Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବ୍ରହ୍ମପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ
ଗଞ୍ଜାମ, ୨୩ ଡିସେମ୍ବର : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ତୃପ୍ତିନଗର ତୃତୀୟ ଲାଇନରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାମ ରଞ୍ଜିତ ପାତ୍ର । ରଞ୍ଜିତଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନୀ ବଡ଼ବଜାର ଥାନାରେ ଅଭିଯୋଗ…
ଅମ୍ରିତ ଅପହରଣ ଘଟଣା ର ପର୍ଦାଫାଶ ,ମାଷ୍ଟରମାଇଣ୍ତ ଦୁଇଭାଇ ସମେତ ,୩ ଗିରଫ
୧୨ ବର୍ଷ ର ନାବାଳକ ଅମ୍ରିତ ନିଖୋଜ ଘଟଣାର ପର୍ଦ୍ଦା ଫାସ୍ । ସେହିଗ୍ରାମର ସନ୍ତୋଷ ପଣ୍ତା ଙ୍କ ବଡ଼ପୁଅ ଭକ୍ତଦର୍ଶନ ପଣ୍ତା ଓ ସାନପୁଅ ସ୍ବପ୍ନପ୍ରସାଦ ପଣ୍ତା ଅମ୍ରିତ ଅପହରଣ ଘଟଣାର ମାଷ୍ଟରମାଇଣ୍ତ ଥିବାବେଳେ ସୁରେନ୍ଦ୍ର ପାଣିଗ୍ରାହୀଙ୍କ କଲେଜ ପଢୁଆ ପୁଅ ସୁନୀଲ ପାଣିଗ୍ରାହୀ ତାଙ୍କୁ…
ଇଡିର ପ୍ରଶ୍ନବାଣରେ ଘାଇଲା ଅର୍ଚ୍ଚନା ବାହାନା ଦେଖାଇ ତଦନ୍ତକୁ କରୁଛନ୍ତି ବାଟବଣା
ଇଡିର ପ୍ରଶ୍ନବାଣରେ ଘାଇଲା ଅର୍ଚ୍ଚନା ନାଗ ବାହାନା ପରେ ବାହାନା ଦେଖାଇ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି । କେତେବେଳେ ଦେହ ଖରାପ ତ ଆଉ କେତେବେଳେ ଏକଦମ୍ ଚୁପ୍ । କିନ୍ତୁ ଜଗବନ୍ଧୁ ଗୁମର ଖୋଲିବାରେ ଲାଗିଛି । ଅର୍ଚ୍ଚନାଙ୍କ ପେଡି ଖୋଲୁଛନ୍ତି ତାଙ୍କ ସ୍ୱାମୀ । ଯାହାକୁ ନେଇ…
ପେଡ଼ି ଭିତରେ ନାଗ ଚୁପ୍
ଅର୍ଚ୍ଚନା ନାଗଙ୍କୁ ଗିରଫ କରିଛି ପ୍ରର୍ବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି । ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି । ୭ ଦିନିଆ ରିମାଣ୍ଡ ସରିବା ପରେ ଆଜି ଅର୍ଚ୍ଚନାଙ୍କୁ ଭୁବନେଶ୍ୱର ଏସ୍ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ପୂର୍ବରୁ ତାଙ୍କୁ ଗିରଫ କରିଥିଲା…
ପୁଣି ଆଉ ଏକ ଶ୍ରଦ୍ଧା ହତ୍ୟାକାଣ୍ଡ ବାପାଙ୍କୁ ୩୨ ଖଣ୍ଡ କଲା ପୁଅ
କର୍ଣ୍ଣାଟକରେ ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ପରି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଉକ୍ତ କେସ୍ରେ ପ୍ରେମିକ ପ୍ରେମିକାକୁ ମାରି ଶବକୁ ଖଣ୍ଡ ଖଣ୍ଡ କରିଥିବା ବେଳେ ସଦ୍ୟତମ ଘଟଣାରେ ବାପାକୁ ହତ୍ୟା କରି ଶବକୁ ୩୨ ଖଣ୍ଡ କରିଛି ପୁଅ । ଏହି ଘଟଣା କର୍ଣ୍ଣାଟକର ବାଲାକୋଟ୍ରେ ଘଟିଛି ।…
“ପୁଷ୍ପା’ ଫିଲ୍ମ ନିର୍ମାତାଙ୍କ ଘରେ ଆଇଟି ରେଡ୍
ଆଇନ ଜାଲରେ ଫସିଛନ୍ତି ଗତବର୍ଷର ସୁପରଡୁପର ହିଟ୍ ଫିଲ୍ମ ପୁଷ୍ପାର ନିର୍ମାତା । ଏହି ଫିଲ୍ମର ତେଲୁଗୁ ପ୍ରଡକ୍ସନ କମ୍ପାନୀ ମୈତ୍ରୀ ମୁଭି ମେକର୍ସ ଆୟକର ବିଭାଗ ଜାଲରେ ଫସିଛି । ପ୍ରଡକ୍ସନ କମ୍ପାନୀରେ ବିଦେଶୀ ଫଣ୍ଡିଂ ବ୍ୟବହାର ହୋଇଥିବା ନେଇ ସନ୍ଦେହ କରିଛନ୍ତି ଆଇଟି ଅଧିକାରୀ । ଏହି କାରଣରୁ…
ସିଭିଲ କୋର୍ଟ ପଛପଟେ ଯୁବକକୁ ମରଣାନ୍ତକ ଆକ୍ରମଣ : ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତରିତ
ବଲାଙ୍ଗିର, ୧୨ ଡିସେମ୍ବର - ବଲାଙ୍ଗିର ସହର ଭିତରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧି ମାନଙ୍କ ସଂଖ୍ୟା । କଥା କଥାରେ ବୁଲୁଛି ଖଣ୍ଡା ତଲୱାର । ଗତକାଲି ଅପରାହ୍ନ ୫ ଟାରେ ଜଣେ ଯୁବକକୁ ଟେକି ନେଇ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ପାଟଣାଗଡ ଥାନା ଘସିଏନ ଗାଁର ଅଶୋକ ଖୁଟଲା…
୪୪ ଦାଦନ ଶ୍ରମିକ ଉଦ୍ଧାର
ବଲାଙ୍ଗିର, ୨୫ ନଭେମ୍ବର :- ଏକ ଘରୋଇ ବସ୍ ଯୋଗେ ହାଇଦ୍ରାବାଦ ଚାଲାଣ ବେଳେ ୪୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ଟାଉନ୍ ଥାନା ପୋଲିସ । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ ୧୪ ଜଣ ନାବାଳକ ରହିଛନ୍ତି । ଉଦ୍ଧାର ଶ୍ରମିକ ମାନେ ବେଲପଡ଼ା ରେଙ୍ଗାଳୀ ଗ୍ରାମର ବୋଲି ଜଣାପଡିଛି ।…
ଫ୍ୟାସନ ପାଲଟିଛି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳୀଳ ନୃତ୍ୟ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଖୋର୍ଦ୍ଧା, ୨୪ ନଭେମ୍ବର :- ଜିଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏବେ ଫ୍ୟାସନ ପାଲଟିଛି ଅଶ୍ଳୀଳ ନୃତ୍ୟ। ତେବେ ଅକ୍ଟୋବର ମାସରେ ହୋଇଥିବା କାଳୀ ପୂଜାରେ ଖୋର୍ଦ୍ଧା ଜିଲ୍ଲା ରାଜସୁନାଖଳା ନିକଟ ବିନୋଦପଡ଼ା ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ମଞ୍ଚ…
୩୦ ଲକ୍ଷ ଟଙ୍କାର ଚୋରା ମୋବାଇଲ ଜବତ, ଦୁଇ ଗିରଫ
ଗଞ୍ଜାମ , ୧୭ ନଭେମ୍ବର - ଗଞ୍ଜାମ ଜିଲା ଶେରଗଡର ପାଣିଗ୍ରାହି ଏସୋସିଏସନ ମୋବାଇଲ ଦୋକାନରୁ ଗତ ୫ ତାରିଖରେ ଚୋରୀ ହୋଇଥିବା ପ୍ରାୟ ୩୦ ଲକ୍ଷ ଟଙ୍କାର ୧୦୨ଟି ମୋବାଇଲକୁ ଜବତ କରିଛି ଶେରଗଡ ପୁଲିସ। ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ବିଶୋଇ ଓ ତାର ସହଯୋଗୀକୁ ଗିରଫ କରାଯାଇଛି। ଅନ୍ଯ…