Browsing Category

Bollywood

ମଥା ଭରି ସିନ୍ଦୂର ପିନ୍ଧି କାନ୍ସରେ ପହଞ୍ଚିଲେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ, : କାନ୍ସ ଫିଲ୍ମ ଫେଷ୍ଟିଭାଲରେ କୁଇନ୍ ଭଳି ଏଣ୍ଟ୍ରି କରିଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଐଶ୍ୱର୍ଯ୍ୟା ରେଡ କାର୍ପେଟରେ ପ୍ରବେଶ କରିବା ପରେ ତାଙ୍କର ପ୍ରଥମ ଲୁକ୍ ହଜାର ହଜାର ପ୍ରଶଂସକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ୭୮ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ…

ଫେରିଲା କରୋନା: ପଜିଟିଭ୍ ଚିହ୍ନଟ ହେଲେ ଶିଳ୍ପା ସିରୋଦକର

ନୂଆଦିଲ୍ଲୀ, : ମସିହାରେ ସାରା ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲା । ଏସିଆରେ ଏବେ ପୁଣି ଥରେ କରୋନା ଫେରିବାରେ ଲାଗିଛି । ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେବାର ଖବର ହସ୍ତଗତ ହେବାରେ ଲାଗିଲାଣି । ଏବେ ଏହି ଭୟଙ୍କର ଆକ୍ରମଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶିଳ୍ପା ସିରୋଦକର୍ ।…

ଖୁବ୍ଶୀଘ୍ର ରିଲିଜ୍ ହେବ “ଦି ଗର୍ଲଫ୍ରେଣ୍ଡ

ହାଇଦ୍ରାବାଦ, : ଅଭିନେତ୍ରୀ ରଶ୍ମିକା ମନ୍ଦାନା ସମ୍ପ୍ରତି ନିଜର ଆଗାମୀ ରୋମାଣ୍ଟିକ ଡ୍ରାମା ଫିଲ୍ମ "ଦି ଗର୍ଲଫ୍ରେଣ୍ଡ'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମକୁ ନେଇ ରଶ୍ମିକାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଫିଲ୍ମକୁ ଯଥାଶୀଘ୍ର ରିଲିଜ୍ କରିବା ପାଇଁ ସେମାନେ…

ମାଡାମ ତୁସାଦରେ ଅଭିନେତାଙ୍କ ସହ ପୋଷା କୁକୁରର ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

ନୂଆଦିଲ୍ଲୀ, : ଫିଲ୍ମ \"ଆର୍‌ଆର୍‌ଆର୍‌\'ର ସଫଳତା ପରେ ଗ୍ଲୋବାଲ୍ ଷ୍ଟାର୍‌ ପାଲଟି ଯାଇଛନ୍ତି ସାଉଥ୍‌ ସୁପରଷ୍ଟାର୍ ରାମଚରଣ । ଏବେ ତାଙ୍କ ସଫଳ କ୍ୟାରିୟରରେ ଆଉ ଏକ ଉପଲବ୍ଧି ଯୋଡି ହୋଇଛି । ଲଣ୍ଡନର ଫେମସ୍ ୱାକ୍ସ ମ୍ୟୁଜିୟମ୍‌ ମାଡାମ ତୁସାଦରେ ପୋଷା କୁକୁର ରାଇମ ସହିତ ରାମଚରଣଙ୍କ ଏକ ମହମ…

ମିଥୁନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ବିଏମସ

ମୁମ୍ବାଇ, : ବିଏମସି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ତେବେ ଅଭିନେତାଙ୍କୁ ଏହି ନୋଟିସ ବେଆଇନ ନିର୍ମାଣ ଅଭିଯୋଗରେ ଜାରି କରାଯାଇଛି । ବେଆଇନ ନିର୍ମାଣ ସମ୍ପର୍କରେ ବିଏମସି ଦ୍ୱାରା ପଠାଯାଇଥିବା ନୋଟିସରେ ଜବାବ ପାଇଁ ମାତ୍ର ୭ ଦିନର ସମୟ ଦିଆଯାଇଛି ।…

୧୪ ବର୍ଷ ବୟସରେ ବାପାଙ୍କ ସହ ଧମାଲ କରିବେ ଯୁଗ ଦେବଗନ

ନୂଆଦିଲ୍ଲୀ, : ବଲିଉଡର ଲୋକପ୍ରିୟ ଷ୍ଟାର କିଡ୍ସମାନେ ନିଜ ମାଆ କିମ୍ବା ବାପାଙ୍କ ପରି ଅଭିନୟ ଜଗତରେ ନାମ କମାଉଛନ୍ତି । ନିକଟ ଅତୀତରେ, ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ, ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନଙ୍କ ପରି ଷ୍ଟାରମାନେ ଫିଲ୍ମରେ…

“ପାଣି ଏବଂ ରକ୍ତ ଏକାଠି ବହିବ ନାହିଁ’: ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନରେ ବଲିଉଡ୍ ତାରକା

ନୂଆଦିଲ୍ଲୀ, : ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ, ଭାରତୀୟ ସଶସ୍ତ୍ର ବାହିନୀ ମଧ୍ୟ ମଇ ୭ ତାରିଖରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲେ ଏବଂ ପହଲଗାମ୍ ଆତଙ୍କବାଦୀ…

ଆମିରଙ୍କ ମାଆଙ୍କୁ ଭେଟିଲେ ପ୍ରେମିକା ଗୌରୀ, ସମ୍ପର୍କକୁ ମିଳିଲା ମଞ୍ଜୁରୀ

ମୁମ୍ବଇ, : ୬୦ ବର୍ଷୀୟ ଆମିର ଖାନ୍ ଗତ କିଛି ଦିନ ଧରି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଆମିର ଦୁନିଆ ଆଗରେ ସ୍ୱୀକାର କରିଛନ୍ତି ଯେ, ସେ ଗୌରୀ ସ୍ପ୍ରାଟ୍‌ଙ୍କୁ ଡେଟ୍ କରୁଛନ୍ତି । ଗୌରୀଙ୍କ ସହ ତାଙ୍କ ସମ୍ପର୍କ ଘୋଷଣା କରିବା ପରେ ଆମିର ଅଧିକାଂଶ ସମୟ ନିଜ…

ଭାରତୀୟ ସେନାକୁ ସଲାମ୍ କଲା ବଲିଉଡ

ମୁମ୍ବାଇ,: ଭାରତର \"ଅପରେସନ୍ ସିନ୍ଦୂର\' ପରେ ଭାରତରେ ଖୁସିର ଲହରି ଖେଳିଯାଇଛି । ଫିଲ୍ମ ଷ୍ଟାର୍‌ ଭାରତୀୟ ସେନା ଓ ଭାରତ ସରକାରଙ୍କୁ ସାବାସୀ ଦେଉଛନ୍ତି ଏବଂ ସେମାନଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି । ଅଜୟ ଦେବଗନ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ୍ କରି ଲେଖିଛନ୍ତି \"ମାନନୀୟ…

ଅବୀର ଗୁଲାଲ୍‌\’ ରିଲିଜ୍ ହେବା ଉଚିତ: ପ୍ରକାଶ ରାଜ

ନୂଆଦିଲ୍ଲୀ, : ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ପ୍ରକାଶ ରାଜ୍ ତାଙ୍କର ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଟ୍ୱିଟ୍ ଏବଂ ଭିଡିଓ ବିବାଦରେ ରହିବା ସହ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ଏବେ ଅଭିନେତାଙ୍କର ଆଉ ଏକ ବୟାନ ଆସିଛି ଯାହା ସବୁଠି ଚର୍ଚ୍ଚାରେ…