Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
୭ ଦିନିଆ ରିମାଣ୍ଡରେ ମନୀଷ ସିସୋଦିଆ
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢୁଛି ଆପ୍ ନେତାଙ୍କ ଅଡ଼ୁଆ । ଅଧିକ ପଚରାଉଚରା ପାଇଁ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ । ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ ମନୀଷ୍ । ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ…
ଚିନ୍ତା ବଢ଼ାଇଲା ଇନ୍ଫ୍ଲ୍ୟୁଏଞ୍ଜା ସଂକ୍ରମଣ, ଓଡ଼ିଶାରେ ୫୯ ଏଚ୍୩ଏନ୍୨ ଆକ୍ରାନ୍ତ
ଭୁବନେଶ୍ୱର, ୧୧ା୩(ଡିକେ ନ୍ୟୁଜ): ବଢ଼ି ଚାଲିଛି ଥଣ୍ଡା, ଜ୍ୱର ଓ କାଶ ଆକ୍ରାନ୍ତଙ୍କ ସଂଖ୍ୟା । ବିଭିନ୍ନ ରାଜ୍ୟରେ ଇନଫ୍ଲ୍ୟୁଏଞ୍ଜାଏର ଉପ-ପ୍ରଜାତି ଏଚ୍୩ଏନ୍୨ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା…
ପୋଖରୀରୁ ମିଳିଲା ମଣିଷ ଖପୁରୀ
ବାଲେଶ୍ବର: ପୋଖରୀରୁ ମିଳିଲା ନର କଙ୍କାଳ। ଅଖା ବସ୍ତାରେ ବନ୍ଧା ଅବସ୍ଥାରେ ମିଳିଛି ମଣିଷ ଖପୁରୀ ଓ ହାଡ଼। ବାଲେଶ୍ବର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି କାଳ ପୋଖରୀରୁ ଉଦ୍ଧାର ହୋଇଛି ଏହି ନର କଙ୍କାଳ । ଏଠାରେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରି ଫୋପଡା ଯାଇଥିବା ଅଭିଯୋଗ…
୭ ଦିନ ଇଡି ରିମାଣ୍ଡରେ ସିସୋଦିଆ
ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ଥମିବାର ନା ନେଉନି । ସିବିଆଇ ଗିରଫକୁ ନେଇ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ରାଉଜ ଏଭେନ୍ୟୁ କୋର୍ଟରେ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଟଳିଛି । ସେପଟେ ପ୍ରବର୍ତ୍ତନ…
୧୧୦ କେଜି ଜଙ୍ଗଲୀ ମାଂସ ଜବତ: ଦୁଇ ଗିରଫ
ଓଡ଼ଗାଁ : ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ଲାଉଖାଲ ନର୍ସରି ନିକଟରୁ ବନବିଭାଗ ୬୦ କେଜି ଜଙ୍ଗଲୀ ମାଂସ ଜବତ କରିବା ସହ ଏକ ଅଟୋ ଜବତ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ସଂପୃକ୍ତ ରଙ୍ଗଣୀପାଟଣା ପଞ୍ଚାୟତ ଗୋଡିପଲ୍ଲୀ ଗ୍ରାମର ପୀତବାସ ନାହାକ (୫୬) ଓ ଜଗନ୍ନାଥପ୍ରସାଦ ଥାନା ପଞ୍ଚୁଭୁତି ଗ୍ରାମର…
ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗଳା କାଟି ହତ୍ୟା
ଇସ୍ଲାମାବାଦ: ପାକିସ୍ତାନରେ ଜଣେ ଖ୍ୟାତନାମା ଚର୍ମରୋଗ ବିଶେଷଜ୍ଞ ଡାକ୍ତରକୁ ହତ୍ୟା କଲା ଡ୍ରାଇଭର । ଡାକ୍ତର ହିନ୍ଦୁ ଥିବା ବେଳେ ଡ୍ରାଇଭର ମୁସଲମାନ । ଏହି ଘଟଣାକୁ ନେଇ ପାକିସ୍ତାନରେ ରାଜନୀତି ଜୋର ଧରିଛି । ପାକିସ୍ତାନ ହାଇଦ୍ରାବାଦର ଧରମ ଦେବ ରାଠୀ ଉକ୍ତ ଅଞ୍ଚଳର ଜଣେ ପ୍ରଖ୍ୟାତ…
୨୦ କ୍ୱିଣ୍ଟାଲରୁ ଊଦ୍ଧ୍ୱର୍ ଗଞ୍ଜେଇ ଜବତ
ବୌଦ୍ଧ : ବୌଦ୍ଧ ଜିଲ୍ଲା ଗଞ୍ଜେଇ ଚାଷ ଓ କାରବାରର ଏକ ପେଣ୍ଠସ୍ଥଳ କହିଲେ କିଛି ଭୁଲ ହେବ ନାହିଁ, ଜିଲ୍ଲାରେ ଗଞ୍ଜେଇ ଚାଷ ଓ କାରବାର ଏକ ନିତିଦିନିଆ ଘଟଣା ହୋଇପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଗଞ୍ଜେଇ ଚାଷ ହେଉଥିବା ସ୍ଥାନ ଗୁଡିକ ଚିହ୍ନଟ କରି ଗଞ୍ଜେଇ ଚାଷ ନଷ୍ଟ କରୁଥିବା…
ନବୋଦୟ ଛାତ୍ରୀ ସୌଦାମିନୀର ମୃତ୍ୟୁ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଉପକଣ୍ଠର ବେତାଗୁଡାଠାରେ ଥିବା ଜବାହର ବିଦ୍ୟାଳୟର ନବମ ଶ୍ରେଣୀରେ ଅଧୟନ କରୁଥିବା ଛାତ୍ରୀ ସୌଦାମିନୀ ରଇତଙ୍କ ସନ୍ଦେହଜନକ ମୃତ୍ୟୁ ଗତ ୧୯ ତାରିଖରେ ଘଟିଥିଲା । ଘଟଣାଟି ଘଟି ୧୬ ଦିନ ବିତିବାକୁ ଯାଉଛି, ତଥାପି ଏହି ମୃତ୍ୟୁ କେମିତି ଓ କାହା ଦ୍ୱାରା ଘଟିଛି…
ବଡ଼ଦାଣ୍ଡ ପାଖରୁ ରକ୍ତାକ୍ତ ଅବସ୍ଥାରେ ଯୁବତୀ ଉଦ୍ଧାର
ପୁରୀ: ବଡ଼ଦାଣ୍ଡ ପାର୍ଶ୍ୱରୁ ଗତକାଲି ଜଣେ ଯୁବତୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଜଣେ ଅଣଓଡ଼ିଆ ଯୁବତୀ ବୋଲି ଜଣାଯାଇଛି। ତାଙ୍କୁ ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉକ୍ତ ଯୁବତୀଙ୍କ ବୟସ ପ୍ରାୟ ୩୦ ବର୍ଷ ହୋଇଥିବାର ଅନୁମାନ କରାଯାଉଛି।…
ପିଲେଟ ବୋଝେଇ ହାଇୱା ଜବତ: ୩ ଗିରଫ
ବଡ଼ବିଲ : ଥାନା ଅନ୍ତର୍ଗତ କଳିଙ୍ଗ ନଗର ନିକଟସ୍ଥ ବିର୍ସା ମୁଣ୍ଡା ଛକ ନିକଟରୁ ବଡ଼ବିଲ ପୋଲିସ ଏକ ଚୋରା ପିଲେଟ ବୋଝେଇ ହାଇୱା ଟ୍ରକ କରିବା ସହିତ ଏକ ବୋଲେରୋ ଗାଡିକୁ ମଧ୍ୟ ଜବଦ କରିଛି । ଘଟଣାରୁ ଜଣା ପଡିଛି ଯେ ଗତ ଗତ ମାର୍ଚ୍ଚ ୧ ତାରିଖ ରାତିରେ ଏକ ହାଇୱା ଟ୍ରକରେ ଚୋରା ପିଲେଟ ଚୋରା…