Browsing Category

ଅପରାଧ

ଜନ୍ମ କଲା ମା’କୁ ପିଟି ପିଟି ହତ୍ୟା କଲା ପୁଅ

ବରଗଡ : ଜନ୍ମ କଲା ମା’କୁ ପିଟି ପିଟି ହତ୍ୟା କଲା ପୁଅ । ବରଗଡ଼ ସଦର ଥାନା ଅନ୍ତର୍ଗତ ପିପିଲିପାଲି ଗାଁର ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ଅଭିଯୁକ୍ତ ୨୦ ବର୍ଷୀୟ କାର୍ତ୍ତିକ ଭୁଏକୁ ସଦର ଥାନା ପୋଲିସ ଅଟକ ରଖିଛି । ଘଟଣାସ୍ଥଳରେ ବରଗଡ଼ ସଦର ପୋଲିସ…

ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଜିତୁକୁ ଏନକାଉଣ୍ଟର । ଜିତୁ ଓରଫ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କଲା ଖାରବେଳନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ । ବାଙ୍କୁଆଳ କୂଅଖାଇ ନଦୀ ପଠାରେ ଜିତୁକୁ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଏନକାଉଣ୍ଟର କରିଛି ପୋଲିସ…

ଜିନପିଙ୍ଗଙ୍କ ବିଦାୟ ପରେ ରୁଷର ଘନଘନ ମିଶାଇଲ ମାଡ

କିଭ୍‌ : ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ମିତ୍ର ଓ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଗତକାଲି ମସ୍କୋରୁ ବେଜିଂ ଫେରିଛନ୍ତି । ତାଙ୍କର ସଲାମୀ ବିଦାୟୀ ଋଷ ବୁଧବାର ରାତିସାରା ୟୁକ୍ରେନ୍‌ ଉପରେ ମିଶାଇଲ୍‌ ଓ ଡ୍ରୋନ୍‌ ମାଡ କରିଥିଲା । ରଏଟର୍ସର ରିପୋର୍ଟ ଅନୁସାରେ, ଋଷ ମିଜାଇଲ୍‌…

ଦୋଷୀ ସାବ୍ୟସ୍ତ ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀଙ୍କୁ ଅଦାଲତି ଝଟକା  । ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ।  ମାମଲା ସୁରଟ କୋର୍ଟରେ ଚାଲିଥିଲା ବେଳେ ଆଜିଥିଲା ଶୁଣାଣି  । ମାମଲାର ଶୁଣାଣି କରି ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି…

ସ୍କୁଲ ପିଲାଙ୍କୁ ଧକ୍କା ଦେଲା କାର: ଜଣେ ମୃତ, ୨ ଗୁରୁତର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ପିଲାଙ୍କୁ ଧକ୍କା ଦେଲା କାର। ଜଣେ ଛାତ୍ର ମୃତ, ଦୁଇ ଛାତ୍ର ଗୁରୁତର। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୁବର୍ଣ୍ଣପୁର ସଦର ବ୍ଲକ ସରଧାପାଲି ବିଦ୍ୟାଳୟ ନିକଟରେ ଦୁର୍ଘଟଣା ଘଟିଛି। ମୃତ ଛାତ୍ର…

ଦଶମ ଶ୍ରେଣୀ ଭୁଲ ପ୍ରଶ୍ନରେ ଭୁଲ ଉତ୍ତର ବାଣ୍ଟିବା ଘଟଣା, ମାଷ୍ଟରମାଇଣ୍ଡ ସହ ୮ ଜଣଙ୍କୁ ବାନ୍ଧିଲା ପୋଲିସ

କଳାହାଣ୍ଡି: ଦଶମ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ପରେ ଉତ୍ତର ବାଣ୍ଟିବା ଘଟଣାରେ ମାଷ୍ଟର ମାଇଣ୍ଡ ସହ ୮ ଗିରଫ । କଳାହାଣ୍ଡି କେସିଙ୍ଗାର ଘଟଣା । ପ୍ରମାଣ ମିଳୁନଥିବା କହି ଖସିଯାଉଥିଲେ । ଶିକ୍ଷା ବିଭାଗର ଏତଲା ପରେ ଶେଷରେ ୮ଜଣଙ୍କୁ ଗିରଫ  କରାଯାଇଛି । ଗିରଫ ମାଷ୍ଟରମାଇଣ୍ଡ ରୁପ୍ରା ଘରୋଇ…

ଶ୍ରୀକ୍ଷେତ୍ରରେ ବୁଲିଲା ପୁଣି ଖଣ୍ଡା, ୩ ଗୁରୁତର

ପୁରୀ:  ପୁଣି ପୁରୀରେ ବୁଲିଲା ଖଣ୍ଡା। ସଦର ଥାନା ଅନ୍ତର୍ଗତ କଣ୍ଠପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଲିଛି ଖଣ୍ଡା । ଆକ୍ରମଣରେ ଉଭୟ ପରିବାରର ତିନିଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କ…

ନକ୍ସଲ-ପୋଲିସ ଗୁଳିବିନିମୟ, ମହିଳା ମାଓବାଦୀ ମୃତ

ମାଲକାନଗିରି : ଏନକାଉଣ୍ଟରରେ ମହିଳା ମାଓବାଦୀ ମୃତ। ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ଜଣେ ହାର୍ଡକୋର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଗଙ୍ଗଲୁର ଜଙ୍ଗଲରେ ମାଓବାଦୀ ଲୁଚି ଥିବା ଖବର ପାଇ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ…

ରାଜଧାନୀରୁ ଅପହୃତ ଉଦ୍ଧାର, ୩ ଗିରଫ

ଭୁବନେଶ୍ୱର : ରାଜଧାନୀରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଦ୍ଧାର କରିବା ସହ ଏହି ଅପହରଣ ମାମଲାରେ ଜଡିତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଅପହୃତ ଜଣକ ହେଲେ ମନୋଜ ସେଠୀ । ତାଙ୍କୁ କାମ ଦେବାକୁ କହି ସୈନିକ ସ୍କୁଲ ନିକଟ ହନୁମାନ ମନ୍ଦିର ନିକଟରୁ ଅପହରଣ…

ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ସିବିଆଇ ମାମଲାରେ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଛନ୍ତି । ଏବେ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସୋଦିଆ । ସିସୋଦିଆ…