Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
-ଡ଼ିଏଫଓ, ରୋଷେୟା ଓ ବନ କର୍ମଚାରୀଙ୍କୁ କ୍ରାଇମବ୍ରାଂଚର ପଚରା ଉଚରା
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଂଚ ପକ୍ଷରୁ ଜାରୀ ରହିଛି । କ୍ରାଇମବ୍ରାଂଚ ପକ୍ଷରୁ ଆଜି ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା,…
ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ମାମଲା, ବିତିଲା ୧ମାସ ବୈଷୟିକ ରିପୋର୍ଟକୁ ଅପେକ୍ଷା
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବହୁ ଚର୍ଚ୍ଚିତ ମୃତ୍ୟୁ ଘଟଣାକୁ ୧ ମାସ ବିତିଲା । ଏନେଇ ଦାୟିତ୍ୱରେ ଥିବା ଗଜପତି ଜିଲ୍ଲା ଏସ୍ପି ବାମଦେବ ସିଂ ବୈଷୟିକ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ପ୍ରକାଶ କରି କହିଛନ୍ତି । ଏହି ରିପୋର୍ଟ ପହଞ୍ଚିବା ପରେ…
ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖି ଗିରଫ ହେଲେ ଯୁବକ
ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାଲିମେଳା ଏନ୍ ଏ ସି ରେ ଜଣେ ଯୁବକ, ଯୁବତୀଙ୍କ ସହ ପ୍ରେମ କରି ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଗିରଫ ହେଲେ ଯୁବକ । ମିଳିଥିବା ସୂଚନାନୁଯାୟୀ ବାଲିମେଳା ସଦରର ଦୈନିକ ବଜାର ନିକଟସ୍ଥ ରାଣୀ ରୋଡର ଭରତ ବାଘଙ୍କ ପୁଅ…
ଭିଜିଲାନ୍ସ ଜାଲରେ ଫସିଛନ୍ତି ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ
ନୂଆପଡ଼ା : ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ (ସିଡିଭିଓ) ତ୍ରିଲୋଚନ ଧଳଙ୍କ ଘରେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ। ଏହା ବ୍ୟତୀତ ତ୍ରିଲୋଚନଙ୍କ କାର୍ଯ୍ୟାଳୟ, ସରକାରୀ ଘର ଓ କଟକର ନରାଜସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି…
ପୋଲିସ ହାତରେ ଧରାପଡିଲା ନକଲି ଟଙ୍କା ତିଆରି ଗ୍ୟାଙ୍ଗ
ସମ୍ବଲପୁର : ସମ୍ବଲପୁର ପୋଲିସ ହାତରେ ଧରାପଡିଛି ନକଲି ଟଙ୍କା ତିଆରି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଜାଲ୍ ନୋଟ୍ ଜବତ ହୋଇଛି । ମାମଲାରେ ଜଡ଼ିତ ୬ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଟାଉନ୍ ଥାନା ପୋଲିସ । ଜବତ ନୋଟ୍ ମଧ୍ୟରେ ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ନକଲି ନୋଟ୍ ରହିଛି…
ଯୁକ୍ତ ୨ ଛାତ୍ରଙ୍କୁ ଅପହରଣ ଅଭିଯୋଗ
-ଧବଳେଶ୍ୱର ଘାଟରୁ ମିଳିଲା ବାଇକ୍, ମହାନଦୀରୁ ମୃତଦେହ ଉଦ୍ଧାର
କଟକ : କଟକ ଖ୍ରୀଷ୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନିଖୋଜ ଛାତ୍ରଙ୍କ ନାମ ତୁଷାରକାନ୍ତ ସାହୁ । ଏନେଇ ତାଙ୍କ ପରିବାର ଲୋକେ କ୍ୟାଂଟନମେଂଟ ଥାନାରେ ଲିଖିତ ଅଭିଯୋଗ ଦାୟର୍…
ଓର୍କେଲ ପୋଲିସକୁ ମିଳିଛି ଆଉ ଏକ ସଫଳତା
ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ୬ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ରାତିରେ ଏସ୍.ଆଇ ଗିରିଷ ଚନ୍ଦ୍ର ମହାରଣାଙ୍କ ନେତୃତ୍ବରେ ଏକ ଟିମ ପେଟ୍ରୋଲିଂ କରୁଥିଲା । ସେହି ସମୟରେ ଏମଭି-୩୭ ଗ୍ରାମର ଛକ ନିକଟରେ ଏକ…
ଯୁବତୀଙ୍କ ଉପରେ ସ୍ପିରିଟ୍ ଢ଼ାଳି ନିଆଁ ଲଗାଇଲା ପ୍ରେମିକ : ଅଭିଯୁକ୍ତ ଗିରଫ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମରେ ଜଣେ ଯୁବତୀଙ୍କ ଉପରେ ସ୍ପିରିଟ୍ ଢ଼ାଳି ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ ପ୍ରେମିକ । ଘଟଣାରେ ଯୁବତୀ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ଶରୀରର ପ୍ରାୟ ୬୦ ଭାଗ ପୋଡି ଯାଇଛି । ତାଙ୍କୁ ଚିକିତ୍ସା…
୩ ହଜାର ଟଙ୍କା ଲାଂଚ ନେବା ବେଳେ ଧରାପଡିଲେ ରାଜସ୍ୱ ନିରୀକ୍ଷକ
କନ୍ଧମାଳ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ନିକଟରେ ଥିବା ଜିଲ୍ଲାର ଖଜୁରୀପଡ଼ା ତହସିଲ ଅନ୍ତର୍ଗତ ଗୁଦାରୀ ପଚାଂୟତର ରାଜସ୍ୱ ନିରୀକ୍ଷକ ସୁନିଲ ଦିଗାଲ ଆଜି ୩ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ସୂଚନା ଅନୁଯାୟୀ, ଗୁଦାରୀ ଗ୍ରାମର ପ୍ରକାଶ…
ଦିନ ଦ୍ୱିପ୍ରହରରେ ଘରେ ପ୍ରବେଶ କରି ଲୁଟି ନେଲେ ପ୍ରାୟ ୨୦ ଭରି ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା
ବୁଗୁଡା : ଥାନା ଅନ୍ତର୍ଗତ କରସିଙ୍ଗି ଗ୍ରାମାର ନିଶାକର ପ୍ରଧାନଙ୍କ ଘରେ ପ୍ରବେଶ କରି ଶାଶୁ ଓ ବୋଉ ବେକରୁ ଓ ଆଲମାରିରୁ ୨୦ ଭରି ସୁନା ଲୁଟି ନେବା ସହ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଅଭିଯୋଗରୁ ଜଣା ପଡ଼ିଛି ଯେ କରସିଙ୍ଗି ଗ୍ରାମର ନିଶାକର ପ୍ରଧାନ ଘରେ ନଥିବା ବେଳେ ଜୁଲାଇ…