Browsing Category

ଅପରାଧ

ଦୁଇ ମୋବାଇଲ ଲୁଟେରା ଗିରଫ

କଟକ : କ୍ୟାଣ୍ଟନମେଣ୍ଟ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ଏହି ଥାନାର ପୋଲିସ ଟିମ୍‌ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇ ଜଣ ମୋବାଇଲ୍‌ ଫୋନ୍‌ ଲୁଟେରାଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୯୦ଟି ମୋବାଇଲ ଫୋନ୍‌ ଜବତ କରିଛି । ଏହାର ବଜାର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା…

ଲୋୟର ପିଏଜିରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି, ଡିଏସପିଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି । ଆନ୍ଦୋଳନ ନାଁରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲା ପୋଲିସ । ଠେଲାପେଲା ଧସ୍ତାଧସ୍ତିରେ ପୋଲିସ କର୍ମଚାରୀ ଆହତ । ଡିଏସପି ଅମିତାଭ ମହାପାତ୍ର ଗୁରୁତର ହୋଇଛନ୍ତି । ଗୁରୁତର…

ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ରାଜ୍ୟକୁ ସଫଳତା, ୩ଟି ବର୍ଗରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ସମ୍ମାନିତ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ୩ଟି ବର୍ଗରେ ସମ୍ମାନିତ । ପୁରୀ ରଥଯାତ୍ରା ଶ୍ରେଷ୍ଠ ପାର୍ବଣ ସ୍ଥଳ । ଶ୍ରେଷ୍ଠ ବନ୍ୟଜନ୍ତୁ ଭାବେ ଭିତରକନିକା ପୁରସ୍କୃତ ହୋଇଛି । ସେହିପରି କୋଣାର୍କକୁ ମିଳିଲା ଶ୍ରେଷ୍ଠ ଆଇକନିକ ପୁରସ୍କାର । ଏନେଇ ବିଭିନ୍ନ…

ବାବୁରାମ ବଖାଣିବ ହନିଟ୍ରାପ କାହାଣୀ, ୫ ଦିନିଆ ରିମାଣ୍ଡରେ ନେବ ପୋଲିସ

ବାଲେଶ୍ବର: ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଆଜି ରିମାଣ୍ଡ ଶୁଣାଣି ହେବ । ଅଭିଯୁକ୍ତ ବାବୁରାମ ଦେକୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଛି । ଗତକାଲି ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ତଥ୍ୟ ଦେବା ଅଭିଯୋଗରେ ଟେକ୍ନିକାଲ ଅଧିକାରୀ…

ICICI ବ୍ୟାଙ୍କରୁ ୧ କୋଟି ୮୫ ଲକ୍ଷ ଟଙ୍କା ଗାଏବ, କର୍ମଚାରୀ ଗିରଫ By Satyajeet On Feb 25, 2023

ଅନୁଗୋଳ :ଆଇସି .ଆଇସି .ଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ ହୋଇଛି। ଅଡିଟରେ ହିସାବ ନମିଳିବା ପରେ ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଟଙ୍କା ହେରଫେରରେ ସଂପୃକ୍ତି ସନ୍ଦେହରେ ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଅନୁଗୋଳ ଜିଲା ଛେଣ୍ଡିପଦାରେ ଥିବା…

ରାଜୁ ପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ଓ ସୁରକ୍ଷାକର୍ମୀଙ୍କୁ ଯୋଜନାବଦ୍ଧ ହତ୍ୟା

ପ୍ରୟାଗରାଜ: ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ ଏବଂ ତାଙ୍କ ଦେହରକ୍ଷୀ ସନ୍ଦୀପଙ୍କୁ ଉତ୍ତରପ୍ରଦେଶର ବିଚ୍ ରାସ୍ତାରେ ହତ୍ୟାକରାଯାଇଛି । ହତ୍ୟାକାଣ୍ଡକୁ ଯେଉଁଭଳି ରୂପ ଦିଆଯାଇଛି, ସେଥିରୁ ଏହା ସ୍ପଷ୍ଟ ଯେ ଏଥିପାଇଁ ଫୁଲପ୍ରୁଫ ପ୍ଲାନିଂ କରାଯାଇଥିଲା । ଏହା ମଧ୍ୟ କୁହାଯାଉଛି…

ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବାରୁ ପୋଲିସ ଉପରକୁ ମାଫିଆଙ୍କ ଆକ୍ରମଣ

ଆଠଗଡ଼: ପୋଲିସକୁ ଗୋରୁ ମାଫିଆଙ୍କ ଆକ୍ରମଣ । ଆଠଗଡ଼ ତିଗିରିଆ ଥାନା ଗୋପୀନାଥପୁର ଶାସନ ଛକରେ ଘଟିଛି ଘଟଣା । ଗତ ବିଳମ୍ବିତ ରାତିରେ ତିଗିରିଆ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଗୋରୁ ଚୋରା ଚାଲାଣ କରୁଥିବା ମାଫିଆ ମାନେ ପୋଲିସ…

ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି ଆବେଦନ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୨ା୨(ଡିକେ ନ୍ୟୁଜ): ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି ଥରେ ହୋଇଛି ଆବେଦନ । କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଙ୍କ ଅଦାଲତରେ ଏନେଇ ଆବେଦନ କରାଯାଇଛି । ଦୁଇ ଦିନ ତଳେ କ୍ରାଇମ୍‌ବ୍ରାଞ୍ଚ ତରଫରୁ ଏହି ସମାନ…

ସେଲ୍‌ଫୀ ଦେବାକୁ ମନା କରିବାରୁ ପୃଥ୍ୱୀଙ୍କୁ ଆକ୍ରମଣ, ୮ଜଣଙ୍କ ନାରେ ମାମଲା ରୁଜୁ

ମୁମ୍ବାଇ, ୧୬ା୨: ସେଲ୍‌ଫୀ ଦେବାକୁ ମନା କରିବାରୁ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ । ମୁମ୍ବାଇର ଏକ ହୋଟେଲ୍‌ ସାମ୍ନାରେ ଏହି ଆକ୍ରମଣ ହୋଇଛି । ପୃଥ୍ୱୀ ବନ୍ଧୁଙ୍କ ସହ କାର୍‌ ଭିତରେ ବସିଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ସେଲ୍‌ଫୀ ନେବାକୁ ବାଧ୍ୟ କରିଥିଲେ । ହେଲେ କ୍ରିକେଟର ମନା…

ପୁଲୱାମା ଆକ୍ରମଣକୁ ପୂରିଲା ୪ ବର୍ଷ ଏବେ ବି ପାକିସ୍ତାନରେ ଅଛନ୍ତି ମାଷ୍ଟରମାଇଣ୍ଡ

ଶ୍ରୀନଗର : ଫେବ୍ରୁଅ ।ରି ୧୪ରେ ହୋଇଥିବା ପୁଲୱାମା ଅ ।ତଙ୍କବାଦୀ ଅ ।କ୍ରମଣକୁ ୪ ବର୍ଷ ପୂରଣ ହୋଇଛି । ଏହି ଅ ।ତ୍ମଘାତୀ ଅ ।କ୍ରମଣରେ ୪୦ ଜଣ ସିଅ ।ରପିଏଫ କର୍ମୀ ସହିଦ ହୋଇଥିଲେ । ଏହାର ଜବାବରେ ଭାରତୀୟ ବାୟସେନା ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ କରିଥିଲା । ଇତି ମଧ୍ୟରେ ଏହି ଘଟଣାକୁ ୪ ବର୍ଷ…