Browsing Category

ଅପରାଧ

ଫିଲ୍ମ ଷ୍ଟାଇଲରେ ଟଙ୍କା ଭର୍ତ୍ତି ଭ୍ୟାନ ଲୁଟିଲେ ମୁଖାପିନ୍ଧା ଦୁର୍ବୃତ୍ତ

ତିଗିରିଆ/ଭୁବନେଶ୍ୱର, : ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏଟିଏମକୁ ଯାଉଥିବା ଭ୍ୟାନରୁ ଦିନ ଦ୍ୱିପ୍ରହରରେ ବନ୍ଧୁକମୁନରେ କୋଟିଏରୁ ଅଧିକ ଟଙ୍କା ଲୁଟ୍‌ ହୋଇଛି । କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ତିଗିରିଆ ଥାନା ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଏଭଳି କାଣ୍ଡ…

ଗଛ କଟା ଅଭିଯୋଗରେ ୬ ଗିରଫ

ରାଇଘର, : ନୀଳଗିରି ଜଙ୍ଗଲରୁ ୪୦ ବର୍ଷ ପୁରୁଣା ଗଛ କାଟାକୁ ନେଇ ଅଡୁଆରେ ବନ ସଂରକ୍ଷଣ ସମିତି ଓ ବନ ବିଭାଗ । ବନ ବିଭାଗ ପକ୍ଷରୁ ୬ ସଦସ୍ୟ ଗିରଫ୍‌ । ପୁର୍ବତନ ବିଧାୟକ ଏବଂ ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସଂଗିନ୍‌ ଅଭିଯୋଗ । ଲକ୍ଷାଧିକ ଟଙ୍କା ନେଇ ସହଯୋଗ କରିଥିବା ଅଭିଯୋଗ କଲା ବନ…

ନାଟମଣ୍ଡପ ମରାମତି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ, : ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ଅବହେଳାକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱବ ସର୍ବେକ୍ଷଣ ସ୍ଥସ୍ଥା (ଏଏସ୍‌ଆଇ) ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ମଙ୍ଗଳବାର ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ୨୦୧୭ରୁ ଏଏସ୍‌ଆଇ କ’ଣ କରୁଛି ବୋଲି ହାଇକୋର୍ଟ ପ୍ରଶ୍ନ…

ରାଜଧାନୀରେ ବଧୂହତ୍ୟା ଅଭିଯୋଗ: ଥାନାରେ ସ୍ୱାମୀ ଅଟକ

ଭୁବନେଶ୍ୱର,: ରାଜଧାନୀ ଭୁବନେଶ୍ୱରରେ ବଧୂହତ୍ୟା ଅଭିଯୋଗ ହୋଇଛି । ଝିଅକୁ ଶାଶୁଘରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଏୟାରଫିଲ୍ଡ ଥାନା ଅରବିନ୍ଦ ନଗରରେ ପ୍ରିୟଙ୍କା ମିଶ୍ରଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଅଢେଇ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ାର…

୮ ତାରିଖକୁ ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର, : ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍‌ ସଞ୍ଜୟ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି । ଅପଡେଟ୍‌ କେସ ଡାଏରି ଓ ପୁରୁଣା କେସ୍‌ ରେକର୍ଡ…

ଅବକାରୀ ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ାଉ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ପୋଡାଗଲା

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲାର ଦୁର୍ଗମ ବନାଞ୍ଚଳର ଥଣ୍ଡା ଜଳବାୟୁ ଓ ଜଙ୍ଗଲ ଜମିର ମାଟି ଗଞ୍ଜେଇ ଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ଜିଲ୍ଲାର କେତେକ ବନାଞ୍ଚଳରେ ଚୋରାରେ ଗଞ୍ଜେଇ ଚାଷ କରାଯାଉଛି । କେତେକ ଶକ୍‌ତିଶାଳୀ ମାଫିଆଙ୍କ ଦ୍ୱାରା ଏହି ଚୋରା ଗଞ୍ଜେଇ ଚାଷ କରାଯାଉଥିବାବେଳେ ନିରୀହ…

ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାକୁ ନିନ୍ଦା

ବ୍ରହ୍ମପୁର, : ରାଜଧାନୀ ଭୁବନେଶ୍ୱରରେ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ…

ଅବକାରୀ ଚଢ଼ାଉ; ୬ ଗିରଫ

ଆଠମଲ୍ଲିକ, : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି କିଶୋର ନଗର ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି ଓ ବିଭାଗ ସୂତ୍ରରୁ ପ୍ରକାଶ ଯେ କଳମାଳକଟା ଗ୍ରାମର କୈଳାସ ସେଠୀଙ୍କ ଠାରୁ ୨୪ ଲିଟର, ଝିଙ୍କି ବାହଳ ଗ୍ରାମର ଝାରୁ ମିର୍ଦ୍ଧାଙ୍କ ଠାରୁ ୧୦ ଲିଟର, ଚମ୍ପା…

୧୪ ଦିନିଆ ହାଜତକୁ ଗଲେ ଟୁଟୁ ନାୟକ

ଭୁବନେଶ୍ୱର, : ଏକ ଓଡ଼ିଆ ଖବର ଚ୍ୟାନେଲର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ ଶନିବାର ଦିନ ଫିଲ୍ମ ପ୍ରଯୋଜକ ସଂଜୟ ନାୟକ (ଟୁଟୁ)ଙ୍କୁ ଜେଲ ଯିବାକୁ ପଡ଼ିଛି । ଭୁବନେଶ୍ୱର ଏସଜିଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଟୁଟୁ ନାୟକ ୧୪ ଦିନିଆ…

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା!

ପୁରୀ,୩ା୧୧(ଡିକେ ନୁ୍ୟଜ): ଶ୍ରୀକ୍ଷେତ୍ର ଇତିହାସରେଯୋଡିହେବ ନୂଆ ଅଧ୍ୟାୟ । ଜାନୁଆରୀ ୧୭ତାରିଖରେହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଜିର ଆଲୋଚନା ନେଇ କାଲିର ପରିଚାଳନା କମିଟି…