Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସଂସଦ ଷଡ଼ଯନ୍ତ୍ର : କୁଆଡେ଼ ଗଲା ମାଷ୍ଟରମାଇଣ୍ଡ
ନୂଅଦିଲ୍ଲୀ,୧୪ା୧୨: ପାର୍ଲାମେଣ୍ଟର ଲୋକସଭାରେ ଅନୁପ୍ରବେଶକାରୀଙ୍କ ହଙ୍ଗମା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ତନାଘନା । ୫ ଅଭିଯୁକ୍ତ ଧରା ପଡ଼ିଥିବା ବେଳେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କୁ ଖୋଜୁଛି ପୋଲିସ । ଲଳିତର ଶେଷ ଲୋକେସନ ରାଜସ୍ଥାନ ବୋଲି ଜଣାପଡ଼ିଛି ।…
ପୁରୀରେ ପୋଲିସର ଏନକାଉଣ୍ଟର
ପୁରୀ : ପୁରୀରେ ପୋଲିସର ଏନକାଉଣ୍ଟର। ଅପରାଧି ସନ୍ତୁ ବାରିକକୁ ଏନକାଉଣ୍ଟର କରିଛି ପୋଲିସ। ସନ୍ତୁର ଗୋଡ଼ରେ ଗୁଳି ବାଜି ଥିବା ସୂଚନା ମିଳିଛି। ଗିରଳ ଜଙ୍ଗଲରେ ଲୁଚିଥିଲା ସନ୍ତୁ ବାରିକ। ବ୍ରହ୍ମଗିରି ସନ୍ତୁ ନାଁରେ ରହିଛି ଦୁଇଟି ମାମଲା । ଫେରାର ଥିଲା ସନ୍ତୁ ବାରିକ। ଖସିବାକୁ ଉଦ୍ୟମ ବେଳେ…
ସଲମାନଙ୍କୁ ପୁଣି ହତ୍ୟା ଧମକ
ମୁମ୍ବାଇ, ୨୯ା୧୧: ଅପରାଧୀଙ୍କ ଟାର୍ଗେଟରେ ବଲିଉଡର ଭାଇଜାନ୍ ସଲମାନ ଖାନ୍ । ତାଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଅନେକ ଥର ତାଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ଏବେ ପୁଣି ତାଙ୍କୁ ପାଖକୁ ଧମକ ଭରା ମେସେଜ ଆସିଛି । ଏହାପରେ ମୁମ୍ବାଇ ପୋଲିସ ଆଲର୍ଟ ମୁଡ୍ ଆସିଯାଇଛି । ସୂଚନା…
ଡିପ୍ଫେକ୍ ରୋକିବାକୁ ଅଣ୍ଟା ଭିଡ଼ିଲା କେନ୍ଦ୍ର
ନୂଆଦିଲ୍ଲୀ,୨୩ା୧୧: ଅଭିନେତା ହୁଅନ୍ତୁ କି ନେତା, ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଜନତା ଏବେ ସମସ୍ତଙ୍କୁ ଘାରିଛି ଡିପ୍ଫେକ୍ର ଡର । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ପ୍ରଯୁକ୍ତି ବ୍ୟବହାର କରି ନକଲି ଭିଡ଼ିଓ ପ୍ରସ୍ତୁତ କରାଯିବାକୁ ନେଇ ବଢ଼ିଛି ସମସ୍ତଙ୍କ ଚିନ୍ତା ଏଭଳି ଅନୈତିକ…
ନିଶାରେ ଅପରାଧ ଘଟାଇଥିବା ଦର୍ଶାଇଲେ ମଧ୍ୟ ଦଣ୍ଡାଦେଶରୁ ମିଳିବନି ମୁକ୍ତ
ନୂଆଦିଲ୍ଲୀ,୨୩ା୧୧: ସୁପ୍ରିମକୋର୍ଟ କହିଛନ୍ତି ମଦ୍ୟପାନ କରି ନିଶାରେ ଥିବା ସମୟରେ ଏହି ଅପରାଧ ହୋଇଛି ବୋଲି ଯୁକ୍ତି କରି ଦଣ୍ଡକୁ ଏଡାଯାଇପାରିବ ନାହିଁ । ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଶୀର୍ଷକୋର୍ଟ ଖାରଜ କରି ଏଭଳି କହିଛନ୍ତି । ଜଣେ ବ୍ୟକ୍ତିଙ୍କୁ…
କାଳୁଚୁଆ ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ!
ଖୋର୍ଦ୍ଧା, : ବେଗୁନିଆ ତହସିଲ ଅଧିନସ୍ଥ ଡ଼ଙ୍ଗରପଡା ଗ୍ରାମର କାଳୁ ଚୁଆ ପାହାଡ଼ରେ ବେଆଇନ ଭାବରେ ବ୍ଲାଷ୍ଟିଂ ନେଇ ଗ୍ରାମବାସୀ ମାନେ ଲିଖିତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ଏବଂ ଖୋର୍ଦ୍ଧା ଼ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୁରୀ ଶ୍ରୀମନ୍ଦିର ପ୍ରଶାସନର…
ଡିପ୍ଫେକ୍ : ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ
ଡିପ୍ଫେକ୍ : ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ,୧୭ା୧୧: ସମ୍ପ୍ରତି ଦେଶରେ "ଡିପ୍ଫେକ୍' ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ୍ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି । ପ୍ରତିଷ୍ଠ ଲୋକଙ୍କ ଫଟୋ…
ହତ୍ୟାକାଣ୍ଡର ପର୍ଦାଫାଶ, ଅଭିଯୁକ୍ତ ଗିରଫ
ବୈପାରିଗୁଡା, : ବୈପାରିଗୁଡା ଅଂଚଳରେ •ଞ୍ଚଲ୍ୟ ସୃଷ୍ଟି କରିଥିବା ଭଳି ଏକ ହତ୍ୟାକାଣ୍ଡ ମାମଲା ଗତ ବୁଧବାର ସନ୍ଧ୍ୟା ୬ଟା ସମୟରେ ଲୋକ ଲୋଚନକୁ ଆସିଥିଲା । ସେହି ସମୟରେ ଅଭିଯୁକ୍ତ କାଣ୍ଡ ଘଟାଇ ଘଟଣା ସ୍ଥଳରୁ ଫେରାର ମାରିଥିଲା । ଏହି ଘଟଣା ପୋଲିସକୁ •ଲେଞ୍ଜ ଦେଇଥିବା ବେଳେ ବୈପାରିଗୁଡା…
ମନ୍ଦିର ପୂଜକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ
କୋରାପୁଟ, : କୋରାପୁଟ ସଦରମହକୁମା ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ ୨ ମହିଳାଙ୍କ ସମେତ ୫ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ । ରମେଶ ତ୍ରିପାଠୀ ସରକାରୀ ଚାକିରୀ ରୁ ଅବସର ନେବା ପରେ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ଭାବେ କାର୍ଯ୍ୟ କରୁଥିଲେ…
ଫ୍ଲିପ୍କାର୍ଟ ଅଫିସରୁ ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା ବାକ୍ସ
କଟକ, : ମାତିଛନ୍ତି ଲୁଟେରା । ପୁଣି ବନ୍ଧୁକ ମୁନରେ ଆଠଗଡ଼ ଅଞ୍ଚଳରୁ ହୋଇଛି ଲୁଟ୍ । ଆଠଗଡ଼ ଥାନା ଅଶୋକ ନଗରର ସ୍ଥିତ ଫ୍ଲିପ୍କାର୍ଟ ଅଫିସରେ ପଶି ବନ୍ଧୁକ ଦେଖାଇ ଟଙ୍କା ବାକ୍ସ ଲୁଟ୍ କରିଛନ୍ତି ଲୁଟେରା । ମିଳିଥିବା ସୂଚନା ଅନୁସାରେ ଅଶୋକନଗର ସ୍ଥିତ ଫ୍ଲିପ୍କାର୍ଟ ଅଫିସରେ ସୋମବାର…