Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
କରୋନା ପରେ ମାର୍ବର୍ଗ ଆତଙ୍କ
ଗିନି : ଚାରିଅ ।ଡେ଼ ଅ ।ତଙ୍କ ଖେଳାଥିବା ମାରତ୍ମକ ଭୂତାଣୁ କରୋନା ଏବେବି ସାରା ବିଶ୍ୱରୁ ସମ୍ପୂର୍ଣ୍ଣ ଯାଇନାହିଁ । କିଛି ଦେଶରେ ଏବେବି ଏହି ଭୂତାଣୁର ତାଣ୍ଡବ ଜାରି ରହିଛି । ଏହାରି ଭିତରେ ଅ ।ଉ ଏକ ନୂଅ । ଭୂତାଣୁର ସଂକ୍ରମଣ ଅ ।ରମ୍ଭ ହୋଇଛି । ତେବେ ଏଥର ଚୀନ୍ରେ ନୁହେଁ ଅ ।ଫ୍ରିକୀୟ…
ହାଇକୋର୍ଟରେ ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟା ମାମଲା
ପୂର୍ବତନ ସ୍ୱ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ଘଟଣାର ୮ଦିନ ବିତିଗଲାଣି । ହେଲେ ଏବେ ବି ରହସ୍ୟ ଉପରୁ ହଟିପାରୁନି ପର୍ଦ୍ଦା । ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚ ଆଉ ଏକ ୬ ଜଣିଆ ଟିମ୍ ଗଠନ କରିଛି । ଡିଏସ୍ପି ଆରତିଙ୍କ ନେତୃତ୍ୱରେ ସେହି ଟିମ୍ ରବିବାର ଝାରସୁଗୁଡ଼ା ଅଭିମୁଖେ…
ମୁମ୍ବାଇରେ ଆତଙ୍କୀ ଆକ୍ରମଣ ଧମକ: ଆଲର୍ଟ ଜାର
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ମିଳିଛି । ଏନ୍ଆଇଏକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି । ଏନ୍ଆଇଏ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଛି । ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଯାଞ୍ଚରେ ଲାଗି ପଡ଼ିଛନ୍ତି । ସୂଚନା ମୁତାବକ, ଏନ୍ଆଇଏର…
ଛୋଟ ମଣିଷ ଛୁଆକୁ ଝୁଣି ଝୁଣି ଖାଇଲା କୁକୁର
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ଚିକିତ୍ସାଳୟ ବିଭାଗ ସମ୍ମୁଖରେ ଆଜି ସକାଳେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଚିକିତ୍ସାଳୟର ପଛପଟେ ଏକ ନବଜାତ ଶିଶୁ ପୁତ୍ରକୁ କୁକୁର ଝୁଣି ଖାଉଥିବା ଲୋକେ ଦେଖିଥିଲେ। ତତ୍କ୍ଷଣାତ୍ ସେମାନେ କୁକୁର ମୁହଁରୁ ଛୁଆଟିକୁ…
ବାଣପୁର ଛାତ୍ର ଆଶୁତୋଷ ହତ୍ୟା ଘଟଣା : ପ୍ରତିଶୋଧ ନେବାକୁ ଯାଇ ତାଙ୍କୁ ହତ୍ୟା କରାଯାଇଥିଲା- ଖୋର୍ଦ୍ଧା ଏସପି
ଖୋର୍ଦ୍ଧା, ୨୮ ଜାନୁଆରୀ - ୨ ଦ୍ଵିତୀୟ ବର୍ଷ ଛାତ୍ର ଆଶୁତୋଷ ମହାପାତ୍ର ହତ୍ୟା ଘଟଣାର ତଦନ୍ତ ଜାରୀ ରଖିଛି ବାଣପୁର ପୋଲିସ । ପୋଲିସ ଜବତ କରିଥିବା ଆଶୁତୋଷଙ୍କ ମୋବାଇଲ୍ ଫୋନ୍ କୁ ରାଜ୍ୟ ଫରେନସିକ୍ ଲାବ୍ କୁ ପଠାଯାଇଛି । କଲ୍ ଡିଟେଲସ୍, ଭିଡ଼ିଓ ଓ ଚାଟ୍ ରୁ ହତ୍ୟାକାଣ୍ଡ ସମ୍ପର୍କିତ କିଛି…
ପତ୍ନୀକୁ ହତ୍ୟା କଲା ସ୍ଵାମୀ
ଜୟପୁର, ୨୭ ଜାନୁଆରୀ - ପ୍ରେମ ବିବାହ କରିଥିବା ନିଜ ଧର୍ମ ପତ୍ନୀକୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ…
ପୁଣି ଋଷ କଲା ଜୋରଦାର ଆକ୍ରମଣ, ମିସାଇଲ ମାଡ଼ରେ ୧୧ ମୃତ
ପୁଣିଥରେ ୟୁକ୍ରେନ ବିରୋଧରେ ନିଜର ହମଲାକୁ ଜୋରଦାର କରିଛି ରୁଷ। ଗୁରୁବାର ରୁଷର ଘନଘନ ମିସାଇଲ ଓ ଡ୍ରୋନ ହମଲାରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରୁଷ ହମଲାରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଘର ଓ ବିଜୁଳି ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି। ରୁଷର ମିସାଇଲ ମାଡ଼…
ଆତଙ୍କ ଖେଳାଇଲା ବୁଲା କୁକୁର, ୮୦ ଲୋକଙ୍କୁ କଲା ଆହତ
ଆତଙ୍କ ଖେଳାଇଲା ବୁଲା କୁକୁର । ପ୍ରାୟ ୮୦ ଲୋକଙ୍କୁ କରିଛି ଆହତ । ଶିବଗଞ୍ଜ, ଶୀତଳା ତୋଳା, ମହାଦେବ ରୋଡ, ସଦର ହସ୍ପିଟାଲ ରୋଡରେ କୁକୁର କାମୁଡିବାରୁ ୮୦ ଲୋକ ଆହତ ହୋଇଛନ୍ତି । ତେବେ ଘଟଣାଟି ଘଟିଛି ବିହାର ଆରା ସହରରେ । ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ ସମେତ ଅନ୍ୟାନ୍ୟ ହସ୍ପିଟାଲରେ…
ଆଉ କେତେ ଭୋଗିଲେ ଚେତିବ, ସଂକଟରେ ଥାଇ ମଧ୍ୟ ଭାରତର ପିଛା ଛାଡ଼ୁନି ପାକ୍
ଶ୍ରୀଲଙ୍କା ରାସ୍ତାରେ ପାକିସ୍ତାନ । ଅର୍ଥ ସଂକଟରେ ବୁଡ଼ିଥିବା ପାକିସ୍ତାନ ଏବେ ଘୋର ଅନ୍ଧାରରେ । ପାର୍ଲାମେଣ୍ଟ, ବିଧାନସଭା ଓ ସେକ୍ରେଟେରିଏଟ୍ ସମେତ ପୂରା ଦେଶରେ ଏବେ ଅନ୍ଧାରର ରାଜୁତି । ପ୍ରଥମେ ଅଟା ପରେ ଗ୍ୟାସ୍ ଆଉ ପେଟ୍ରୋଲ ମିଳିଲାନି । ଆଉ ଏବେ ସାଂଘାତିକ ବିଜୁଳି ସଂକଟ । କିଟିମିଟି…
ମୋରବି ଝୁଲା ପୋଲ ଟ୍ରାଜେଡ଼ି, ଗିରଫ ହେବେ ଓରେଭା କମ୍ପାନୀ ମାଲିକ
ଗାନ୍ଧିନଗର: ଗୁଜରାଟ ମୋରବି ଝୁଲା ପୋଲ ଦୁର୍ଘଟଣାରେ ଅ ।ରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଓରେଭା ପ୍ରମୋଟରଙ୍କୁ ବାନ୍ଧିବାକୁ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ଝୁଲାପୋଲ ଟ୍ରାଜେଡି ମୋଟ୍ ୧୩୫ଜଣଙ୍କ ମୃତୁ୍ୟ ହୋଇଛି । ଏହି ଘଟଣାରେ ଓରେଭା ସମୂହର ଏମଡିଙ୍କ ଦ୍ୱାରା ଦାୟର ହୋଇଥିବା ଅଗ୍ରୀମ…