Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପ୍ରଥମେ ପ୍ରେମ, ପରେ ବାହା ହେବାର ପ୍ରତିଶୃତି, ପରେ ଧୋକା ଦେଇ ଶେଷରେ ଗର୍ଭବତୀ
ଏହି ଯୁବତୀ ଜଣଙ୍କୁ କିପରେ ଏକାକି ବସଷ୍ଟାଣ୍ଡର ବହି ବାହୁନି ବାହୁନି କାନ୍ଦୁଛି। ହେଲେ ଦିନେ କି ଦୁଇଦିନ ନୁହଁ ପାଖାପାଖି ଚାରିଦିନ ହେଲା ଏଭଳି କାନ୍ଦୁଛି। ଆଉ ଖୋଜୁଛି ତାର ପ୍ରେମିକକୁ।
ଯିଏକି ତାକୁ ଭଲପାଇ ବିବାହର ପ୍ରତିଶୃତି ଦେଇ, ଶାରିରୀକ ସମ୍ପର୍କ ରଖି ଗର୍ଭବତୀ କରି…
ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ଚଳିତବର୍ଷ ମାଟ୍ରିକ ପରୀକ୍ଷା
ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ଚଳିତବର୍ଷ ମାଟ୍ରିକ ପରୀକ୍ଷା
ଲାଲବାହିନୀଙ୍କ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ
ଛତିଶଗଡ଼ ; ଉପସ୍ଥିତି ଜାହିର କଲେ ଲାଲବାହିନୀ । ପୁଣି ବଡ଼ ଧରଣର ଲଙ୍କାକାଣ୍ଡ । ଡର୍ଜନ ଗାଡ଼ି ଜାଳିଦେଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକକାଳୀନ ୧୨ଟି ଗାଡ଼ି ଜାଳିଦେଲେ ମାଓବାଦୀ । କୋୟେଲିବେଡା ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ ଗାଡି…
ପିଡିଏସ୍ ଚାଉଳରୁ ବାହାରୁଛି ପ୍ଲାଷ୍ଟିକ
ଭଦ୍ରକ : ପିଡିଏସ୍ ଚାଉଳରୁ ବାହାରୁଛି ପ୍ଲାଷ୍ଟିକ୍ ଚାଉଳ । ଖାଦ୍ୟ ଉପଯୋଗୀ ହୋଇପାରୁନି ଚାଉଳ । ଏହି ନିମ୍ନମାନର ଚାଉଳ ନେଇ ହତାଶ ଗରିବ ହିତାଧିକାରୀ । ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ନିର୍ଗୁଣ୍ଡି ପଞ୍ଚାୟତରୁ ଆସିଛି ଏପରି ଅଭିଯୋଗ । ସୂଚନା ଅନୁସାରେ ପଞ୍ଚାୟତରୁ ଜନୈକ ଡିଲରଙ୍କ…
ମଦ ଜବତ: ୩ ଗିରଫ
ପାରଳାଖେମୁଣ୍ଡି : ରାୟଗଡ଼ ଥାନା ଅଧିନ ଲାଞ୍ଜିପଦର ଛକରେ ଥିବା ମଦ ଦୋକାନମାଲିକଙ୍କ ଘରୁ ବିପୁଳ ପରିମାଣର ମଦ ଜବତ କରାଯାଇଛି । ଗଜପତି ଏସପି ସ୍ୱାତୀ ଏସ୍. କୁମାରଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ଗତକାଲି ଏହି ଚଢାଉ ହୋଇଛି । ଲାଇସେନ୍ସପ୍ରାପ୍ତ ସରକାରୀ ବିଦେଶୀ ମଦ ଦୋକାନ ମାଲିକ…
ଦିଲ୍ଲୀରେ ପୁଣି ଅମାନବୀୟ କାଣ୍ଡ, ରାଜରାସ୍ତାରେ ମହିଳାଙ୍କୁ କାରରେ ଜବରଦସ୍ତ ଉଠାଇନେଲେ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅମାନବିକ ଘଟଣା । ଖୋଦ୍ ରାଜରାସ୍ତାରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଜୋର ଜବରଦସ୍ତ କାରରେ ପୂରାଇବାର ଭିଡିଓ ପଦାକୁ ଆସିଛି । ମହିଳାଙ୍କ ଅସମ୍ମତି ସତ୍ତ୍ବେ ପୁରୁଷଜଣକ ତାଙ୍କୁ ବଳପୂର୍ବକ କାରରେ ପୂରାଇଛନ୍ତି । ତାଙ୍କୁ କାରରେ ଜବରଦସ୍ତ ବସାଇବା ପରେ…
ଅର୍ଚ୍ଚନା ନାଗଙ୍କ ବେଆଇନ୍ ସମ୍ପତ୍ତି ଆଟାଚ୍
କଟକ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ·ରି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଆଟାଚ କରିଛି । ବର୍ତ୍ତମାନ ମାମଲା କୋର୍ଟ ଥିବାବେଳେ ଅର୍ଚ୍ଚନା ଏହି ସମ୍ପତ୍ତି କେଉଁ ଉତ୍ସରୁ ଆଣିଲା ସେ ନେଇ ତଦନ୍ତ ·ଲିଛି ବୋଲି କଟକରେ ଅନୁଷ୍ଠିତ…
ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂହ ଗିରଫ
ପଞ୍ଜାବ : ଆତ୍ମଘୋଷିତ ମୌଳବାଦୀ ଶିଖ ପ୍ରଚାରକ ଓ ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂହକୁ ଶେଷରେ ଗିରଫ କରିଛି ପଞ୍ଜାବ ପୋଲିସ୍ । ବେଶ ନାଟକୀୟ ଢଙ୍ଗରେ ତାକୁ ଗୋଡ଼ାଇ ଗୋଡ଼ାଇ ପୋଲିସ୍ ଗିରଫ କରିବାକୁ ସକ୍ଷମ ହୋଇଛି । ୭ ଜିଲ୍ଲାର ପୋଲିସ୍ କର୍ମଚାରୀଙ୍କୁ ନେଇ ଗଠିତ ପଞ୍ଜାବ ପୋଲିସ୍ର…
ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଦେଶରେ ନିଶା କାରବାର ବୃଦ୍ଧି ଚିନ୍ତାଜନକ
କଟକ : ଦେଶ ତଥା ବିଦେଶରେ ଗଚ୍ଛିତ କଳା ଧନ ଠାବ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ବା ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର କଟକରେ ଅନୁଷ୍ଠିତ ହୋଇଛି । ଏସଆଇଟିର ଉପାଧ୍ୟକ୍ଷ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବି·ରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ତେଲେଙ୍ଗା ବଜାରସ୍ଥିତ ବାସଭବନରେ…
ସୋମବାରଠୁ ୨ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆସନ୍ତା ସୋମବାରଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ମାର୍ଚ୍ଚ ୨୦ରେ ଦୁଇ ଦିନିଆ ଗସ୍ତରେ ଫୁମିଓ ଭାରତ ଆସୁଛନ୍ତି । ମାର୍ଚ୍ଚ ୨୧ରେ ସେ ଜାପାନ ଫେରିଯିବେ । ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି…