Browsing Category

ଅପରାଧ

ସାମ୍ବାଦିକଙ୍କୁ କଲେଜ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର, ଫାଣ୍ଡିରେ ଅଭିଯୋଗ

କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡାଜୟପୁର ଫାଣ୍ଡି ଅଧୀନ ତ୍ରିନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ମୀରାଦେବୀଙ୍କ ପ୍ରତିମୂର୍ତ୍ତି ମହାବିଦ୍ୟାଳୟ ର ଫାଟକ  କାନ୍ଥ କୁ ଲାଗି ସ୍ଥାପନା କରଯାଇଥିଲା। ଗତ ଶନିବାର ରାତିରେ କେହି ଦୁର୍ବୃତ ଏହିଁ ପ୍ରତିମୂର୍ତ୍ତି ର ମୁଣ୍ଡ…

ସାମ୍ବାଦିକଙ୍କୁ କଲେଜ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର, ଫାଣ୍ଡିରେ ଅଭିଯୋଗ

କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡାଜୟପୁର ଫାଣ୍ଡି ଅଧୀନ ତ୍ରିନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ମୀରାଦେବୀଙ୍କ ପ୍ରତିମୂର୍ତ୍ତି ମହାବିଦ୍ୟାଳୟ ର ଫାଟକ  କାନ୍ଥ କୁ ଲାଗି ସ୍ଥାପନା କରଯାଇଥିଲା। ଗତ ଶନିବାର ରାତିରେ କେହି ଦୁର୍ବୃତ ଏହିଁ ପ୍ରତିମୂର୍ତ୍ତି ର ମୁଣ୍ଡ…

ନକଲିମଦ ସହିତ, ମଦ ବେପାରୀ  ଗିରଫ

ଜଗତସିଂହପୁର ଜିଲାର ବିଭିନ୍ନ ଅଂଚଳରେ ଦିନକୁ ଦିନ ନିଶାବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ତିର୍ତୋଲ ଅଞ୍ଚଳରେ ମଧ୍ୟ ବର୍ଷବର୍ଷ ଧରି ଚୋରା ନକଲି ମଦ କାରବାର ଚାଲୁଥିଲା ବେଳେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି,ଏକ ବଡ଼ ରାକେଟ ଜିଲ୍ଲାର ପ୍ରତେକ ବଜାର ଓ ଗାଁଗହଳିରେ ବ୍ୟାପକ…

ଯୁଦ୍ଧରେ ରୁଷ୍‌ର ବିଜୟ ସୁନିଶ୍ଚିତ : ପୁଟିନ୍‌

ମସ୍କୋ : ରୁଷ୍‌ର ଶକ୍ତିଶାଳୀ ସେନା-ଶିଳ୍ପ କାରଖାନାଗୁଡ଼ିକ ଉତ୍ପାଦନ ତ୍ୱରାନ୍ୱିତ କରୁଥିବାରୁ ୟୁକ୍ରେନ୍ ଉପରେ ତାଙ୍କ ଦେଶର ବିଜୟ ସୁନିଶ୍ଚିତ ବୋଲି ବୁଧବାର ଦିନ ରାଷ୍ଟ୍ରପତି ଭ୍ଲାଦିମି ପୁଟିନ୍‌ କହିଛନ୍ତି । "ଏୟାର ଡିଫେନ୍‌ସ୍ ସିଷ୍ଟମ୍‌' ନିର୍ମାଣ କରୁଥିବା ସେଣ୍ଟ ପିଟର୍ସବର୍ଗସ୍ଥିତ…

ଗାଁ ରେ ଏବେବି ଚାଲିଛି ଚେଙ୍କ ଚିକିତ୍ସା 

ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳିଛି ଆଜାଦିକ ଅମୃତ ମହୋତ୍ସବ। ସେପଟେ କିନ୍ତୁ ଅନ୍ଧ ବିଶ୍ୱାସ ର ଅନ୍ଧ ଗଳିର ବଶବର୍ତ୍ତୀ ହୋଇ ପେଟରୋଗ ସହ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏବେବି ଚାଲିଛି  ଏକ ଗାଁ ରେ ଚେଙ୍କ ଚିକତ୍ସା| ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ…

ପୁଣି ଅଲୋଡା ହେଲା ନବଯାତ ଶିଶୁକନ୍ୟା ।

ନବଜାତ ଶିଶୁ କନ୍ୟାକୁ କିଏ ଅଲୋଡ଼ାକରି ଦେଉଛି ତ ଆଉ କିଏ କୋଳେଇ ନେଉଛି  ।  କେତେବେଳେ ଡାକ୍ତରଖାନାର  ପଛପଟୁ ତ କେତେବେଳେ ରାସ୍ତାକଡ଼ରୁ ଉଦ୍ଧାର ହେଉଛି ନବଜାତ ଶିଶୁ। ବିଭିନ୍ନ ସମୟରେ ଏଭଳି ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ସେମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଗଜପତି…

ବଢ଼ୁଛି ନାଲି ଓ ହଳଦିଆ ବତିର ଅପବ୍ୟବହାର

କେଉଁ କେଉଁ ପଦାଧିକାରୀମାନେ ନାଲିବତୀ ଗାଡ଼ି ବ୍ୟବହାର କରିପାରିବେ ସେଥିନେଇ ସୁପ୍ରିମକୋର୍ଟ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି । ଉଚ୍ଚତମ ନ୍ୟାୟାଳୟର ଆଦେଶ ମୁତାବକ କେନ୍ଦ୍ର ସରକାରଙ୍କ ୨୦୦୨ ମସିହା ଜାନୁଆରୀ ୧୧ ତାରିଖରେ ଉଚ୍ଚ ସାମ୍ବିଧାନିକ ପଦବୀ ଅନୁଯାୟୀ ସବୁ ରାଜ୍ୟ ସରକାରଙ୍କୁ…

ଶିଶୁ ଶ୍ରମିକ ଉଦ୍ଧାର

ଜୟପୁର , 10 ଜାନୁଆରୀ ଜିଲା ଶ୍ରମ ବିଭାଗ ତରଫରୁ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି । ଜିଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ ଙ୍କ ନେତ୍ୃତ୍ୱରେ ଜିଲା ଶିଶୁ ଶ୍ରମିକ ଟାକ୍ସ ଫୋର୍ସ କମିଟି ଗଠନ କରାଯାଇଛି । ଏହି କମିଟିରେ ଜିଲା ଶିଶୁ ସୁରକ୍ଷା ଅଧିକାରି ରାଜେଶ୍ୱରି ଦାସ, ସହକାରି…

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର ମାପଚୁପ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜିବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରର ମାପଚୁପ କରିଛି । ଇଡିର ଦୁଇଟି ଦଳ ଘରର ମାପ କରିଥିବା ଜଣାଯାଇଛି । ଏହି ଟିମ୍‌ରେ ଦୁଇ ଜଣ ଇଡି ଅଫିସରଙ୍କ ସହ ଦୁଇ ଜଣ ଅମିନ ଆଉ ଜଣେ ଟେକ୍ନିକାଲ ଅଫିସର ଥିଲେ । ଅନ୍ୟ ଏକ ଟିମ୍‌ରେ ଟିମ ସମ୍ପତ୍ତିର ମୂଲ୍ୟାୟନ…

୧୫ ଦିନରେ ୩ ଋଷ ନାଗରିକଙ୍କ ମୃତ୍ୟୁ

୧୫ଦିନ ଭିତରେ ଓଡ଼ିଶାରେ ୩ ଋଷ ନାଗରିକଙ୍କ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି । ବର୍ଷ ଶେଷ ଓ ବର୍ଷ ଆରମ୍ଭ ଭିତରେ ୩ ଋଷ ନାଗରିକଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ତୃତୀୟ ଋଷ ନାଗରିକ ହେଲେ ସର୍ଜେଇ ମିଲ୍ୟାକୋଭ୍‌(୫୧) । ମିଲ୍ୟାକୋଭ୍‌ ଜାହାଜର…