Sign in
Sign in
Recover your password.
A password will be e-mailed to you.
Browsing Category
Busines
ଏଣିକି ପୋଷ୍ଟ ଅଫିସରେ ବଦଳ ହେବ ୨ ହଜାର ଟଙ୍କିଆ ନୋଟ୍
ମୁମ୍ବାଇ: ଡାକ ଜରିଆରେ ଦୁଇହଜାର ଟଙ୍କିଆ ପଠାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲୋକମାନଙ୍କୁ ଆହ୍ୱାନ ଦିଆ ଯାଇଛି । ଦେଶର ଯେକୌଣସି
ଡାକ ଘର ଜରିଅ ।ରେ ଲୋକ ମାନେ ରିଜର୍ଭ ବ୍ୟାଙ୍କର ଇସ୍ୟୁ କାର୍ଯ୍ୟାଳୟକୁ ୨୦୦୦ ଟଙ୍କିଆ ପଠାଇପାରିବେ । ସେମାନେ ଦେଇଥିବା ବ୍ୟାଙ୍କ ଖାତାରେ ସେହି…
ଗ୍ରାହକଙ୍କ ଉତ୍ତମ ସେବାରେ “ରିଲାଏନ୍ସ ଏସବିଆଇ କାର୍ଡ’
ଭୁବନେଶ୍ୱର,(ଡିକେ ନୁ୍ୟଜ୍):ରିଲାଏନ୍ସ ରିଟେଲ ଏବଂଏସବିଆଇ କାର୍ଡ ପକ୍ଷରୁ ମିଳିତ ଭାବେ "ରିଲାଏନ୍ସ ଏସ୍ବିଆଇକାର୍ଡ' କ୍ରେଡିଟ୍ କାର୍ଡ ଲଞ୍ଚ ହେବାକୁ
ଯାଉଛି । ଏହି କାର୍ଡଧାରୀମାନେ ଫ୍ୟାଶନ୍, ଲାଇଫ୍ ଷ୍ଟାଇଲ୍, ଗ୍ରୋସେରୀ, ଫାର୍ମା, ଫର୍ନିଚର,ଗହଣା ଆଦି କିଣାକିଣି ଠାରୁ ଆରମ୍ଭ କରି…
ସ୍ୱଦେଶୀ ସାମଗୀ୍ର କଣି ନ୍ତ ୁ ଦେଶବାସୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କିବାତର ୧୦୬ ତମ ଏପିସୋଡରବିବାର ପ୍ରସାରିତ ହୋଇଥିଲା ।
ସକାଳ ୧୧ ଟାରେ ପ୍ରଧାନମନ୍ତ୍ରୀଦେଶକୁ ସମ୍ବୋଧିତ କରିଥିଲେ । ମନକି ବାତ ଅଲ ଇଣ୍ଡିଆ ରେଡିଓରେ ସିଧାପ୍ରସାରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ
କହିଛନ୍ତି…
ସ୍ୱଦେଶୀ ସାମଗୀ୍ର କଣି ନ୍ତ ୁ ଦେଶବାସୀ
ନୂଆଦିଲ୍ଲୀ: ଭାରତର ଘରୋଇଟେଲିକମ କମ୍ପାନୀଗୁଡ଼ିକ ୫ ଜି କୁଟପି ୬ ଜି ପାଇଁ ଉଦ୍ୟମ ଆରମ୍ଭକରିଥିବା ବେଳେ ସରକାରୀଘରୋଇ କମ୍ପାନୀ ବିଏସ୍ଏନ୍ଏଲ୍
(ଭାରତ ସଂଚାର ନିଗମ ଲିମିଟେଡ୍)ଧୀର ଗତିରେ ଚାଲୁଛି । କମ୍ପାନୀଡିସେମ୍ବର ମାସରେ ଦେଶରେ ୪ଜିଲଞ୍ଚ୍ କରିବ ବୋଲି ଘୋଷଣା କରିଛି ।ତାହା ପୁଣି ପାଇଲଟ୍…
କାନାରା ବ୍ୟାଙ୍କ ତରଫରୁ ପୁରୁଣା, ମଇଳା ଏବଂ ଚିରାଫଟା ମୁଦ୍ରା ବିନିମୟ ମେଳା
କଟକ : କାନାରା ବ୍ୟାଙ୍କ ତରଫରୁଲୋକମାନଙ୍କର ହିତକୁ ଦୃଷ୍ଟିରେ ରଖିପୁରୁଣା ମଇଳା ଏବଂ ଚିରାଫଟାନୋଟ୍କୁ ବଦଳାଇ ନୂଆ ନୋଟ୍ ଏବଂକଏନ୍ ଦେବାର ବ୍ୟବସ୍ଥା ଚୈାଧୁରୀବଜାରସ୍ଥିତ କାନାରା ବ୍ୟାଙ୍କ ଶାାଖାରେଅନୁଷ୍ଠିତ ହୋଇଥିଲା । ଏହାକୁଭାରତୀୟ ରିଜର୍ଭ ବ୍ୟାଙ୍କରମହାପ୍ରବନ୍ଧକ ଦେବୀ ପ୍ରସାଦ…
ଅଶୋଧିତ ତୈଳ ଏବଂ ଡିଜେଲ ଉପରୁ କର ହ୍ରାସ
ନୂଆଦିଲ୍ଲୀ: କେନ୍ଦ୍ର ସରକାରମଙ୍ଗଳବାର ଦେଶରେ ଉତ୍ପାଦିତଅଶୋଧିତ ତୈଳ ଉପରେ ୱିଣ୍ଡଫଲକର ହ୍ରାସ କରି ଟନ୍ ପିଛା ୯,୦୫୦ଟଙ୍କାକୁ ହ୍ରାସ କରିଛନ୍ତି । ଏହାପୂର୍ବରୁ,ସେପ୍ଟେମ୍ବର ୨୯ ରେ ଶେଷହେବାକୁ ଥିବା ୧୫ ଦିନିଆସମୀକ୍ଷାରେ ଦେଶରେ ଅଶୋଧିତୱିଣ୍ଡଫଲ କର ଉପରେ ଟନ୍ ପିଛା୧୨,୨୦୦ ଟଙ୍କାକୁ…
ଚିନି ରପ୍ତାନୀ ଉପରେ କେନ୍ଦ୍ରର ପ୍ରତିବନ୍ଧକ
ନୂଆଦିଲ୍ଲୀ: ଚିନି ରପ୍ତାନି ସମ୍ପର୍କରେ ବୁଧବାର କେନ୍ଦ୍ର ସରକାର ଏକ ବଡଘୋଷଣା କରିଛନ୍ତି । ଅକ୍ଟୋବର୩୧, ୨୦୨୩ ପରେ ମଧ୍ୟ ଦେଶରୁଚିନି ରପ୍ତାନି ଉପରେ ପ୍ରତିବନ୍ଧକଜାରି ରହିବ । ଏଥିରେ ଚିନି ପ୍ରସ୍ତୁତପାଇଁ କଞ୍ଚା ଆଖୁ, ବିଶୋଧିତ ଚିନି,ଧଳା ଚିନି ଏବଂ ଧଳା ଚିନି ସାମିଲରହିଛି । ବର୍ତ୍ତମାନ…
୧୦ ବର୍ଷ ପର୍ଯ୍ୟନ୍ତ ବୈଧ ପାଇଲଟ ଲାଇସେନ୍ସ
ନୂଆଦିଲ୍ଲୀ: ବିମାନ ଚଳାଚଳ ନିୟମରେ ପରିବର୍ତ୍ତନ କଲେ ସରକାର । ଏହି ପରିବର୍ତ୍ତନ ଅନୁଯାୟୀ ଏଣିକି ବାଣିଜି୍ୟକ ପାଇଲଟ ଲାଇସେନ୍ସର ବୈଧତା ଅଧିକ ସମୟ ପର୍ଯ୍ୟନ୍ତ ରହିବ । ବିମାନ ଚଳାଚଳ କ୍ଷେତ୍ରରେ ବ୍ୟବସାୟକୁସରଳ ତଥା ଉତ୍ତମ କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଛି । ଏହି ନୂଆ ସଂଶୋଧନ…
ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ପ୍ରକଳ୍ପ ଲାଗି ଆରଇସି ୧୫ ହଜାର କୋଟି ପ୍ରଦାନ
ବଭୁବନେଶ୍ୱର: ଆଭାଡା ଗ୍ରୁପ୍ଗୋପାଳପୁରରେ ଏକ ଗ୍ରିନ୍ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆକାରଖାନା ସ୍ଥାପନ କରିବାକୁ ଯାଉଛି ।ଏହି ପ୍ରକଳ୍ପ ଲାଗି ଆରଇସି ଲିମିଟେଡ୍୧୫ ହଜାର କୋଟି ଟଙ୍କାର ପାଙଋିପ୍ରଦାନ କରିବ । ଏନେଇ ଦୁଇ ସଂସ୍ଥାମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରହୋଇଛି । ଏହି ପ୍ରକଳ୍ପକୁ…
କମ୍ ଯାତ୍ରୀ ହେଉଥିବା ବନ୍ଦେ ଭାରତ ଟ୍ରେନ୍ର ଟିକେଟ୍ ମୂଲ୍ୟ ହ୍ରାସ କରିପାରେ ରେଳବାଇ: ରିପୋର୍ଟ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ କମ୍ ଯାତ୍ରୀ ହେଉଥିବା କେତେକ ସ୍ବଳ୍ପ ଦୂରଗାମୀ ବନ୍ଦେ ଭାରତ ଟ୍ରେନ୍ର ଟିକେଟ୍ ମୂଲ୍ୟ ହ୍ରାସ କରିପାରେ ବୋଲି ସମ୍ବାଦ ସରବରାହ ସଂସ୍ଥାନ 'ପିଟିଆଇ' ରିପୋର୍ଟ କରିଛି। ଉକ୍ତ ରିପୋର୍ଟ ଅନୁସାରେ, ରେଳବାଇ ଉକ୍ତ ଟ୍ରେନ୍ଗୁଡ଼ିକର ଯାତ୍ରୀଭଡ଼ା…