Sign in
Sign in
Recover your password.
A password will be e-mailed to you.
Browsing Category
Bollywood
ଦ ରାଜା ସାହବ\’ର ବଦଳିଲା ରିଲିଜ ଡେଟ
ମୁମ୍ବାଇ, : ଫିଲ୍ମ ନିର୍ମାତା- ନିର୍ଦ୍ଦେଶକ ମାଋତିଙ୍କ ବହୁ ପ୍ରତିକ୍ଷୀତ ହରର୍କମେଡ଼ି ‘ଦ ରାଜା ସାହବ\'ର ରିଲିଜ ଡେଟ୍ ସାମ୍ନାକୁ ଆସି ସାରିଛି । ନିର୍ମାତା ଘୋଷଣା କରିଛନ୍ତି କି ପ୍ରଭାସ ଷ୍ଟାରର ଫିଲ୍ମ ୫ ଡିସେମ୍ବରରେ ହଲରେ ରିଲିଜ ହେବ । ସୂଚନା ଅନୁସାରେ ଫିଲ୍ମକୁ ବହୁ ବଡ଼ ଆକାରରେ…
କର୍ଣ୍ଣାଟକରେ ରିଲିଜ୍ ହେବନି ‘ଠଗ୍ ଲାଇଫ୍’
ହାଇଦ୍ରାବାଦ, ୩ା୬ : ମୁଁ କ୍ଷମା ମାଗିବି ନାହିଁ । ତାମିଲ-କନ୍ନଡ ଭାଷା ବିବାଦ ମଧ୍ୟରେ କ୍ଷମା ମାଗିବାକୁ ମନା କଲେ ଦକ୍ଷିଣ ତାରକା କମଲ ହାସନ । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ କ୍ଷମା ମାଗିବେ ନାହିଁ । ଏପରି ସ୍ଥିତିରେ, ତାଙ୍କ ଫିଲ୍ମ ‘ଠଗ୍ ଲାଇଫ୍' ଏବେ କର୍ଣ୍ଣାଟକରେ ରିଲିଜ୍ ହେବ…
କାର୍ତ୍ତିକ-ଅନନ୍ୟାଙ୍କ ନୂଆ ଫିଲ୍ମର ଫାର୍ଷ୍ଟ ଲୁକ୍ ଜାରି
ମୁମ୍ବାଇ, ୩ା୬ : ଫିଲ୍ମ "ଭୂଲ୍ ଭୂଲୈୟା-୩' ପରେ ଅପକମିଙ୍ଗ୍ ରୋମାଣ୍ଟିକ୍ କମେଡି ଫିଲ୍ମ "ତୁ ମେରୀ ମେଁ ତେରା, ମେଁ ତେରୀ ତୁ ମେରା'ରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ । ଫିଲ୍ମର ଟିଜର୍ ରିଲିଜ୍ ହୋଇଥିଲା । ଏବେ ପ୍ରଯୋଜକ କରନ ଜୋହର ଏହାର ରିଲିଜ୍ ତାରିଖ ମଧ୍ୟ ଚୂଡ଼ାନ୍ତ କରିଛନ୍ତି ।…
ପୁଣି ଫେରୁଛନ୍ତି କପିଲ ଶର୍ମା ଓ ତାଙ୍କ ଟିମ
ନୂଆଦିଲ୍ଲୀ, : ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଦଳ ସହିତ ପୁଣିଥରେ ପରଦାରେ ଲୋକଙ୍କୁ ହସାଇବା ପାଇଁ ନଜର ଆସିବେ । ଖବର ଅଛି ଯେ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ସିଜିନ୍ ୩ ଏବେ ଖୁବ୍ ଶୀଘ୍ର ଓଟିଟିରେ ଷ୍ଟ୍ରିମ୍ ହେବାକୁ ଯାଉଛି । ଯଦି ନିର୍ମାତାଙ୍କ କଥାକୁ ବିଶ୍ୱାସ…
୩ କୋଟିର ମୁକୁଟ ପିନ୍ଧିବେ ବିଶ୍ୱ ସୁନ୍ଦରୀ-୨୦୨୫
ହାଇଦ୍ରାବାଦ, : ବୁଧବାର ତେଲଙ୍ଗାନାର ହାଇଦ୍ରାବାଦରେ ୭୨ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ସବୁଠୁ କଠିନ ତଥା ଅନ୍ତିମ ପର୍ଯ୍ୟାୟ \"ଇଣ୍ଟରଭ୍ୟୁ ରାଉଣ୍ଡ୍\' ଆରମ୍ଭ ହୋଇଛି । ଏଥିରେ ବିଶ୍ୱରୁ ଆସିଥିବା ଶୀର୍ଷ-୪୦ ପ୍ରତିଯୋଗୀ ସେହିସବୁ ପ୍ରଶ୍ନର ଉତ୍ତର ଦେବେ, ଯାହା ଗ୍ରାଣ୍ଡ୍ ଫିନାଲେରେ…
ଦୀପିକାଙ୍କୁ ଲିଭର କ୍ୟାନସର୍: ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କଲେ
ମୁମ୍ବାଇ, : ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଦୀପିକାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସର ହୋଇଛି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ସମସ୍ତ ପ୍ରଶଂସକଙ୍କୁ ତାଙ୍କ ପାଇଁ…
ସହିଦ ପତ୍ନୀଙ୍କ କଲ୍ୟାଣ ପାଣ୍ଠିକୁ ୧.୧୦ କୋଟି ଦାନ କଲେ ପ୍ରୀତି ଜିଣ୍ଟା
ନୂଆଦିଲ୍ଲୀ, : ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ଆଇପିଏଲ୍ କ୍ରିକେଟ୍ ଦଳ ପଞ୍ଜାବ କିଙ୍ଗ୍ସର ମାଲିକାଣୀ ଏବଂ ଆଜିକାଲି ତାଙ୍କୁ ମ୍ୟାଚ୍ ସମୟରେ ଲଗାତାର ଷ୍ଟାଡିୟମରେ ଦେଖିବାକୁ ମିଳିଛି । ଏବେ ପ୍ରୀତି ଜିଣ୍ଟା ସେନା ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି । \"ଅପରେସନ୍ ସିନ୍ଦୂର\'…
ଅକ୍ଷୟଙ୍କୁ ୧୧ ଲକ୍ଷ ଟଙ୍କା ଫେରାଇଲେ ପରେଶ
ମୁମ୍ବାଇ,: ଅଭିନେତା ପରେଶ ରାୱଲ \"ହେରାଫେରି-୩\' ଛାଡ଼ିବାକୁ ନେଇ ମିଳିଥିବା ଲିଗାଲ ନୋଟିସ୍ ଉପରେ ମୁହଁ ଖୋଲିଛନ୍ତି । ତାଙ୍କ ଓକିଲ ଅମିତ ନାଇକ ଫିଲ୍ମ ନିର୍ମାତାଙ୍କୁ ଫିଲ୍ମ ଛାଡ଼ିବାକୁ ନେଇ ଉଚିତ ଆଇନଗତ ଜବାବ ପଠାଇଦେଇଛନ୍ତି । ଜବାବ ପଢିବା ପରେ ମାମଲା ଶାନ୍ତ ପଡ଼ିଯିବ ବୋଲି ପରେଶ ଏକ୍ସରେ…
ଏଭଳି ଭୁଲ ବରଦାସ୍ତ କରାଯିବନି: ପ୍ରୀତି ଜିଣ୍ଟା
ନୂଆଦିଲ୍ଲୀ, : ରାଗରେ ନିଆଁବାଣ ହେଲେ ପଞ୍ଜାବ କିଙ୍ଗ୍ସ ମାଲିକାଣୀ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଦିଲ୍ଲୀ ବିପକ୍ଷ ମ୍ୟାଚ୍ ସମୟରେ ହୋଇଥିବା ଏକ ବଡ଼ ଭୁଲ ଯୋଗୁ ସେ ଚିହିଁକି ଉଠିଥିଲେ । ଏହା ପଛରେ ଦଳର ପରାଜୟ ଥିବା କୁହାଯାଉଥିଲେ ହେଁ ତାହା ଠିକ୍ ନୁହେଁ । ପଞ୍ଜାବ ଇନିଂସର ୧୫ତମ…
ପୁଣିଥରେ ମା\’ ହେବାକୁଯାଉଛନ୍ତି ଆଲିଆ
ମୁମ୍ବାଇ,: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୫ରେ ଡେବ୍ୟୁ କରିଥିଲେ । ଏହି ସମୟରେ ତାଙ୍କର ଷ୍ଟାଇଲିସ ଷ୍ଟାଇଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପ୍ରଥମେ ସେ ଏକ ସିଆପାରେଲି ଗାଉନ ପିନ୍ଧିଥିଲେ, ତା\'ପରେ ଲୋରିଆଲ ପ୍ୟାରିସ \"ଲାଇଟ୍ସ ଅନ ୱିମେନ୍ସ…