ପରୀକ୍ଷାରେ ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୀଳକଣ୍ଠ ନଗରର ରେକର୍ଡ ୧୦୦%…
୨୧-୦୫-୨୦୨୫ରିଖ ଦିନ ପ୍ରକାଶିତ ହୋଇଥିବା +୨ ବିଜ୍ଞାନ ଓ ବାଣିଜ୍ୟ ବୋର୍ଡ ପରୀକ୍ଷା ଫଳରେ ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୂତପୂର୍ବ ଉଲ୍ଲେଖନୀୟ ସଫଳତା ହାସଲ କରି ମହାବିଦ୍ୟାଳୟର ପୂର୍ବ ୧୬ବର୍ଷର ରେକର୍ଡକୁ ବଜାୟ…
ଗ୍ୟାଙ୍ଗମ୍ୟାନ୍ ରୁ ଆଇପିଏସ
ବରଗଡ, : ରେଳ ଧାରଣାରେ କାମ କରୁଥିଲେ । ମୁଣ୍ଡ ଉପରେ ଥିଲା ପରିବାରର ବୋଝ । ତା\' ସତ୍ତ୍ୱେ ସ୍ୱପ୍ନ ଦେଖିବା ଛାଡ଼ିନଥିଲେ । ଗୋଟିଏ ପରେ ଗୋଟିଏ ଚାକିରି କରି ନିଜ ଲକ୍ଷ୍ୟ ପଛରେ ଧାଇଁଥିଲେ । ଶେଷରେ ୨୦୧୬ରେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରି ୨୦୧୭ ବ୍ୟାଚ୍ ଆଇପିଏସ୍ ହୋଇଥିଲେ ବରଗଡ଼…