Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଚୋରା ଆଗୁଆଣୀଗଣ୍ଡି ଵଲେରୋ ପିକଆପ ସହିତ 2 ଟି ସାଇକେଲ ଜବତ
ସୋରଡ଼ା :ବଡ଼ଗଡ଼ ବନାଞ୍ଚଳ ଆଜି ମଧର୍ଣ୍ଣ ପ୍ରୟା 1.00ଘଣ୍ଟା ସମୟ ରେ ଛପୁଲି ଗ୍ରାମ ରୁ 2 ଟି ସାଇକେଲ ସହ 4ଖଣ୍ଡ ଶାଗୁଆଣୀ ଗଣ୍ଡି ଜବତ କରିଛି ବଡ଼ଗଡ଼ ବନବିଭାଗ ଏବଂ bhor3.46 ସମୟ କେରୁଆଁଝୋଳି ଛକ ରୁ ରେ ଅନ୍ୟ ଏକ ଵଲେରୋମେକ୍ସ ପିକଆପ ମଧ୍ୟରୁ ଗମ୍ଭାରୀ କାଠ ଗଣ୍ଡି ଯାହାର ଆନୁମାନିକ…
ଯୁବକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ
ଭଞ୍ଜନଗର,୨୯/୭ : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଇଲାକାରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିବା ଅଭିଯୋଗରେ ପୁଲିସ୍ ଭୂବନେଶ୍ବର ଭରତପୁର ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ସୋମବାର ଗିରଫ କରିଛି। ତାରସିଂ ଗ୍ରାମର ଯୁବରାଜ ନାୟକଙ୍କୁ ଅପହରଣ କରିଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ନାଇକ ଗତ ୨୭…
ଲୋକ ସମ୍ପର୍କ ପରସ୍ପର ପରିପୂରକ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର, 24/7: ସୂଚନା ଓ ଲୋକ ସମ୍ପର୍କ ପରସ୍ପର ପରିପୂରକ । ଜନ ସାଧାରଣଙ୍କୁ ସେବା ପ୍ରଦାନରେ ସୂଚନା ଅଧିକାରୀ ବା ଲୋକ ସଂପର୍କ ଅଧିକାରୀମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ଲୋକ ସଂପର୍କ ବୃଦ୍ଧି କରି ବିଭିନ୍ନ ବିଭାଗରୁ ସୂଚନା ପାଇବା ସହିତ ସୂଚନାକୁ ଜନ ସାଧାରଣଙ୍କ ନିକଟରେ…
ପିଜି ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା
ବ୍ରହ୍ମପୁର, : ବ୍ରହ୍ମପୁର ଏମକେସଜ ମେଡକାଲ କଲେଜ ଓ ହସପିଟାଲର ଶିଶୁ ବିଭାଗର ଆସୋସିଏଟ ପ୍ରଫେସର ଭାରତୀ ଦାସଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପିଜି ଛାତ୍ରଛାତ୍ରୀ। ମାନସିକ ନିର୍ଯାତନା ଦେଉଥୁବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଡିନ୍ ପ୍ରଫେସର ଡାକୁର ସୁଚିତ୍ରା ଦାସ ଏବଂ ପ୍ରଫେସର…
ସବୁ ପଞ୍ଚାୟତରେ ପହଞ୍ଚିବ ଆର୍ଥିକ ଅନ୍ତର୍ଭୁକ୍ତୀକରଣ
ଭୁବନେଶ୍ୱର,: କେନ୍ଦ୍ର ସରକାର ଚଳିତ ମାସ ୧ରୁ ଆରମ୍ଭ କରିଥିବା ଜାତୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ସାଚୁରେସନ୍ ଅଭିଯାନ ରାଜ୍ୟର ୬୨୧ଟି ପଞ୍ଚାୟତରେ ପହଞ୍ଚିଛି । ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ମାସିଆ ଅଭିଯାନ ରାଜ୍ୟର ସମସ୍ତ ୬୭୯୪ ପଞ୍ଚାୟତରେ ପହଞ୍ଚିବ…
ଗଙ୍ଗାଧର ମେହେର ବିଶବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା : ଅଧ୍ୟାପକ ଗିରଫ
ସମ୍ବଲପୁର,: ବାଲେଶ୍ୱର ଏଫଏମ୍ କଲେଜ ଘଟଣାର କିଛି ଦିନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା । ଏଥିରେ ମଧ୍ୟ ଜଣେ ଅଧ୍ୟାପକ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି । ଏଫଏମ୍ କଲେଜ ନିଆଁ ସାରା ଓଡ଼ିଶାରେ ହୁତୁହୁତୁ ହୋଇ ଜଳୁଥିବାବେଳେ ପୁଣି ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ…
5କୋଟିରୁ ଅଧିକା ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ
ବ୍ରହ୍ମପୁର ରେସିଡେନ୍ସିଆଲ ପ୍ଲଟ ଦେବା ନାଁରେ ଦୁଇ ଶହରୁ ଅଧିକା ଲୋକଙ୍କ ଠାରୁ 5କୋଟିରୁ ଅଧିକା ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ଗୋଷାଣୀନୂଆଗାଁର ଚେତନ କୁମାର ଚୌଧୂରୀ । ତାଙ୍କଠାରୁ ପ୍ରସ୍ତାବିତ…
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା: ଭଞ୍ଜନଗର ବିଧାୟକଙ୍କୁ ମନ୍ତ୍ରୀ କରିବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି
ଜଗନ୍ନାଥ ପ୍ରସାଦ, : ରାଜ୍ୟ ମନ୍ତ୍ରିମଣ୍ଡଳରେ ବର୍ତ୍ତମାନର ୬ଟି ମନ୍ତ୍ରୀ ପଦବୀ ଖାଲିପଡ଼ିଛି। ଏଥିସହ ବିଭିନ୍ନ ନିଗମ ଗୁଡ଼ିକରେ ମଧ୍ୟ ଅଧକ୍ଷ ପଦବୀ ଖାଲିପଡ଼ିଛି। ନବ ନିର୍ବାଚିତ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାକୁ ଯାଉଛି ବୋଲି ପୁରୀଠାରେ…
ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗବାଡି ଗାଁରେ ଜଣେ ବ୍ୟକ୍ତିକୁ ହତ୍ୟା
ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗବାଡି ଗାଁରେ ଜଣେ ବ୍ୟକ୍ତିକୁ ହତ୍ୟା । ହତ୍ୟା କାଣ୍ଡ ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଗାଁ ର ଦିଲ୍ଲୀପ ପାତ୍ର । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ଦିଲ୍ଲୀପଙ୍କୁ ହତ୍ୟା କରାଯାଇଛି l ଦିଲ୍ଲୀପଙ୍କ ଘର ସମ୍ମୁଖରେ ରେ ହିଁ କିଛି…
ବଢ଼ିଚାଲିଛି ବେଆଇନ ମୋରୋମ ଚାଲାଣ,ପ୍ରଶାସନକୁ ଚ୍ୟାଲେଞ୍ଜ ଦେଉଛନ୍ତି ମାଫିଆ
କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଅଗ୍ନିଶମ କେନ୍ଦ୍ର ପଛପଟେ ବେଆଇନ୍ ଭାବେ ମୋରମ ଚାଲାଣ ହେଉଥିବାର ଖବର ପାଇ ବ୍ରହ୍ମପୁର ସଦର ପୋଲିସ ଚଢ଼ାଉ କରି ୪ଟି ମୋରମ ବୋଝେଇ ଟ୍ରାକଟର ସମେତ ୧ଟି ଜେସିବି ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଗାଡ଼ି ଚାଳକ ସମେତ ମୋଟ ୬ ଜଣକୁ ଗିରଫ…