Browsing Category

ଅପରାଧ

ସେମିକଣ୍ଡକ୍ଟର ହବ୍ରେ ପରିଣତ ହେବ ଓଡ଼ିଶା

ଭୁବନେଶ୍ୱର,(ଡିକେ ନୁ୍ୟଜ୍):ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବା ଲାଗି "ଓଡ଼ିଶାଫର ସିଲିକନ-୨୦୨୩'ଆୟୋଜନ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ଏକ ଉତ୍ସାହଜନକ ସେମିକଣ୍ଡକ୍ଟର ବ୍ୟବସ୍ଥା ଗଢ଼ିତୋଳିବାରେ ଏହି କାର୍ଯ୍ୟକ୍ରମ ସହାୟକ…

କଙଋଶିଳ୍ପୀ ଦେବେଶ ପତି ଗିରଫ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ନାମୀ ଦାମୀ ଓଡ଼ିଆ ସିଙ୍ଗରଦେବେଶ ପତି ଗିରଫ । ଲଭ ସେକ୍ସ ଧୋକ୍କା ଅଭିଯୋଗରେ ଗିରଫ କରିଛି ନୟାପଲି ଥାନା ପୋଲିସ । ଲଚକ୍ ମଣି ବେବି ଲୋ ବୟଫ୍ରେଣ୍ଡ ତୋରା ହେବି ଲୋ ବୁଲେଟ୍ ଗାଡ଼ିରେ ବଜାର ବୁଲାଇ ନେବି ଏହି ଚର୍ଚ୍ଚିତ ଗୀତର ଗାୟକ ଦେବେଶ ପତି ଏବେ ଜେଲର ହାୱା…

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥାପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଗୁରୁତର ଅବସ୍ଥାରେ ଭୁବନେଶ୍ୱରରକେୟାର ହସ୍ପିଟାଲରେ ଚିକିତ୍ସାଧୀନଅଛନ୍ତି । ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ସୂଚନାମିଳିଛି । ସେ ଏବେ ଆଇସିୟୁରେଚିକିତ୍ସିତ ହେଉଥିବା ବେଳେ…

ବାଲେଶ୍ୱର ଓ ବଲାଙ୍ଗୀରରେ “ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ

ଭୁବନେଶ୍ୱର,୩୧ା୧୦(ଡିକେ ନୁ୍ୟଜ):ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀମହତ୍ୱକାଂକ୍ଷୀ ଯୋଜନା "ଆମ ଓଡିଶାନବୀନ ଓଡିଶା' ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢକରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ ।ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତିପଞ୍ଚାୟତ, ପ୍ରତି ଗାଁ । ଆଜି…

“ମନ୍ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ "ମେରା ଯୁବା ଭାରତ'"ମନ୍ କି ବାତ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ନିଜର ମାସିକ ରେଡିଓକାର୍ଯ୍ୟକ୍ରମ "ମନ୍ କି ବାତ'ର୧୦୬ ତମ ଏପସୋଡ ମାଧ୍ୟମରେଲୋକମାନଙ୍କୁ ଲୋକାଲ ଜିନିଷକଣିବାକୁ ଅନୁରୋଧ କରିଛନ୍ତି…

ପାଣ୍ଡ୍ୟାଙ୍କ ପରେ ଆହତ ହେଲେ ଜାଡେଜା

ମୁମ୍ବାଇ, ୨୧ା୧୦: ରବିବାର ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମୁହାଁମୁହିଁ ହେବେ । ଧର୍ମଶାଳାରେ ଏହି ମ୍ୟାଚ ଖେଳାଯିବାକୁ ଥିବାବେଳେ ଟିମ ଇଣ୍ଡିଆକୁ ଝଟକା ଲାଗିଛି । ବାସ୍ତବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଆଘାତ ହୋଇଥିବାର ଖବର ଆସୁଛି । ରୋହିତ ଶର୍ମାଙ୍କ…

ଭାରତକୁ ସତର୍କ କଲା ଆମେରିକା ଏଲ୍ଏସିରେ ସୈନ୍ୟ ମୁତୟନ ବଢ଼ାଉଛି ଚୀନ

ନୂଆଦିଲ୍ଲୀ,୨୧ା୧୦(ଡିକେ ନୁ୍ୟଜ):ଭାରତର ଚିନ୍ତା ବଢାଇଛି ଆମେରିକା ରକ୍ଷାବିଭାଗ ପେଣ୍ଟାଗନର ଏକ ରିପୋର୍ଟ । ଏହିରିପୋର୍ଟରେ କୁହାଯାଇଛି ଯେ ସୀମାରେ ପୁଣି ଚୀନ୍ ସେନାର ଗତିବିଧି ବଢ଼ିଛି ।ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ନିକଟରେ ମୁତୟନ ହୋଇଥିବା ଚୀନୀସୈନ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି…

ନଭେମ୍ବର ୨୨ ପର୍ଯ୍ୟନ୍ତ ବଢ଼ିଲା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ରହଣି

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଆଜି ଦିଲ୍ଲୀର ରାଉଜ୍ ଆଭେନ୍ୟୁଅଦାଲତ "ଆପ୍' ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କହାଜତ ରହଣି ମିଆଦକୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ଅବକାରୀ ନୀତିରେ ଦୁର୍ନୀତି କରାଯାଇଥିବା ଅଭିଯୋଗରେ "ସିବିଆଇ' ଦ୍ୱାରାଗିରଫ…

ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ସୋସିଆଲ ମିଡିଆରେ ମହାପ୍ରଭୁଶ୍ରୀଲିଙ୍ଗରାଜଙ୍କ ଫଟୋ ଭାଇରାଲହୋଇଛି । ମହାପ୍ରସାଦ ୱେବସାଇଟରେଥିବା ଗର୍ଭଗୃହର ଦୁଇଟି ଫଟୋଭାଇରାଲ ହୋଇଛି । ସାହାଣମେଲାଦର୍ଶନ ସରିବା ପରେ ମହାପ୍ରଭୁଙ୍କଗୋଟିଏ ଫଟୋ ରହିଥିବା ବେଳେବଡ଼ସିଂହାର ପରେ ଠାକୁରଙ୍କ ବେଶରଅନ୍ୟ ଏକ ଫଟୋ ଏହି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶିଳ୍ପପତି ବାଲକ୍ରିଷ୍ଣ ଗୋଏଙ୍କା

ଭୁବନେଶ୍ୱର,୧୮ା୧୦(ଡିକେ ନୁ୍ୟଜ): ବିଶିଷ୍ଟଶିଳ୍ପପତି ତଥା ୱଲସ୍ପନ ଗ୍ରୁପ୍ର ଅଧ୍ୟକ୍ଷ ବାଲକ୍ରିଷ୍ଣଗୋଏଙ୍କା ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ।ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାହୋଇଛି । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ…