Browsing Category

Agriculture

ଖରିଫ ଚାଷ ପାଇଁ ପ୍ରସ୍ତୁତ ଚାଷୀ

ଫୁଲବାଣୀ,: ଚଳିତ ବର୍ଷ ଖରିଫ ·ଷ ପାଇଁ କନ୍ଧମାଳରେ ପାଗ ଅନୁକୂଳ ରହିଛି । ଜୁନ-ଜୁଲାଇରେ ଗତ ବର୍ଷ ଅପେକ୍ଷା ଏଥରକ ଭଲ ବର୍ଷା ହୋଇଛି । ମୌସୁମୀର ପହିଲି ବର୍ଷା ପରେ ବିଲକୁ ଓହ୍ଲାଇଛି ·ଷୀ । ଜିଲ୍ଲାର ଅଧୁକାଂଶ ଧାନ ଜମିରେ ବର୍ତ୍ତମାନ ତଳି ପଡ଼ିବା ପ୍ରକ୍ରିୟା ·ଲିଛି । ସୂଚନା ଅନୁଯାୟୀ ଗତ…

ଭାରତର କୃଷି ଅର୍ଥନୀତିକୁ ନୂତନ ଦିଗ ଓ ଗତି ପ୍ରଦାନ କରିବ : ଧର୍ମେନ୍ଦ୍ର ପ୍ରଧାନ

ମିରଟ,: ବିଶ୍ୱ ଖାଦ୍ୟ ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ମଧ୍ୟରେ ରାସାୟନିକ ମୁକ୍ତ, ଜୈବିକ କୃଷି ଆପଣାଇବା ଏବଂ ପ୍ରଯୁକ୍ତିବିଦ୍ୟାକୁ ଖେତରୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ଆଜିର ସମୟର ଆବଶ୍ୟକତା । ମିରଟରେ ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ ଏଗ୍ରିଟେକ୍ ଇନୋଭେସନ୍ ହବ୍…

ଇଟିସି ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ଡୋକାରିଚଞ୍ଚରା ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କଳାହାଣ୍ଡି ଜିଲ୍ଲା ର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଠାରେ ସୋମବାର ଇକୋ ଟୁରିଜମ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଧର୍ମଗଡ ବନାଞ୍ଚଳ ବିଭାଗ ର…

୭୬ତମ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଚାରା ରୋପଣ କାର୍ଯ୍ୟକ୍ରମ

ଆଠମଲ୍ଲିକ, : ଆଠମଲ୍ଲିକ ବନବିଭାଗ ଜୁଲାଇ ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରୁଥିବା ଅବସରରେ ଶୁକ୍ରବାର ଆଠମଲ୍ଲିକ ବନଖଣ୍ଡ ଅଧିନସ୍ଥ ଖମେଶ୍ୱରପାଲି ଗ୍ରାମ ନିକଟସ୍ଥ ତଲେଇପଥର ସରଂକ୍ଷିତ ଜଙ୍ଗଲ ୧୯ ନମ୍ବର କମ୍ପାର୍ଟମେଣ୍ଟ ଠାରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ…

ମା ପାଇଁ ଗଛ ଟିଏ,ଜବାହର ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ

ଧର୍ମଗଡ, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହୁକୁମା ସ୍ଥିତ ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ମା ପାଇଁ ଗଛ ଟିଏ, ୭୬ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସଭାପତିତ୍ୱ ରେ ମା ପାଇଁ ଗଛ ଟିଏ ସଚେତନତା ସଭା ରେ…

ଉତ୍କଳ ଛାତ୍ର ସଂଘ ଓ ବୁଗୁଡ଼ା ବନ ବିଭାଗ ମିଳିତ ଭାବରେ ମା’ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

ଗଞ୍ଜାମ/ବୁଗୁଡ଼ା : ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମହାମାୟୀ ଉଚ୍ଚ ବିଦ୍ୟାଳୟ ତାଳସାକର ଠାରେ ଉତ୍କଳ ଛାତ୍ର ସଂଘ ଓ ବନ ବିଭାଗ ବୁଗୁଡ଼ା ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବା ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଜୁଲାଇ ୩ ତାରିଖ ଗୁରୁବାର ଦିନ ବୃକ୍ଷ ରୋପଣ…

ବିଜେପି ମଣ୍ଡଳ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ

ଆଠମଲ୍ଲିକ,; ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଷୋଳପଦା ଅଞ୍ଚଳ ଠାକୁରଗଡ଼ ବିଜେପି ମଣ୍ଡଳ ପକ୍ଷରୁ ଭାରତୀୟ ଜନତା ପାର୍ଟି ର ସକ୍ରିୟ ସଭ୍ୟ ମାନଙ୍କ ସୌଜନ୍ୟ ରେ ଠାକୁରଗଡ଼ ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣ ଓ ଦୀନବନ୍ଧୁପୁର ଗ୍ରାମ ର ଖେଳ ପଡିଆ ପରିସର ମଧ୍ୟରେ ବିଭିନ୍ନ ପ୍ରକାର…

ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଧର୍ମଗଡ : ଧର୍ମଗଡ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ଆମ ଜୀବନ ହୋଇଥିବାରୁ ବୃକ୍ଷର ଉପକାରିତା ଓ ତାର ଯତ୍ନ ନେବାରେ  ସମସ୍ତଙ୍କ ଦାୟିତ୍ୱ ରହିଥିବାରୁ ବୃକ୍ଷ ରୋପଣ କରିବାର ଆବଶ୍ୟକତା ରହିଛି। ଏଣୁ…

ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ବିଜେଡି ତରଫରୁ ଦାବୀପତ୍ର ପ୍ରଦାନ

ଧର୍ମଗଡ଼ : ବିଜୁ ଜନତା ଦଳ ତରଫରୁ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଯଥା ମଣ୍ଡି ମାନଙ୍କରେ ଥିବା ଚାଷୀଙ୍କ ଧାନ ଶୀଘ୍ର କିଣିବା, ଲେପ୍ସ ହୋଇଥିବା ଟୋକନ କୁ ପୁନଃ ଇସୁ କରିବା, ବର୍ଷା ରେ ଭିଜି ଯାଇଥିବା ଚାଷୀଙ୍କ କ୍ଷୟକ୍ଷତି ଦେବା, କଟନି ଛଟନି ବନ୍ଦ କରିବା, ଚାଷୀଙ୍କୁ ଧାନ ବସ୍ତା ପ୍ରଦାନ…

ଅନୁଗୁଳରେ ପ୍ରାକୃତିକ କୃଷି ଓ ମିଲେଟ୍ ଚାଷର ପ୍ରୋତ୍ସାହନ ପାଇଁ ‘ଜିନ୍ଦଲ କୃଷି ସେବା\’ ଆରମ୍ଭ

ହେଡ ପ୍ରଶାନ୍ତ କୁମାର ହୋତାଙ୍କ ସହ ୩ ଶହରୁ ଅଧକ ଚାଷୀ, ସରକାରୀ ଅଧିକାରୀ ଏବଂ କୃଷି ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଶାଲୁ ଜିନ୍ଦଲ କହିଥିଲେ, ଜିନ୍ଦଲ କୃଷି ସେବା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାକୃତିକ କୃଷି ପଦ୍ଧତିକୁ ଆପଣାଇବା ପାଇଁ କୃଷକଙ୍କୁ ତାଲିମ…