Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ମଣିୁର ହିଂସା: ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର
ବିଷ୍ଣୁୁର: ଥମୁନି ମଣିୁର ହିଂସା। ଗୁଳିକାଣ୍ଡ ସହିତ ବୋମାମାଡ। ବଳି ପଡୁଛି ନିରୀହ ଜୀବନ। ଗତ ବୁଧବାର ଦିନ ଗୁଳିକାଣ୍ଡ ପରେ ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ନିଖୋଜ ୪ ଜଣଙ୍କ ଗତକାଲି ମୃତଦେହ ଉଦ୍ଧାର। ଆତଙ୍କବାଦୀମାନେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି…
ରହସ୍ୟଘେରରେ ଶ୍ରମିକ କ୍ଷୀର ମାଝୀଙ୍କ ମୃତ୍ୟୁ
ଦାଦନ ସର୍ଦ୍ଦାରର ଭୂମିକାକୁ ନେଇ ପ୍ରଶ୍ନବାଚୀ ଶୁଦ୍ଧିକ୍ରିୟା ପରେ ପୁଣି ଦାଦନ ଖଟିବାକୁ ପରିବାରକୁ ଧମକଚମକ ଏକମାତ୍ର ରୋଜଗାରିଆ ବ୍ୟକ୍ତିକୁ ହରାଇ ବେସାହାରା ପରିବାର ପାଟଣାଗଡ଼, ବେଲପଡା ବ୍ଲକ ଖଲଖଲି ଗାଁର ଦାଦନ ଶ୍ରମିକ କ୍ଷୀର ମାଝୀଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଛି। ତାଙ୍କୁ ହତ୍ୟା…
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିିଟି ହତ୍ୟା
ବୌଦ୍ଧ, ବୌଦ୍ଧ ଥାନା ହରଭଙ୍ଗା ବ୍ଳକ ଅର୍ନ୍ତଗତ ସାମ୍ପୋଚ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ଦୁଇଭାଇ ଜଣେ ଯୁବକକୁ ଠେଙ୍ଗାରେ ପିଟି ପିଟି ହତ୍ୟାକରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସାମ୍ପୋଚ ଗ୍ରାମର ସତ୍ୟନାରାୟଣ ସ୍ୱାଇଁ ବୋଲି…
ବେଆଇନ୍ ଭାବେ ଚାଲାଣ ୧୧ ଜଣ ଶ୍ରମିକ ଉଦ୍ଧାର
ବଲାଙ୍ଗିର, ବେଆଇନ୍ ଭାବେ ଚାଲାଣ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଦାଦନ ସର୍ଦ୍ଦାରଙ୍କୁ ଗିରଫ୍ କରିଛି ବଲାଙ୍ଗିର ଟାଉନ୍ ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଡ଼ିିଓ ତୋଫାନ ବାଗ। ବେଲପଡ଼ା ପଟୁ ଏକ ବସ୍ ଯୋଗେ ଜଣେ ଦାଦନ ସର୍ଦ୍ଦାର ବେଆଇନ ଭାବେ…
ଚମ୍ପା ଘାଟିରେ ଓଲଟିଲା ପିକ୍ଅପ :୨୧ ଆହତ
ପାରଳାଖେମୁଣ୍ଡି,ଗଜପତି ଜିଲା ଆର, ଉଦୟଗିରି ଚମ୍ପା ଘାଟିରେ ସୋମବାର ରାତି ପ୍ରାୟ ସାଢେ଼ ୮ଟାରେ ଏକ ପିକ୍ଅ ପିକ୍ଅପ୍ ଭ୍ୟାନ ଓଲଟି ପଡ଼ିବାରୁ ୨୧ ଜଣ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ଆର୍, ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…
ପିଶାଚୀ ପାଲଟିଲା ଉଚ୍ଚଶିକ୍ଷିତା ମା’ ୪ ବର୍ଷର ପୁଅକୁ ଗୋଆରେ ହତ୍ୟା
ନୂଆଦିଲ୍ଲୀ,ମାତୃତ୍ୱରେ ରକ୍ତଛିଟା। ନିଜ କୋଳକୁ ରକ୍ତରଞ୍ଜିତା କଲା ଉଚ୍ଚ ଶିକ୍ଷିତା ମା’। ୪ ବର୍ଷର ନିଷ୍ପାପ ପୁତ୍ରକୁ ଗୋଆ ହୋଟେଲରେ ହତ୍ୟା କରି ଟ୍ୟାକ୍ସିରେ ବେଙ୍ଗାଲୁରୁ ପଳାଇ ଯାଉଥିଲା। ମମତାମୟୀ
ମା’ ପାଲଟିଗଲା ପିଶାଚୀନୀ। ତାଙ୍କୁ ନା ଅଟକାଇ ପାରିଲା ନିଜର ଖ୍ୟାତି ନା ବାତ୍ସଲ୍ୟମମତା।…
ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ
ଭୁବନେଶ୍ୱର,ରାଜଧାନୀ ଭୁବନେଶ୍ୱର ସହିଦ ନଗର ତାରିଣୀ ବସ୍ତିରେ ଗୁଣି ଗାରେଡି ସନ୍ଦେହରେ ପରିବାରକୁ ଆକ୍ରମଣ। ୩୦ରୁ ୪୦ଜଣ ଲୋକ ସଂଘବଦ୍ଧ ଭାବେ ପୁରା ପରିବାରକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ମାଡ଼ମାରି ମୁହଁ ଫଟାଇବା ସହ ପରିବାରର ଝିଅକୁ ଦୁର୍ବ୍ୟବହାର ନେଇ ଶହୀଦନଗର ଥାନାରେ ଏତଲା…
ଖଲଖଲି ଗାଁରେ ଅଭାବନୀୟ ଘଟଣା
ପରିବାର ଲୋକଙ୍କୁ ବନ୍ଧା ରଖି ମୃତ ଶରୀରକୁ ଗାଁକୁ ପଠାଇଲା ଦାଦନ ସର୍ଦ୍ଦାର ପାଟଣାଗଡ଼, ବେଲପଡା ବ୍ଲକରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳୁଛି। ପେଟ ପାଟଣା ପାଇଁ ଦାଦନ ଯାଇ ଶବ ହୋଇ ଗାଁ ଫେରୁଛନ୍ତି ଶ୍ରମିକ। ତେବେ ଶ୍ରମିକର ମୃତ୍ୟୁ ପରେ ବିଦାଦନ ସର୍ଦ୍ଦାର ପରିବାର ଲୋକଙ୍କୁ ବନ୍ଧକ ରଖି…
କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ଚାରି ମାସ ମଧ୍ୟରେ କାମ ଶେଷ କରିବାକୁ ପରାମର୍ଶ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଚାରି ମାସ ମଧ୍ୟରେ କାମ ଶେଷ କରିବାକୁ ପରାମର୍ଶ ଭୁବନେଶ୍ୱର, ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା…
ଦେଶରେ ବଢୁଛି ମହିଳା ବିରୋଧୀ ଅପରାଧ
ନୂଆଦିଲ୍ଲୀ,୨୪ା୧୨ : ଦେଶରେ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଛି। ନିଖୋଜ ମାମଲା ମଧ୍ୟ ଚିନ୍ତା ବୃଦ୍ଧି କରିଦେଇଛି। ଗତ ୬ ବର୍ଷରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୨୫ ଲକ୍ଷରୁ ଅଧିକ ବାଳିକା ଏବଂ ମହିଳା ନିଖୋଜ ହୋଇଯାଇଛନ୍ତି। ଅର୍ଥାତ୍ ଦିନକରେ ୧୧୬୭ ଜଣ ନିଖୋଜ…