Browsing Category

ଅପରାଧ

ୟପୁ ଅି ।ଇ ପାଇ ଁ ହୋଟେଲ ୍ କମର୍ଚ ।ରୀଙ୍କ ୁ ମଳି ନୁ ି ଟପି ସ୍

ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ୍ କ୍ଷେତ୍ରରେ ୟୁପିଆଇ ବିପ୍ଳବ ଆଣିବା ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରୁଥିଲା । କର୍ମକ୍ଷେତ୍ରକୁ ଯିବା ଲାଗି ଗମନାଗମନ ସହ ବହୁ ଲୋକଙ୍କ ପାଇଁ ବରଦାନ ସାଜିଛି । କିନ୍ତୁ କିଛି ଲୋକଙ୍କ ପାଇଁତାହା ଅସୁବିଧା ମଧ୍ୟ ସୃଷ୍ଟି କରିଛି । ହୋଟେଲ୍ର କର୍ମଚାରୀମାନେ…

ଶକ୍ତିପୀଠରେ ନବରାତ୍ର ପୂଜା

ଭୁବନେଶ୍ୱର,୧୫ା୧୦(ଡିକେ ନୁ୍ୟଜ): ଆଜି ଠାରୁ ଆରମ୍ଭହୋଇଛି ଆଶ୍ୱିନ ଶୁକ୍ଳ ପକ୍ଷର ଶାରଦୀୟ ନବରାତ୍ରି ପୂଜା ।ଆଉ ମାତ୍ର କିଛି ଦିନ ପରେ ଧରାବତରଣ କରିବେଜଗତଜନନୀ ମା’ ଦୁର୍ଗା । ଶାରଦୀୟ ଦୁର୍ଗାପୂଜା ଅବସରରେ·ଲିଛି ମା’ଙ୍କ ଷୋଡଶ ଉପ·ର ପୂଜା । ଆଜି ନାରାୟଣୀବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି…

ଶ୍ରୀମନ୍ଦିରରେ ସାଗର ବିଜେ ନୀତି ସମ୍ପନ

ପୁରୀ,୧୪ା୧୦(ଡିକେ ନୁ୍ୟଜ):ମହାଳୟା ତିଥିରେ ଅମାବାସ୍ୟାନାରାୟଣଙ୍କ ସାଗରବିଜେ ନୀତି ସଂପନ୍ନହୋଇଛି । ଆଜି ସକାଳୁ ସକାଳ୫ଟା୨୫ରେ ଶ୍ରୀମନ୍ଦିରର ଦ୍ୱାର ଫିଟିବାପରେ ୬ଟାରେ ଭିତରଶୋଧ ଓ୬ଟା୧୦ରେ ମଙ୍ଗଳଆଳତି ହୋଇଥିଲା ।ଏହାପରେ ମଇଲମ୍, ତଡପଲାଗି,ଅବକାଶ, ମଇଲମ୍ ଓ ରୋଷହୋମ ଆଦିଶ୍ରୀମନ୍ଦିରର…

କଡ଼ାକଡ଼ି ହେବ ପଲିଥିନ୍ ଚଢଉ: ଟାର୍ଗେଟ୍ରେ ହୋଲ୍ସେଲ୍ ବେପାରୀ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ପଲିଥିନ୍ ଚଢଉକୁ ନେଇପୁଣି ଥରେ ବିଏମସିର ନିଦ ଭାଙ୍ଗିଛି । ଶନିବାରକମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେବସିଥିବା ଏକ ସମୀକ୍ଷା ବେଠକରେ ଭୁବନେଶ୍ୱରକୁପଲିଥିନ୍ ମୁକ୍ତ କରିବାକୁ ଅଧିକାରୀମାନେ ପୁଣି ଥରେଶପଥ ନେଇଛନ୍ତି । ଚଢଉ ଜୋର୍ଦାର…

କମିସନରେଟ୍ ପୋଲିସ କବଜାରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ନିଜରଆକର୍ଷଣୀୟ ଚେହେରାରେ ଫସାଉଥିଲେ । ଆଉନିଶା ଦେଇ ଟ୍ରେନ୍ ଯାତ୍ରୀଙ୍କୁ ଲୁଟୁଥିଲେ ।ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନରେ ନିଜର ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରୁଥିଲେ ମୁସ୍କାନ ଓରଫ ସରିଫାଖାତୁନ୍ । ଶନିବାର ଭୁବନେଶ୍ୱର…

୨୩ ଜାନୁଆରୀକୁ ଜାତୀୟ ପତାକା ଦିବସ ପାଳନ କରିବାକୁ ନବୀନ ଜିନ୍ଦଲଙ୍କ ଆହ୍ୱାନ

ଟକ, (ଡିକେ ନୁ୍ୟଜ୍): ଜାନୁଆରୀ୨୩ ତାରିଖରେ ଆମେ ଜାତୀୟପତାକାକୁ ସମ୍ମାନର ସହ ପ୍ରଦର୍ଶନକରିବାର ଅଧିକାର ପାଇଥିବାରୁଆମେ ଏହି ଦିନକୁ ଜାତୀୟ ପତାକାଦିବସ ଭାବରେ ପାଳନ କରିବାଉଚିତ ବୋଲି ଫ୍ଲାଗ ଫାଉଣ୍ଡେସନଅଫ୍ ଇଣ୍ଡିଆର ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାର(ଜେଏସପି)ର ଅଧ୍ୟକ୍ଷ ନବୀନଜିନ୍ଦଲ…

ବଳାକ୍ରାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର,(ଡିକେ ନୁ୍ୟଜ): ଏକବଳାକôାର ମାମଲାର ବିଚାର କରିଅଭିଯୁକ୍ତ ବୁଦେ୍ଧଶ୍ୱର ମୁଣ୍ଡା(୩୨)ପିତା-ଜଗବନ୍ଧୁ ମୁଣ୍ଡା, ଗ୍ରାମ-ନୂଆଖମଣ, ଥାନା-ତୁରୁମୁଙ୍ଗା, ଜିଲ୍ଲାକେନ୍ଦୁଝର ଙ୍କୁ ଦୋଷୀ ସାବ୍ୟସ୍ତ କରି୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା, ଜୋରିମାନାଅନାଦେୟ…

ରାଉରକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି

ରାଉରକେଲା,୧୩ା୧୦(ଡିକେ ନୁ୍ୟଜ): ଧାର୍ମିକ ପୀଠର ବିକାଶ ପାଇଁ ରାଉରକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ପାଇଁ ଅନୁମୋଦିତ ହୋଇଛି ଆଉ ୧୪ କୋଟି ୫୦ ଲକ୍ଷ ଟଙ୍କା । ପୀଠର ବିକାଶ ଜାରି ରହିଥିବାବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଅଧିକ…

ମହିଳା ପୋଷ୍ଟ ମାଷ୍ଟର ହତ୍ୟା ମାମଲାର ପର୍ଦ୍ଦାଫାସ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ମହିଳା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାର ପର୍ଦ୍ଧାଫାସ୍ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି । ପ୍ରେମିକ ନୟନ ସେଠ୍ ଛୁରିରେ ସ୍ନିଗ୍ଧାଙ୍କୁ ବାରମ୍ବାର ଭୁସି ହତ୍ୟା କରିଥିଲା । ସ୍ନିଗ୍ଧାଙ୍କ ପରିବାର ଲୋକ ଉଭୟଙ୍କୁ ଅଲଗା…

ୟୁନିଅନ ବ୍ୟାଙ୍କ୍ ଡକାୟତି ଘଟଣାରେ ଲୁଟେରା ଟିମର ୬ ଜଣ ଗିରଫ

ବାଲେଶ୍ଵର: ତାଳସାରି ସାମୁଦ୍ରିକ ଥାନା ଅଧୀନରେ ଥିବା ଚନ୍ଦନେଶ୍ଵର ୟୁନିଅନ ବ୍ୟାଙ୍କ୍ ଡକାୟତି ଘଟଣାରେ ବାଲେଶ୍ଵର ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସର ସ୍ୱତନ୍ତ୍ର ଟିମ୍ ବ୍ୟାଙ୍କ୍ ଲୁଟେରା ଟିମର ୬ ଜଣଙ୍କୁ ଗିରଫ କରିଛି ବୋଲି ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା…