Sign in
Sign in
Recover your password.
A password will be e-mailed to you.
Browsing Category
Busines
ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର, ୮ା୬ : ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବିଭିନ୍ନ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାର ଉନ୍ନତିରେ ଅଂଶୀଦାର ଥିବାରୁ ମୁଖ୍ୟମନ୍ତ୍ରୀ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା…
ରେପୋ ରେଟ୍କୁ ୫୦ ବେସିସ ପଏଣ୍ଟ ହ୍ରାସ କଲା ଆର୍ବିଆଇ
ମୁମ୍ବାଇ,: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ରେପୋ ରେଟ୍କୁ ୫୦ ବେସିସ ପଏଣ୍ଟ ହ୍ରାସ କରିଛି । ଏହି ନିଷ୍ପତ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱି-ମାସିକ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ସର୍ବସମ୍ମତି କ୍ରମେ ନିଆଯାଇଛି । ଏହି ହ୍ରାସ ପରେ…
ଜିଏସ୍ଟି ବୃଦ୍ଧି : ମେ\’ରେ ୫୧୦୮ କୋଟି ସଂଗ୍ରହ
ଭୁବନେଶ୍ୱର,: ସାମଗ୍ରୀ ଓ ସେବା ଟିକସ (ଜିଏସଟି) ସଂଗ୍ରହରେ ଓଡ଼ିଶାରେ ନଗଣ୍ୟ ୨ ପ୍ରତିଶତର ବୃଦ୍ଧି ହୋଇଛି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ମେ\'ରେ ଓଡ଼ିଶାରେ ୫୧୦୮ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି । ଏହା ୨୦୨୪ ମେ\'ରେ ସଂଗ୍ରହ କରାଯାଇଥିବା ୫୦୨୭ କୋଟି ଟଙ୍କା…
ବ୍ୟାଙ୍କକୁ ଫେରିନି ୬୧୮୧ କୋଟି ମୂଲ୍ୟର ୨୦୦୦ ଟଙ୍କିଆ ନୋଟ
ମୁମ୍ବାଇ,: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି । କିନ୍ତୁ ଏହି ନୋଟଗୁଡ଼ିକର ଏକ ବଡ଼ ସଂଖ୍ୟା ଏବେ ବି ଲୋକଙ୍କ ପାଖରେ ପଡ଼ି ରହିଛି । ଏଗୁଡ଼ିକର ମୋଟ ମୂଲ୍ୟ ୬୧୮୧ କୋଟି ଟଙ୍କା ହେବ । ଗତ ମେ ୧ ତାରିଖ…
ସୁନା ଋଣ ନିୟମ ବଦଳାଇଲା ଆର୍ବିଆଇ
ନୂଆଦିଲ୍ଲୀ, : ଭାରତୀୟ ରିଜର୍ଭ ବ୍ୟାଙ୍କ ଗୋଲ୍ଡ ଲୋନ୍ ଅର୍ଥାତ୍ ସୁନା ଉପରେ ଋଣ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ନୂତନ ନିୟମ ଅନୁଯାୟୀ, ଆର୍ବିଆଇ ବ୍ୟାଙ୍କଗୁଡ଼ିକୁ କହିଛି ଯେ ଏବେ କେବଳ ସୁନା ଅଳଙ୍କାର ଏବଂ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ସୁନା ମୁଦ୍ରା ବଦଳରେ ସୁନା…
ମେ’ ମାସରେ ଜିଏସ୍ଟି ସଂଗ୍ରହ ୨ ଲକ୍ଷ କୋଟି ଟପିଲା
ନୂଆଦିଲ୍ଲୀ,: ନିକଟରେ ସମାପ୍ତ ମେ’ ମାସରେ ଦେଶର ଜିଏସଟି ରାଜସ୍ୱ ୧୬.୪ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୧ ହଜାର ୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହା ୨ୟ ସର୍ବାକାଳୀନ ମାସିକ ଜିଏସଟି ସଂଗ୍ରହ । ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ରେକର୍ଡ ୨ ଲକ୍ଷ ୩୬ ହଜାର କୋଟିକୁ…
ଖୁବ୍ଶୀଘ୍ର ୟୁପିଆଇ-ଏଟିଏମ୍ରୁ ସିଧାସଳଖ ଉଠାଇ ପାରିବେ ଇପିଏଫ୍ଓ ଟଙ୍କା
ନୂଆଦିଲ୍ଲୀ,: ଖୁବ୍ଶୀଘ୍ର ୟୁପିଆଇ ଏବଂ ଏଟିଏମ୍ରୁ ସିଧାସଳଖ ଟଙ୍କା ଉଠାଇପାରିବେ ଇପିଏଫ୍ଓ ଉପଭୋକ୍ତା । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇପିଏଫ୍ଓ-୩.୦ର ବ୍ୟବସ୍ଥା ଅନୁସାରେ କର୍ମଚାରୀଙ୍କୁ…
ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଦେବ ୨.୬୯ ଲକ୍ଷ କୋଟ
ନୂଆଦିଲ୍ଲୀ,: ୨୦୨୪- ୨୫ ଆର୍ଥିକବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୨.୬୯ ଲକ୍ଷ କୋଟିର ଲାଭାଂଶ ବାବଦ ପାଣ୍ଠି ପ୍ରଦାନ କରିବ । ଏହା ସର୍ବକାଳୀନ ରେକର୍ଡ ଏବଂ ପୂର୍ବବର୍ଷ ତୁଳନାରେ ୨୮ ପ୍ରତିଶତ ଅଧିକ । ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର ୬୧୬ତମ…
ଅକ୍ଷୟ ତୃତୀୟା: ସୁନାର ଦରରେ ସାମାନ୍ୟ ହ୍ରାସ
ଭୁବନେଶ୍ୱର,: ଅକ୍ଷୟ ତୃତୀୟା ଅବସରରେ ଭାରତରେ ସୁନାର ଦରରେ ସାମାନ୍ୟ ହ୍ରାସ ଦେଖାଯାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ପ୍ରାୟ ୦.୫% ହ୍ରାସ ପାଇଛି । ଯେତେବେଳେ ରୂପାର ଦର ପ୍ରାୟ ୧% କମିଛି । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୭,୫୧୪ ରହିଥିବା…
ଅକ୍ଷୟ ତୃତୀୟାରେ ସୁନା ବିକ୍ରି, ଭାଙ୍ଗିପାରେ ୨୦୨୪ ରେକଡ
ନୂଆଦିଲ୍ଲୀ,: ବୁଧବାର ଅକ୍ଷୟ ତୃତୀୟା ପାଳନ ହେବାକୁ ଯାଉଛି । ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ଅକ୍ଷୟ ତୃତୀୟା ସଫଳତା ଏବଂ ଭାଗ୍ୟ ଆଣିଥାଏ । ତେଣୁ ଧନ ଏବଂ ସମୃଦ୍ଧି ଲାଗି ଲୋକମାନେ ଏହି ଦିନ ସୁନା କିଣିବା ଶୁଭ ବୋଲି ବିବେଚନା କରନ୍ତି । ଏହା…