Sign in
Sign in
Recover your password.
A password will be e-mailed to you.
Browsing Category
Bollywood
‘ମୁଁ ଜାଣିଛି ଅନେକ କ୍ଷେତ୍ରରେ ମୋ ସହଧର୍ମିଣୀଙ୍କୁ ଆଘାତ ଦେଇଛି’
ନୂଆଦିଲ୍ଲୀ, : ଅଭିନେତା ଅନୁପମ ଖେର ଏବଂ କିରଣ ଖେରଙ୍କ ପ୍ରେମ କାହାଣୀ କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ । ଅନୁପମ ଖେର ଏବଂ କିରଣ ଉଭୟଙ୍କ ପାଇଁ ଏହା ଦ୍ୱିତୀୟ ବିବାହ ଥିଲା । ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ଅନୁପମ ଖେର କିରଣଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି…
ପରଲୋକରେ ବଲିଉଡ ଅଭିନେତା ଧୀରଜ କୁମାର
ମୁମ୍ବାଇ, : ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ପରଲୋକରେ ବଲିଉଡର ଜଣାଶୁଣା ଅଭିନେତା ତଥା ପ୍ରଯୋଜକ ଧୀରଜ କୁମାର । ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଗତ କିଛି ଦିନ ହେବ ‘ଏକ୍ୟୁଟ ନିମୋନିଆ\'ରେ ପୀଡ଼ିତ ଥିଲେ ବୋଲି ଜଣାଯାଇଛି । ସୋମବାର ତାଙ୍କୁ ମୁମ୍ବାଇର ଅନ୍ଧେରୀରେ…
ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ହାଇଦ୍ରାବାଦ, : ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ଭାଜପା ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ ନେଇଛନ୍ତି । ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ…
ସରକାରୀ ଦରମାରେ ଅସନ୍ତୁଷ୍ଟ କଙ୍ଗନା
ମୁମ୍ୱାଇ, : ବଲିଉଡର କଣ୍ଟ୍ରୋଭର୍ସି କ୍ୱିନ୍ କଙ୍ଗନା ରାଣାୱତ । ଅଭିନୟ ପରେ ରାଜନୀତିରେ ପାଦ ଦେଇଛନ୍ତି । ଏବେ କୁଆଡେ ସେ ରାଜନୀତିକୁ ନେଇ ପଶ୍ଚାତାପ କରୁଛନ୍ତି । ବିଜେପି ସାଂସଦ ତଥା ଅଭିନେତ୍ରୀଙ୍କ ବୟାନକୁ ନେଇ ଏହି ପ୍ରଶ୍ନ ଉଠିଛି । କେବଳ ସେତିକି ନୁହେଁ, ରାଜନୀତିକୁ ନେଇ ସେ ଦେଇଥିବା…
ପ୍ରିୟଙ୍କା ପାରମ୍ପରିକ ଭାବେ ସୁନ୍ଦର ନଥିଲେ: ପ୍ରଯୋଜକ ସୁନୀଲ ଦର୍ଶନ
ମୁମ୍ବାଇ, : ପ୍ରିୟଙ୍କା ଚୋପ୍ରା ଆଜି ଜଣେ ବିଶ୍ୱସ୍ତରୀୟ ଆଇକନ୍ ପାଲଟିଛନ୍ତି । ସେ କେବଳ ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣିତ କରିଛନ୍ତି । ବଲିଉଡରୁ ଦୂରେଇ ଯିବା ପରେ ସେ ଅନେକ ହଲିଉଡ ଫିଲ୍ମ ଏବଂ ଧାରାବାହିକରେ ଅଭିନୟ କରିଥିଲେ । ସେଠାରେ ତାଙ୍କୁ ଖୁବ୍…
ଅମିତାଭଙ୍କ ପାଖରୁ ଟଙ୍କା ଉଧାର ନେଇଥିଲେ ରତନ ଟାଟା
ନୂଆଦିଲ୍ଲୀ, : ଭାରତର ରତ୍ନ ରତନ ଟାଟା । ତାଙ୍କ ମୃତ୍ୟୁକୁ ୯ ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ତାଙ୍କ ସହ ଜଡିତ କାହଣୀ ଏବେ ବି ଲୋକଙ୍କ ମଧ୍ୟରେ ଜୀବତ ରହିଛି । ଏମିତି ଏକ କାହାଣୀଟିଏ ବି ରହିଛି ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ । ଅଭିନେତା ଥରେ କହିଥିଲେ ଯେ ରତନ ଟାଟା…
ବାପା ହେବା ନେଇ ଘୋଷଣା କଲେ ରାଜକୁମାର ରାଓ
ନୂଆଦିଲ୍ଲୀ, : ବଲିଉଡର ସାନଦାର ଜୋଡି ରାଜକୁମାର ରାଓ ଏବଂ ପତ୍ରଲେଖା ସେମାନଙ୍କର ପ୍ରଥମ ସନ୍ତାନର ଆଗମନ ଘୋଷଣା କରି ପ୍ରଶଂସକମାନଙ୍କୁ ଖୁସି କରିଦେଇଛନ୍ତି । ବୁଧବାର ଦମ୍ପତିଦ୍ୱୟ ଇନଷ୍ଟାଗ୍ରାମରେ ଏକ ଆକର୍ଷଣୀୟ ପୋଷ୍ଟ ମାଧ୍ୟମରେ ଏହି ଖୁସି ଖବର ସେୟାର କରିଛନ୍ତି । ଯେଉଁଥିରେ ଲେଖା ହୋଇଛି…
ବିଗବସ୍ ୧୯ରେ ସଲମାନଙ୍କୁ ମିଶାଇ ୪ ହୋଷ୍ଟ
ମୁମ୍ବାଇ, : ଲୋକପ୍ରିୟ ରିୟଲିଟି ଶୋ' ବିଗବସର ୧୯ତମ ସିଜନକୁ ନେଇ ସୋମବାର ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ଅଗଷ୍ଟ ଶେଷ ସପ୍ତାହରେ "ବିଗବସ୍ ୧୯' ଆରମ୍ଭ ହେବ, ଯାହା ୫ ମାସ ପର୍ଯ୍ୟନ୍ତ ·ଲିବ । ଏହା ସବୁଠାରୁ ଲମ୍ବା ଅବଧିର ବିଗ୍ବସ୍ ସିଜନ୍ ହେବ ବୋଲି…
ମହେଶ ବାବୁଙ୍କୁ ନୋଟିସ
ନୂଆଦିଲ୍ଲୀ, : ସାଉଥ୍ ସୁପରଷ୍ଟାର ମହେଶ ବାବୁ ଆଇନ ଜାଲରେ ଫସିଛନ୍ତି । ହାଇଦ୍ରାବାଦର ଜଣେ ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସହ ୩୪ ଲକ୍ଷ ଟଙ୍କାର ଏକ କଥିତ ରିଅଲ ଇଷ୍ଟେଟ ଠକେଇ ହୋଇଛି । ଏହି ଠକେଇକୁ ସମର୍ଥନରେ ସୁପରଷ୍ଟାରଙ୍କୁ ଆଇନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ୍…
ରଣବୀରଙ୍କ ଜନ୍ମଦିନରେ ଆସିଲା \”ଧୁରନ୍ଧର\’ ଟିଜର
ମୁମ୍ବାଇ, : ବଲିଉଡ଼ ଅଭିନେତା ରଣବୀର ସିଂହ ରବିବାର ତାଙ୍କ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଅଭିନେତା । ରଣବୀରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର \"ଧୁରନ୍ଧର\'ର ଟିଜର ରବିବାର ରିଲିଜ୍ କରାଯାଇଛି । ଟିଜରରେ ରଣବୀର ସିଂହ ଦମଦାର…