Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବନ ବିଭାଗର ଚଢଉ : ଶାଗୁଆନ ଗଣ୍ଡି ଜବତ
ବଲାଙ୍ଗିର, ୨୩ ଜାନୁଆରୀ - ଗତକାଲି ପୂର୍ବାହ୍ନରେ ଲାଠୋର ରେଞ୍ଜ ର କର୍ମଚାରୀମାନେ କର୍ଲାକୁଟନା ବିଟ୍ ବାହାବଲ ଗ୍ରାମ ନିକଟରେ ୩୯.୮୬ ସିଫ୍ଟ ମାପ ବିଶିଷ୍ଟ ୫ ଟି ଶାଗୁଆନ ଗଣ୍ଡି ଜବତ କରିଥିଲେ। ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି। …
ଟ୍ରଲି ବ୍ୟାଗ୍ ରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : ପତ୍ନୀ, ସମ୍ପର୍କିୟ ଭାଇଙ୍କ ସମେତ ତିନି ଗିରଫ
ଖୋର୍ଦ୍ଧା, ୨୩ ଜାନୁଆରୀ - ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ନିକଟ ଜଙ୍ଗଲରୁ ଏକ ଟ୍ରଲି ବ୍ୟାଗ୍ ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ହତ୍ୟା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୃତକ ମନୋରଞ୍ଜନ ମହାପାତ୍ର (୩୫)ଙ୍କ ପତ୍ନୀ, ସମ୍ପର୍କିୟ ଭାଇ…
ହ୍ୟୁମାନ ସାଗର -ଶ୍ରୀୟା ମିଶ୍ର ପାରିବାରିକ ବିବାଦ ମାମଲା,ଥାର୍ଡ଼ ପର୍ସନର ଏଂଟ୍ରି ହିଁ ଅଶାନ୍ତିର ମୂଳ କାରଣ : ଶ୍ରୀୟା
କଟକ, ୨୨ ଜାନୁଆରୀ - କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ମାମଲାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହ୍ୟୁମାନଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା । ସେ କହିଛନ୍ତି ଯେ, ଆମ ଦୁହିଁଙ୍କ ମଧ୍ୟରେ ଥାର୍ଡ଼ ପର୍ସନ୍ (ତୃତିୟ ବ୍ୟକ୍ତି)ର…
ବନ୍ଧୁକ ମୁନରେ ୭ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ
କେନ୍ଦୁଝର, ୨୨ ଜାନୁଆରୀ - କେନ୍ଦୁଝର ଆନନ୍ଦପୁରର ହସନପୁର ଟୋଲଗେଟ ନିକଟ ଏକ କବାଡ଼ିଆ ଗୋଦାମ ମାଲିକଙ୍କ ଠାରୁ ବନ୍ଧୁକ ମୁନରେ ୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଏଥିସହ ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇଛନ୍ତି । ଆଜି ସକାଳ ପ୍ରାୟ ୮ଟା ସମୟରେ ଦୁଇଟି ବାଇକ୍ ରେ ୫ ଦୁର୍ବୃତ…
ଦିଲ୍ଲୀରେ ବସ୍ତି ଉଚ୍ଛେଦ ପ୍ରତିବାଦରେ ଧାରଣା
ନୂଆଦିଲ୍ଲୀ: ତୁଗଲକବାଦ ଭଳି ଦକ୍ଷିଣ ଦିଲ୍ଲୀ ଏରିଆରେ ସରକାରୀ ଉଚ୍ଛେଦ ଜାରି ରହିଛି । ଏହାକୁ ବିରୋଧ କରିଛନ୍ତି ବସ୍ତି ବାସିନ୍ଦା ଓ ଆପ୍ ସରକାର । ଏହାକୁ ନେଇ ଆଜି ବସ୍ତିବାସିନ୍ଦାଙ୍କ ସହ ଆପ ସରକାର ବିଧାୟକ ଓ ମନ୍ତ୍ରୀମାନେ ଦିଲ୍ଲୀର ଲୋଧି ରୋଡ୍ରେ ଥିବା ବିଜେପି ସାଂସଦ ରମେଶ ବିଧୁରୀଙ୍କ…
ଜାମ୍ମୁ-କାଶ୍ମୀରରେ ସିରିଜ ବିସ୍ଫୋରଣ, ୬ ଗୁରୁତର
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସିରିଜ ବିସ୍ଫୋରଣ । ନବାଳ ଅଞ୍ଚଳରେ ଦୁଇ ଟି ବିସ୍ଫୋରଣ ହେବା ଫଳରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ନରବାଳ ଟ୍ରାନ୍ସପୋର୍ଟ ନଗର ୟାର୍ଡ ନମ୍ୱର-୨ରେ ଦୁଇଟି ବିସ୍ଫୋରଣ ହୋଇଛି । ଯେଉଁଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା…
ବଢୁଛି ସାଇବର ଅପରାଧ
ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି । ଯେତେ ସଚେତନ କଲେ ମଧ୍ୟ ଲୋଭର ବଶବର୍ତ୍ତି ହୋଇ କିଛି ଲୋକ ଏହି ଅପରାଧିଙ୍କ ହାବୁଡ଼ାରେ ପଡ଼ୁଛନ୍ତି । ଖାଲି ସାଧାରଣ ଜନତା ନୁହନ୍ତି ସରକାରୀ ସଂସ୍ଥା ମଧ୍ୟ ସେମାନଙ୍କ ଲୋଲୁପ ଦୃଷ୍ଟିରୁ ବାଦପଡ଼ୁନାହାନ୍ତି । ଏଥିପାଇଁ ବିଭିନ୍ନ…
ଡାକ୍ତର ଶୁଭଶ୍ରୀ କରଙ୍କ ମୃତୁ୍ୟ ମାମଲା, ଆସିଲା ଭିସେରା ରିପୋର୍ଟ
କେନ୍ଦୁଝର ଯୋଡ଼ା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ଘଟଣା ଏବେ ଭିନ୍ନମୋଡ଼ ନେଇଛି । ଶୁକ୍ରବାର ଶୁଭଶ୍ରୀଙ୍କ ବାପା ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ, ମାମୁ ଅଜୟ ମାଝୀ, ସମ୍ପର୍କୀୟ ମନୋରଞ୍ଜନ ମାଝୀ ଏବଂ ମା'ଙ୍କ ସହ ଷଡ଼ଯନ୍ତ୍ରରେ ସାମିଲ ୩ ଡାକ୍ତରଙ୍କ ବିରୋଧରେ ଥାନାରେ…
ସ୍କୁଲ ବ୍ୟାଗରୁ ଗଞ୍ଜେଇ ଜବତ, ୭ ଗିରଫ
ଜୟପୁର, ୨୧ ଜାନୁଆରୀ - ଅଭିନଵ ଉପାୟରେ ସ୍କୁଲ ବ୍ୟାଗରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ଚଢ଼ଉ କରିଛି। ଲମତାପୁଟ ଫାଣ୍ଡି ଅଧିକାରୀ ଚିତ ପ୍ରଧାନୀଙ୍କ ନେତୃତ୍ଵରେ ଚଢ଼ଉ କରାଯାଇଛି। ଲମତାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଗଂଜେଇ ଚୋରା ବେଳେ ମଲେଗାଁ ଛକ ନିକଟରେ ଚଢଉ କରିଛି ପୋଲିସ।…
ସ୍କୁଲ ବ୍ୟାଗରୁ ଗଞ୍ଜେଇ ଜବତ, ୭ ଗିରଫ
ଜୟପୁର, ୨୧ ଜାନୁଆରୀ - ଅଭିନଵ ଉପାୟରେ ସ୍କୁଲ ବ୍ୟାଗରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ଚଢ଼ଉ କରିଛି। ଲମତାପୁଟ ଫାଣ୍ଡି ଅଧିକାରୀ ଚିତ ପ୍ରଧାନୀଙ୍କ ନେତୃତ୍ଵରେ ଚଢ଼ଉ କରାଯାଇଛି। ଲମତାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଗଂଜେଇ ଚୋରା ବେଳେ ମଲେଗାଁ ଛକ ନିକଟରେ ଚଢଉ କରିଛି ପୋଲିସ।…