Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବନାଗ୍ନି ରୋକିବ ପଶ୍ଚିମା ଝଡ଼, ୧୭ରୁ ପାଞ୍ଚଦିନ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୧୯ ତାରିଖ ଯାଏଁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା ରହିଛି । ଏଥିଯୋଗୁଁ ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟରେ ବିଜୁଳି ଘଡଘଡି ସହ ଝଡ-ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିମି ସମ୍ଭାବନା ରହିଛି । ୧୭ରୁ ବର୍ଷାର ବିସ୍ତୃତି ବଢିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ…
ଧରା ପଡିଲା ବଣିଆର କଳାକାରନାମା, ନକଲି ସୁନା ବନ୍ଦକ ରଖି ଠକିନେଲା କୋଟିଏରୁ ଉଦ୍ଧ୍ୱର୍ ଟଙ୍କା
ଓଡ଼ଗାଁ, ୧୪ା୩ ( ଡିକେ ନ୍ୟୁଜ) : ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଶିଖରପୁର କାନାଡ଼ା ବ୍ୟାଙ୍କ କାର୍ଯ୍ୟ କରୁଥିବା ସମୟରୁ ବଣିଆ ଭାବେ ଶରଣକୁଳ ଗ୍ରାମର ନୀଳମାଧବ ଆଚାରିଙ୍କ ପୁଅ ରଘୁନାଥ ଆଚାରି କାମ କରନ୍ତି । ଲୋକମାନେ ବ୍ୟାଙ୍କରେ ସୁନା ବନ୍ଧକ ଦେଇ ଲୋନ୍ ନେଣଦେଣ କରୁଥିବା ବେଳେ ସେ ଅନେକ…
ବାଇକ୍ରେ ଆସିଲେ, ବୋଲେରୋ ଲୁଟିଲେ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଥାନା ବଡଖିର ଗ୍ରାମପଞ୍ଚାୟତ ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ଛକ ନିକଟରୁ ବାଇକ୍ରେ ଆସି ୨ ଜଣ ଲୁଟେରା ଏକ ବୋଲେରୋ ଲୁଟି ନେବା ଘଟଣାଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଶ୍ଚିନ୍ତକୋଇଲି କଲେଜଛକ ନିକଟରେ ଦୀର୍ଘ ଦିନ ହେଲା ସୂର୍ଯ୍ୟକାନ୍ତ…
ବଢ଼ୁଛି ହାତୀ-ମଣିଷ ଲଢେ଼ଇ, ୧୦ ବର୍ଷରେ ଯାଇଛି ୯୨୫ ଲୋକ ଓ ୭୮୪ ହାତୀଙ୍କ ଜୀବନ
ଭୁବନେଶ୍ୱର : ୨୦୧୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୧୦ ବର୍ଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୭୮୪ ହାତୀ ମରିଥିବା ବେଳେ ୯୨୫ ମଣିଷଙ୍କୁ ମାରିଛି ହାତୀ । ହାତୀ ମୃତ୍ୟୁ ଓ ହାତୀ ଆକ୍ରମଣରେ ମଣିଷ ମୃତ୍ୟୁ ନେଇ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ…
ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୭ ଗିରଫ
ଟିଟିଲାଗଡ : ଟିଟିଲାଗଡ ଥାନା ଅଞ୍ଚଳରେ କିଛି ଅସାମାଜିକ ଯୁବକ ଚୋରି ଘଟାଉଥିବା ଅଭିଯୋଗ ପୋଲିସ ପାଖରେ ହସ୍ତଗତ ହେବା ପରେ ଟିଟିଲାଗଡ ପୋଲିସ ସେମାନଙ୍କୁ କାବୁ କରିବାକୁ ଏକ ସ୍କ୍ୱାଡ ହୋଇ ଧରପଗଡ ଜାରି ରଖିଥିଲେ । ୧୨ ତାରିଖ ରାତି ହାଇସ୍କୁଲ ଖେଳ ପଡିଆ ଠାରେ ସାତ ଜଣ ଯୁବକ ବସି ମଦ ପିଇ ଏକ…
ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସ, ୧୨ ହଜାରରୁ ଅଧିକ କଫ ସିରପ୍ ବୋତଲ ଜବତ
ବଲାଙ୍ଗୀର: ବର୍ତ୍ତିବେନି କଫ ସିରପ ମାଫିଆ ଓ ବ୍ୟବସାୟୀ। ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସI ୧୨ ହଜାରରୁ ଅଧିକ କଫ ସିରପ୍ ବୋତଲ ସହ ଦାମୀ ଗାଡ଼ି ଜବତ କରିଛି ପୋଲିସ I ଘଟଣାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୪ ମହିଳାଙ୍କ ସମେତ ୩୭ ବ୍ୟବସାୟୀ ଓ ମାଫିଆଙ୍କୁ ଗିରଫ କରିଛି ପୋଲିସ। ୪୦ ଲକ୍ଷ ଟଙ୍କାର…
ଗତ ୯ ବର୍ଷ ଭିତରେ ଥାନା ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି: ମନ୍ତ୍ରୀ
ଭୁବନେଶ୍ବର: ଗତ ୯ ବର୍ଷ ଭିତରେ ଥାନା ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତ ଓ ୫୪୬ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ରାଷ୍ଟ୍ର…
ଜିମ୍ରେ ଯୁବତୀଙ୍କୁ ଦୁଷ୍କର୍ମ : ପୋଲିସର ତନାଘନା
କଟକ : ଜିମ୍ ଭିତରେ ଜନୈକ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି ଉକ୍ତ ଜିମ୍ ମାଲିକ । ପ୍ରେମ ସମ୍ପର୍କ ରଖି ଯୁବତୀଙ୍କ ନିକଟତର ହୋଇଥିଲେ । ପ୍ରଶିକ୍ଷଣ ଦେଇ ଏହି ସମ୍ପର୍କକୁ ନିବିଡ଼ କରିଥିଲେ । ହେଲେ ଏନର୍ଜି ଡ୍ରିଙ୍କ୍ସ(ଜିମ୍ ବ୍ୟବହାରକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ପାନୀୟ)ରେ ନିଶା ଦେଇ…
ଅପରେସନ ତ୍ରିଶୂଳ : ୩୩ ପଳାତକଙ୍କୁ ଗିରଫ କରି ଭାରତ ଆଣିଛି ସିବିଆଇ
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ବିଦେଶରେ ଲୁଚି ରହିଥିବା ଦେଶର ଅପରାଧୀଙ୍କ ବିରୋଧରେ ଅପରେସନ ତ୍ରିଶୂଳ ଜାରି ରଖିଛି । ଏହା ମାଧ୍ୟମରେ ଏଜେନ୍ସି ବର୍ତ୍ତମାନ ସୁଦ୍ଧା ବାହାରେ ଲୁଚି ରହିଥିବା ୩୩ ଜଣଙ୍କୁ ଦେଶକୁ ଫେରାଇ ଆଣିଛି । ସିବିଆଇର ଜଣେ ବରିଷ୍ଠ ଅଧିକାରୀ…
ଆଦିବାସୀଙ୍କ ଟଙ୍କା ହଡପ ଘଟଣା : ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ
ଭୁବନେଶ୍ୱର/ମାଲକାନଗିରି : ମୃତ କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ । ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମା ଅଧୀନରେ କେନ୍ଦୁପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦ…